ନିଜ ମେକପ ମ୍ୟାନ ସହିତ Nora Fatehiଙ୍କ ଏହି ହଟ ଡ୍ୟାନ୍ସ ହେଉଛି ଖୁବ ଭାଇରାଲ

ବଲିଉଡର ଫେମସ ଆକ୍ଟ୍ରେସ, ଡ୍ୟାନ୍ସର ନୋରା ଫତେହୀଙ୍କୁ ଡ୍ୟାନ୍ସିଙ୍ଗ କୁଇନ କୁହାଯାଏ । ନୋରା ଯେତେବେଳେ କୌଣସି ସ୍ପେଶାଲ ନମ୍ବରକୁ କରନ୍ତି ତେବେ ସେହି ଗୀତ ସୁପର ହିଟ ହୋଇଥାଏ । ନୋଡ଼ାରାଙ୍କର କମାଲ ଡ୍ୟାନ୍ସ କାରଣରୁ ଆଜି ସେ ସୋସିଆଲ ମିଡିଆରେ ବହୁତ ଅଧିକ ପପୁଲର ଅଟନ୍ତି ଓ ଇଂଷ୍ଟାଗ୍ରାମ ରେ ବି ତାଙ୍କ ଫଲୋୟର୍ଶ ଙ୍କ ସଂଖ୍ଯାରେ ମଧ୍ୟ ଲଗାତାର ବୃଦ୍ଧି ଘଟୁଛି । ଆପଣଙ୍କୁ କହି ଦେଉଛୁ କି ନୋରା ଫତେହୀଙ୍କ ଇଂଷ୍ଟାଗ୍ରାମ ରେ 16 ମିଲିୟନ ଫଲୋୟର୍ସ ରୁ ଅଧିକ ଅଛନ୍ତି ଓ ଏହି ଖୁସିରେ ନୋରା ଫତେହୀ ଏକ ଭିଡିଓ ବି ଶେୟାର କରିଛନ୍ତି ।

ଯାହାକୁ ସୋସିଆଲ ମିଡିଆରେ ବହୁତ ଅଧିକ ଦେଖା ଯାଉଛି । ନୋରା ଫତେହୀ ଏହି ଭିଡିଓ ସହିତ କ୍ୟାପ୍ସନ ରେ ଲେଖିଛନ୍ତି 16 ମିଲିୟନ । ଆପଣ ଏହି ଭିଡିଓ ରେ ଦେଖି ପାରିବେ କି କେମିତି ନୋରା ଫତେହୀ ନିଜ ବାଳକୁ ସଜାଡୁଥିବା ବେଳେ ଡ୍ୟାନ୍ସ ସ୍ଟେପ ବି କରୁଛନ୍ତି ।

 

View this post on Instagram

 

16 MILLION 🤩🥳💥🔥🧿

A post shared by Nora Fatehi (@norafatehi) on

ଏହା ବ୍ଯତୀତ ରେଡ କଲର ର ଡ୍ରେସ ରେ ବି ନୋରା ବହୁତ ଅଧିକ ହଟ ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ କି ନୋରା ବଲିଉଡ ଫିଲ୍ମ ର ଅନେକ ଗୀତ ରେ ନିଜ ଡ୍ୟାନ୍ସ ର ଏମିତି ତଡକା ଦେଇଛନ୍ତି ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଦିଲବର ଠାରୁ ନେଇ ସାକି ସାକି ପର୍ଯ୍ୟନ୍ତ ସବୁ ଗୀତରେ ନୋରା ଫତେହୀ ଙ୍କର ଅଲଗା ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ନୋରା ବଲିଉଡ ଫିଲ୍ମ ସ୍ଟ୍ରୀଟ ଡ୍ୟାନ୍ସର ରେ ମୁଖ୍ୟ ଭୂମିକା ବି ଗ୍ରହଣ କରିଥିଲେ । ଫିଲ୍ମ ରେ ତାଙ୍କର ଗୀତ ରିଲିଜ ହେବା ପୂର୍ବରୁ ହିଁ ଧମାଲ ମଚେଇ ଦେଇଥିଲା । ଏହା ବ୍ଯତୀତ ତାଙ୍କର ଆଉ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା ଯେଉଁଠି ସେ ନିଜ ମେକପ ରୁମ ରେ ନିଜ ମେକପ ଆର୍ଟିଷ୍ଟ ଙ୍କ ସହ ମେକପ କରୁଥିବା ସମୟରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହି ଭିଡିଓ ରେ ସେ ଏକ ହ୍ଵାଇଟ କଲର ର ଡ୍ରେସ ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ହିଁ ସୁନ୍ଦର ନଜର ଆସୁଛନ୍ତି ।

ଏହି ଭିଡିଓ ରେ ନୋରା ଓ ତାଙ୍କା ମେକପ ଆର୍ଟିଷ୍ଟ ଙ୍କ ସ୍ଟେପ ବି ବହୁତ ବଢିଆ ଲାଗୁଛି । ଦୁଇ ଜଣ ମସ୍ତିରେ ଡ୍ୟାନ୍ସ କରୁଥିବାର ଓ ନୋରା ମେକପ କରୁଥିବାର ନଜର ଆସୁଛନ୍ତି । ଏହା ବ୍ଯତୀତ ବି ନୋରା ଫତେହୀ ଙ୍କ ଏକ ଡ୍ୟାନ୍ସ ଭିଡିଓ ବହୁତ ଅଧିକ ଭାଇରାଲ ହେଉଛି । କହିଦେଉଛୁ କି sony ଟିଭି ସୋ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର ର ଶୁଟିଙ୍ଗ ବି ପୁଣି ଥରେ ଆରମ୍ଭ ହୋଇ ସାରିଛି ।

ଆକ୍ଟ୍ରେସ ଓ ବେଲ୍ଲୀ ଡ୍ୟାନ୍ସର ନୋରା ଫତେହୀ ଯେତେବେଳେ ଏହି ସୋ ରେ ପହଞ୍ଚିଲେ ଓ ଏହି ସମୟରେ ମଲାଇକା ଅରୋରା ଙ୍କ ସହ ସ୍ଟେଜ ରେ ଡ୍ୟାନ୍ସ କରି ବହୁତ ଅଧିକ ଧମାଲ ବି କରିଦେଲେ । ସେ ଏହି ସୋ ର ଭିଡିଓ ଫ୍ୟାନ୍ସ ଙ୍କ ସହିତ ଇଂଷ୍ଟାଗ୍ରାମ ରେ ଶେୟାର କରିଛନ୍ତି । ଏହି ଭିଡିଓ ରେ ନୋର ଓ ମଲାଇକା ଏକା ସହିତ ‘ମୁନ୍ନୀ ବଦ୍ନାମ ହୂଇ’ ଗୀତରେ ଧମାଲ କରୁଥିବାର ନଜର ଆସିଥିଲେ । ନୋରା ଓ ମଲାଇକା ଙ୍କ ଏହି ଡ୍ୟାନ୍ସ ଭିଡିଓ ରେ ଫ୍ୟାନ୍ସ ବି ବହୁତ କମେଣ୍ଟ କରୁଛନ୍ତି ।

ଏହି ଭିଡିଓ କୁ ଶେୟାର କରି ମଲାଇକା ଏକ ମଜାଦାର କ୍ୟାପ୍ସନ ବି ଲେଖିଲେ । ଅନ୍ୟପଟେ ନୋରା ଫତେହୀ ଓ ଟେରେନ୍ସ ଙ୍କର ବି ଡ୍ୟାନ୍ସ ଭିଡିଓ ଖୁବ ଅଧିକ ଭାଇରାଲ ହେଲା । ଯେଉଁଥିରେ ନୋରା ଓ ଟେରେନ୍ସ ରୋମାନ୍ଟିକ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଆଜିକାଲି ନୋରା ଫତେହୀ ନିଜ ଡ୍ୟାନ୍ସ କୁ ନେଇ ଓ ନିଜ ଭିଡିଓ କୁ ନେଇ ବହୁତ ଅଧିକ ଚର୍ଚ୍ଚାରେ ରହିଛନ୍ତି । ତେବେ ଆପଣଙ୍କୁ ନୋରାଙ୍କର କେଉଁ ଭିଡିଓ ଟି ଆପଣଙ୍କୁ ପସନ୍ଦ ଆସିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।