ଚୀନ ପୁଣି ଥରେମାରିଲା ଭାରତୀୟ ଯବାନଙ୍କୁ, ପରିସ୍ଥିତି ହେଉଛି ଅସମ୍ଭାଳ

ଅଗଷ୍ଟ ୩୦, ୩୧ ତାରିଖ ଦିନ ରାତିରେ ଭାରତର କିଛି ଜାଗା କ୍ୟପଚର କରିବା ପାଇଁ ଚାଇନା ର କିଛି ଆର୍ମୀ ଭାରତ ଭିତରକୁ ଆସିଥିଲେ । ଭାରତ ସେହି ବିଷୟରେ ସୂଚନା ପାଇଥିଲା ଏବଂ ରାତା ରାତି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଚାଇନା ର ଆର୍ମୀ ସେଠି ଲାଗିଥିବା CCTV କ୍ୟାମେରା ବାହାର କରି ଫୋପାଡି ଦେଇଥିଲେ ଏବଂ ସେଠି ଥିବା ଯବାନ ମାନଙ୍କୁ ଧକା ଦେଇଥିଲେ ।

ଏ ସବୁ କଥା ନା ଭାରତ ନା ଚାଇନା କେହି ମଧ୍ୟ ଇନଫ ର୍ମ କରିନାହାନ୍ତି । ଭାରତ ନିଜର ସେନା ପଠାଇଛି, ଯୁଦ୍ଧ ଅସ୍ତ୍ର ଶସ୍ତ୍ର ମଧ୍ୟ ପଠାଇଛି । କୌଣସି ଇଣ୍ଡିଆନ ନିଉଜ ଏହାକୁ କଭର କରିନି, ଅନ୍ତରରାଷ୍ଟ୍ରୟ ଖବର କାଗଜ ଏହାକୁ କଭର କରିଛି । ଏବଂ ଲେଖିଛି କି ଇଣ୍ଡିଆ ର ସେନା ଚାଇନା ବୋର୍ଡର ରେ ମୃତ୍ୟୁ ଲାଭ କରିଛନ୍ତି । ଯୋଉଦିନ ଚାଇନା ଆକ୍ରମଣ କରିଥିଲା ସେହି ଦିନ ଭାରତୀୟ ଯବାନ ଜଣେ ସହିଦ ହୋଇଛନ୍ତି ।

କିନ୍ତୁ ଭାରତ ବା ଚାଇନା କେହି ମଧ୍ୟ ଏହି ଖବର ସାମ୍ନାକୁ ଅନିନାହନ୍ତି । ରିପୋ୍ଟ କହୁଚି ଭାରତୀୟ ସେନାରେ ଆସିଥିବା ଏକ ନୂଆ ତିବେତିଆନ ଯବାନଙ୍କୁ ଚାଇନା ମାରିଛି । ଟିବେତିଆନ ସରକାର ଏହାକୁ ରିପୋ୍ଟ ଦେଇଛନ୍ତି ଏବଂ କହିଚନ୍ତି କି ଆମର ଜାତିଭାଇ ଜଣେ ସେ ସହିଦ ହୋଇଛନ୍ତି କିନ୍ତୁ ତାଙ୍କର କୌଣସି କଥା ଭାରତୀୟ ମିଡ଼ିଆ କଭର କରିନାହିଁ ।

ଭାରତ ଏଥି ପାଇଁ ବହୁତ ଚିନ୍ତିତ ସେଥିପାଇଁ ରବିବାର ଦିନ ହିଁ ଡିପ୍ଲୋମାତିକ ମିଟିଂ ବସିଥିଲା ଭାରତ ଏବଂ ଚାଇନା ଭିତରେ । ଏତେ ଜଲ୍ଦୀ କେବେ ବି ଛୋଟ କଥାକୁ ନେଇ ମିଟିଂ ଦକାଯାଇନହିଁ କିନ୍ତୁ ଏଥର ସଡ଼ନ ମିଟିଂ ବସିଥିଲା ମାନେ କିଛି ଗୋଟେ ବଡ଼ ଧାରଣର କଥା ନିଶ୍ଚିନ୍ତ ରହିଛି । ଭାରତୀୟ ଯବାନ ସହିଦ ହୋଇଛନ୍ତି ତା ଠାରୁ ବଡ଼ କଥା ଆଊ କିଛି ନାହିଁ ।

ଜାପାନ, ଇଣ୍ଡିଆ, ଆମେରିକା, ଏବଂ ଅଷ୍ଟ୍ରେଲିଆ ମିଶିକି ଏକ ନଟୋ ଗ୍ରୁପ ବନାଉଛି ଯାହା ଦ୍ଵାରା ଜଣଙ୍କ ଉପରେ ଅଟ୍ଟକ ହେଲେ ସେଟା ୪ ଜଣଙ୍କୁ ଧାରା ଯିବ । କିନ୍ତୁ ବର୍ତମାନ ଚାଇନା ଭାରତୀୟ ଯବାନ ମାନଙ୍କୁ ମାରିବାରେ ଲାଗିଛି ଯେତେବେଳେ କି ଭାରତୀୟ ଯବାନ ଚାଇନା ର କୌଣସି ଯବାନ ଙ୍କୁ ମାରିନାହିଁ । ତେବେ କଣ ଆକ୍ସନ ନେବ ଭାରତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।