ବାରମ୍ବାର ମିସ୍କ୍ୟାରେଜ ହେଉଛି କି ? ଜାଣନ୍ତୁ କଣ କରିବେ ? Dr GSS Mohapatra

ପ୍ରତେକ ମହିଳାର ଜୀବନରେ ସବୁଠାରୁ ଖୁଶିର ସମୟ ହେଉଛି ସେ ଯେବେ ମା ହୋଇଥାଏ । କିନ୍ତୁ କିଛି କ୍ଷେତ୍ରରେ ଯେବେ ମହିଳା ମାନେ ପ୍ରେ-ଗ-ନେ-ଣ୍ଟ ହୋଇଥାନ୍ତି ସେହି ସମୟରେ କିଛି କାରଣ ଯୋଗୁ ମି-ସ କ୍ୟା-ରେ-ଜ ହୋଇଥାଏ ।

ଯଦି ଜଣେ ନାରୀର ପ୍ରେ-ଗ-ନେ-ସି ସମୟରେ ତାର ୮ ସପ୍ତାହରେ ବେବି ଜଣାପଡେ ନାହି ତାକୁ ବ୍ଳାଇଟେଡ ଇଭେନ କୁହାଯାଏ । ଯଦି ପ୍ରେଗନେସି ସମୟରେ ବେବିର ହାର୍ଟ ଆକ୍ଟିଭିଟି ବନ୍ଦ ରୁହେ ତେବେ ତାହାକୁ ମିସ ଆବୋରେସନ କୁହାଯାଏ । ପ୍ରାୟତ ୮୦% ରୋଗୀଙ୍କର ମି-ସ- କ୍ୟା-ରେ-ଜ ପରେ ସେମାନେ ପରବର୍ତ୍ତୀ ଅବସ୍ଥାରେ ପ୍ରେ-ଗ-ନେ-ଣ୍ଟ ହେଲେ କିଛି ବି ସମସ୍ଯା ହୋଇ ନ ଥାଏ ।

ବ୍ରିଟିଶ ଗାଇଡ ଲାଇନ  ଅନୁସାରେ ଯଦି ବାରମ୍ବାର ମି-ସ- କ୍ୟା-ରେ-ଜ ହୋଇଥାଏ ତେବେ ତାହାକୁ ରି-କ-ରେ-ଣ୍ଟ ମି-ସ- କ୍ୟା-ରେ-ଜ କୁହାଯାଏ । ବାରମ୍ବାର ଗ-ର୍ଭ-ପା-ତ ହେଉଥିଲେ ସେଥିପାଇଁ ରୋଗୀର କିଛି ଟେ-ଷ୍ଟ କରାଯାଏ ।

ଉଦାହରଣସ୍ଵରୂପ ଯଦି ରୋଗୀର ଥାଇରଡ ଥାଏ ତେବେ ସେହି କାରଣ ଯୋଗୁ ଗ-ର୍ଭ-ପା-ତ ହେବାର ସ-ମ୍ଭା-ବନା ରହିଥାଏ । ଏହା ସହ ଯଦି ସୁଗାର ଲେବଲ ଅଧିକ ଥାଏ ତେବେ ଗ-ର୍ଭ-ପା-ତ ହୋଇଥାଏ । ଏହି ଦୁଇଟି ଟେ-ଷ୍ଟ କରିବା ସହ ଟ-ର୍ଚ ସ୍କ୍ରି-ନ ବ୍ଲ-ଡ଼ ଟେ-ଷ୍ଟ କରାଯାଏ ଯାହା ବର୍ତ୍ତମାନ କରାଯାଉ ନାହି । ଏହା ସହ ଆଣ୍ଟିବଡିର ଟେ-ଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ବେ-ବି ମା ର ଶ-ରୀ-ର-ରେ ଠିକ ଭାବେ ର-ହି-ପାରୁ ନାହି ।

ତେଣୁ ଇ-ମ୍ୟୁ-ରୋ-ଜି-କା-ଲ ଫ୍ୟା-କ୍ଟ-ର, ଥ୍ରା-ମ୍ବୋ-ଫି-ଲି-କ ଫ୍ୟା-କ୍ଟ-ର, ଟ୍ୟା-କ୍ସୋ ପ୍ଲା-ଜ-ମା ଭଳି ଟେଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ଜଣେ ରୋଗୀର ବାରମ୍ବାର ଗ-ର୍ଭ-ପା-ତ କଣ ପାଇଁ ହେଉଛି । ମୁଖ୍ୟତ ୟୁ-ଟ୍ର-ସ-ର ତ-ଳ ପାର୍ଟ ଅଧିକ ଖୋଲିଥିଲେ ରୋଗୀଙ୍କର ଡ଼େ-ଲି-ଭ–ରି ସମୟରେ ପେ-ନ ହୋଇ ନ ଥାଏ ବରଂ ୪ରୂ ୫ ମାସ ମଧ୍ୟରେ ଗ-ର୍ଭ-ପା-ତ ହୋଇଥାଏ । ଗ-ର୍ଭ-ପା-ତ-ର ହେବାର ଅନ୍ୟ ଏକ କାରଣ ହେଉଛି ଯଦି ୟୁ-ଟ୍ର-ସ ଦୁଇ ଭାଗରେ ଭାଗ ହୋଇଥାଏ ତେବେ ଦିତୀୟ ଥର ପାଇଁ ଗ-ର୍ଭ-ପା-ତ ହେବାର ଚା-ନ୍ସ ରହିଥାଏ ।

ଯଦି ୟୁ-ତ୍ରା-ସ-ରେ ଫା-ଇ-ବ୍ର-ଡ ରହିଥାଏ ବ ଯେଉଁଠି ବେ-ବିର ଗ୍ରୋ-ଥ ହୋଇଥାଏ ସେଠାରେ ଫା-ଇ-ବ୍ର-ଡ- ରହିଥାଏ ତେବେ ସେଠାରେ ଫା-ଇ-ବ୍ର-ଡ ବେ-ବିକୁ ଗ୍ରୋ-ଥ ହେବାକୁ ଦେଇ ନ ଥାଏ । ଯାହା ଫଳରେ ରୋଗୀର ମି-ସ- କ୍ୟା-ରେ-ଜ ହୋଇଥାଏ । ଯଦି ଫା-ଇ-ବ୍ର-ଡ ୟୁ-ଟ୍ର-ସ-ର ବାହାରେ ରହିଥାଏ ତେବେ କୌଣସି ଅସୁବିଧା ହୋଇ ନ ଥାଏ । ଏହା ପରେ ଯଦି ରୋଗୀର ଦିତୀୟ ଥର ପାଇଁ ଗ-ର୍ଭ-ପା-ତ ହୋଇଥାଏ ତେବେ ଅ-ଲ୍ଟ୍ରା-ସା-ଉ-ଣ୍ଡ ଓ ଏମ-ଆର-ଆଇ  କରିବାକୁ ପଡିଥାଏ ଯାହା ଦ୍ଵାରା ଜଣା ପଡିଥାଏ ଯେ କେଉଁ କାରଣରୁ ଗ-ର୍ଭ-ପା-ତ ବାରମ୍ବାର ହେଉଛି ।

ସେଥିପାଇଁ ରୋଗୀ ପ୍ରେ-ଗ-ନେ-ଣ୍ଟ ହେବା ପୂର୍ବରୂ କଣ କଣ ଟ୍ରି-ଟ-ମେ-ଣ୍ଟ ଆବଶ୍ୟକ କରେ ଓ ପ୍ରେ-ଗ-ନେ-ନ୍ଟ ହେବା ପରେ କଣ କଣ ଟ୍ରି-ଟ-ମେ-ଣ୍ଟ ଆବଶ୍ୟକ କରିଥାଏ ତାହା ଏହି ଏହି ସବୁ ଟେ-ଷ୍ଟରୁ ଜଣା ପଡିଥାଏ । ଏହା ଛଡା ଭିଟାମିନ ଡି ଓ କ୍ୟାଲସିୟମ ଯୋଗୁ ମଧ୍ୟ ମି-ସ- କ୍ୟା-ରେ-ଜ ଅଧିକ ମାତ୍ରାରେ ହୋଇଥାଏ । ତେଣୁ ରୋଗୀକୁ ବେ-ବି କ-ନ୍ସ-ପେ-ଟ କରିବା ପୂର୍ବରୂ ଇ-କୋ-ସ୍ପୃ-ନ ଟା-ବ୍ଲେ-ଟ, କ୍ୟାଲସିୟମ ଟା-ବ୍ଲେ-ଟ ଖାଇବାକୁ ଦିଆଯାଏ । ମେଡ଼ିସିନ ଖାଇବାର ଦୁଇରୁ ତିନି ମାସ ପରେ ରୋଗୀକୁ ପ୍ରେ-ଗ-ନେ-ନ୍ଟ ହେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ।

ଏହା ଛଡା ରୋଗୀକୁ ପ୍ରେ-ଗ-ନେ-ନ୍ଟ ହେବା ପରେ ଲା-ପ୍ରୋ-ସ୍କୋ-ପି ଦିଆଯାଏ ଯାହା ଦ୍ଵାରା ୫ରୂ ୬ ମାସ ମଧ୍ୟରେ ହେଉଥିବା ମି-ସ- କ୍ୟା-ରେ-ଜ ବନ୍ଦ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମି-ସ- କ୍ୟା-ରେ-ଜ ହେବାର ଦୁଇରୁ ତିନି ମାସ ମଧ୍ୟରେ ସବୁ ଟେ-ଷ୍ଟ କରାଇ ପୁଣି ଥରେ କ-ନ-ସେ-ପ୍ଟ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।