ବହୁତ ଭାଗ୍ୟଶାଳି ହେଇଥାନ୍ତି ଏହି 3ଟି ନାମର ଝିଅ, ଏମାନଙ୍କୁ ବାହା ହେଲେ ଖୋଲିଯାଏ କୌଣସି ବି ପୁଅର ଭାଗ୍ୟ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ଗ୍ରନ୍ଥ ଅଟେ । ଏହାର ମୁଖ୍ୟ ବିଷୟ ମାନବ ସମାଜକୁ ସବୁ ସ୍ଥିତି ବିଷୟରେ ବ୍ୟବହାରିକ ଶିକ୍ଷା ଦେବାର ଅଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯାହାଙ୍କ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତଙ୍କୁ ରାଜା କରିଥିଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କର ଏମିତି କିଛି ନୀତି ବିଷୟରେ ଖିବୁ ଯାହାକି ଆପାଣଙ୍କ କୌଣସି ବି ପରିସ୍ଥିତିରେ କାମରେ ଆସିପାରେ ।

ଆଜିର ଏହି ଆଧୁନିକ ଯୁଗରେ ପ୍ରେମର ଗୁରୁତ୍ଵ ପୁରା ବଦଳି ଯାଇଛି । ସମୟ ଥିଲା ଯେତେବେଳେ ଲୋକମାନେ ନିଜର ପ୍ରେମର ଭାବନାକୁ ଚିଠି ଲେଖି ନିଜ ସାଥିକୁ ଜଣାଉଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ କେହି ବି କାହାକୁ ବି ନିଜ ମନର କଥା ପ୍ରକାଶ କରି ପାରିବ ।

ଏଥିପାଇଁ ସବୁ ଦିନ କୌଣସି ନା କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ନୂଆ ନୂଆ ସାଥୀ ଖୋଜିବାରେ ଲାଗିଛି ଏଥିପାଇଁ ବର୍ତ୍ତମାନ ପ୍ରକୃତ ପ୍ରେମ କେବଳ କଥାରେ ଶୁଣିବାରେ ରହିଯାଇଛି । ସେଥିପାଇଁ ବର୍ତ୍ତମାନ ପ୍ରେମ କରିବା ଲୋକ ଠାରୁ ପ୍ରେମରେ ଧୋଖା ଖାଇବା ଲୋକଙ୍କ ସଂଖ୍ୟା ବଢିଯାଇଛି । ଯଦି ଆପଣ ବି କାହାକୁ ପ୍ରକୃତ ପ୍ରେମ କରୁଛନ୍ତି ଓ ତାକୁ ହରେଇବାକୁ ଚାହୁଁ ନାହାନ୍ତି ତେବେ ଏହି ଆର୍ଟିକୀଳ କେବଳ ଆପଙ୍କ ପାଇଁ ଅଟେ ।

କହିବାକୁ ଗଲେ ବିଶ୍ୱାସ ଏମିତି ଏକ ଜିନିଷ ଅଟେ ଯାହା ସମ୍ପର୍କକୁ ମଜବୁତ କରିଥାଏ । ଏମିତିରେ ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ ବିଶ୍ୱାସ କରୁନାହିଁ ତେବେ ଆପଣଙ୍କ ସମ୍ପର୍କ ମଝିରେ ହିଁ ଭାଙ୍ଗିଯାଏ । ସବୁ ବ୍ୟକ୍ତି ଚାହାନ୍ତି କି ସେ ଯାହାକୁ ପ୍ରେମ କରୁଛନ୍ତି ସେ କେବେ ବି ତାକୁ ଧୋଖା ନ ଦେଉ । ଯଦି ଆପଣ ଏକ ବିଶ୍ଵାସୀ ସାଥି ଖୋଜୁଛନ୍ତି ଯାହାକୁ ଆପଣ ଆଖି ବନ୍ଦ କରି ବିଶ୍ଵାସ କରିପାରିବେ । ତେବେ ଆମେ ଆପଣଙ୍କୁ ଆଜି ଏମିତି ତିନିଟି ଅକ୍ଷର ଥିବା ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଆପଣ ବିଶ୍ୱାସ କରିପାରିବେ ।

S ନାମ ବାଲା ଝିଅମାନେ

ପ୍ରଥମରେ S ନାମ ଥିବା ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାହା ବିଷୟରେ ବହୁତ କିଛି ଜଣାପଡେ ଓ ସେ କିପରି ହୋଇଥିବ । ଯଦି ଆପଣଙ୍କର ପାର୍ଟନରଙ୍କ ନାମ ଏସରୁ ଅର୍ଥର ସ ରୁ ଆରମ୍ଭ ହୋଇଥିବ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହିଭଳି ଝିଅମାନେ ସ୍ଵଭାବରେ ଜିଦି ହୋଇଥାନ୍ତି କିନ୍ତୁ ଏମାନେ ହୃଦୟରେ ଏକଦମ ନିର୍ମଳ ହୋଇଥାନ୍ତି । ଏମାନେ କେବେବି କାହାପାଇଁ ଛଳ କପଟର ଭାବନା ରଖନ୍ତି ନାହିଁ । ଏମାନଙ୍କୁ ଆପଣ ବିଶ୍ଵାସ କରିପାରିବେ । ଏମାନେ ସ୍ୱପ୍ନରେ ବି କାହାର କ୍ଷତି କରନ୍ତି ନାହିଁ ।

R ନାମ ବାଲା ଝିଅମାନେ

R ନାମ ଵାଲା ଝିଅ ଏମାନେ ହୃଦୟରୁ ବହୁତ ଭଲ ହୋଇ ଥାନ୍ତି । ଏମାନଙ୍କୁ ଧୋଖା ଦେବା ବିଲକୁଲ ଆସେନାହିଁ । ଏମାନେ ପ୍ରେମରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଯଦି ଥରେ ପ୍ରେମ ହୋଇଯାଏ ତ ଏମାନେ ପୁରା ଜୀବନ ତାଙ୍କର ହୋଇ ରହିଥାନ୍ତି । ଏମାନଙ୍କ କଥା ସମସ୍ତଙ୍କୁ ଭଲ ଲାଗେ ନିଜ ସାଥି ପାଇଁ ଏମାନେ କିଛି ବି କରିପାରନ୍ତି । ଏମାନେ ବହୁତ ରାଗନ୍ତି ଓ ଶୀଘ୍ର ଥଣ୍ଡା ମଧ୍ୟ ହୋଇଯାନ୍ତି ।

P ନାମ ବାଲା ଝିଅମାନେ

P ନାମ ଥିବା ଵାଲା ଝିଅମାନେ ଭୁଲରେ ବି ଆପଣଙ୍କ ମନକୁ ଦୁଖଃ ଦେବେ ନାହିଁ । ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏମାନେ ବାହାରୁ ଯେତେ ଶକ୍ତ ଜଣାପଡନ୍ତି ଭିତରୁ ସେତେ ନରମ ହୋଇଥାନ୍ତି । ଏମାନେ କହାକୁ ବି ବିଶ୍ୱାସ କରି ନିଅନ୍ତି । କିନ୍ତୁ କେବେ ବି ହେଲେ କାହକୁ ଧୋଖା ଦିଅନ୍ତି ନାହିଁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।