କଳ୍କି ଅବତାରର ରୂପରେ ଭଗବାନ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିବେ- ମାଳିକା ଭବିଷ୍ୟବାଣୀ

ଆଜି ଆମେ ପୁଣିଥରେ ଆପଣଙ୍କ ପାଇଁ ୬୦୦ ବର୍ଷ ତଳେ ରଚିତ ଶାସ୍ତ୍ର ଗୁଡିକରେ ଲେଖା ହୋଇଥିବା କିଛି ଭବିଷ୍ୟତ ବାଣୀ ବିଷୟରେ କହିବାକୁ ଯାଉଛୁ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ମାଲିକ ବିଶ୍ଵ ପ୍ରସିଦ୍ଧ ଅଟେ । ଯେଉଁଥିରେ ଭଗବାନଙ୍କ କଲକି ଅବତାର ବିଷୟରେ ବର୍ଣନା କରା ଯାଇଛି । ଆଜି ଆମେ ଆପଣଙ୍କୁ କଲକି ଅବତାର ରୂପରେ ଭଗବାନ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିବେ ସେହି ବିଷୟରେ କହିବୁ ।

ବିଭିନ୍ନ ଶାସ୍ତ୍ରରେ ଭଗବାନଙ୍କ ଦଶମ ଅବତାର କଲକି ଅବତାର ବିଷୟରେ ବିଭିନ୍ନ କଥା କୁହାଯାଇଛି । କୁହାଯାଏ କି କଳିଯୁଗରେ ଭଗବାନ ଜଗନ୍ନାଥ ନିଜର ଦଶମ ଅବତାର କଲକି ରୂପ ଧାରଣ କରି ପାପୀମାନଙ୍କୁ ଉଚିତ ଦଣ୍ଡ ଦେବେ ଓ ଏହି ଜଗତକୁ ପାପୀମାନଙ୍କ ଠାରୁ ମୁକ୍ତି କରିବେ ।

ଏହା ପରେ ପୁଣି ଏକ ଭଲ ଯୁଗର ଆରମ୍ଭ ହେବ । ବାଲି ଗ୍ରାମର ଦାସୀଆ ବାଉରୀ ଭବିଷ୍ୟତ ବିଷୟରେ କହିଥିଲେ କି ଭଗବାନ କଲକି ଅବତାର ରୂପରେ ଫଗୁଣ ମାସରେ ଯାଜପୁରରେ ସମ୍ଭଳ ଗ୍ରାମରେ ଜନ୍ମ ଗ୍ରହଣ କରିବେ । ଏହା ପରେ ସେ ଅଗାକୁ କହିଲେ କି ଭଗବାନ ଜଗନ୍ନାଥ ନୀଳଗିରି ଛାଡି ସମ୍ଭଳ ଗ୍ରାମରେ ଜନ୍ମ ଗ୍ରହଣ କରିବେ ଓ ମହେନ୍ଦ୍ର ଗ୍ରାମରେ ତପସ୍ୟା କରିବେ ।

ଆପଣଙ୍କୁ କହିଦେଉଛୁ କି ମହେଦ୍ନ୍ର ପର୍ବତ ଗଞ୍ଜମାର ବ୍ରହ୍ମପୁରରେ ଅବସ୍ଥିତ । ଯେଉଁ ସ୍ଥାନରେ ପର୍ଶୁରାମ ଅସ୍ତ୍ର ଶସ୍ତ୍ର ରଖିଛନ୍ତି ବୋଲି କୁହାଯାଏ । ଏହା ସହିତ ମହାପୁରୁଷମାନେ କହିଛନ୍ତି କି ଖଣ୍ଡଗିରୀରେ କଲକି ଅବତୀର୍ଣ୍ଣ କରିବେ । ଭଗବାନ କଲକି ଅବତାର ରୂପରେ ଯେଉଁ ପିତା ମାତାଙ୍କ ଗର୍ଭରୁ ଜନ୍ମ ନେବେ ସେହି ପିତା ମାତାଙ୍କ ନାମ ବିଷୟରେ ବି କହିଛନ୍ତି । ମାତାଙ୍କ ନାମ ପଦ୍ମାବତୀ ଓ ପିତାଙ୍କ ନାମ ଅନନ୍ତ ମିଶ୍ର ହୋଇଥିବ ।

ଏହା ସହିତ ସେହି ଶିଶୁ ହାତରେ ଶଙ୍ଖ, ପଦ୍ମ ଓ ଚକ୍ରର ଚିହ୍ନ ବି ଥିବ । ପାପୀ ଲୋକମାନଙ୍କୁ ଦମନ କରିବା ପାଇଁ ପ୍ରଭୁ କଳିଯୁଗରେ କଲକି ରୂପରେ ଅବତାର ନେବେ । ପ୍ରଭୁ ଜଗନ୍ନାଥ ନିଜର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ନୀଳଗିରି ଛାଡି କଲକି ରୂପରେ ଏହି କଳିଯୁଗରେ ଜନ୍ମ ଗ୍ରହଣ କରିବେ । ଏହା ପରେ କଳିଯୁଗର ଅନ୍ତ ହେବ ବୋଲି ମହାପୁରୁଷମାନେ ନିଜର ରଚିତ ଶାସ୍ତ୍ରରେ ଲେଖି ଯାଇଛନ୍ତି ।

ଏମିତିରେ ଆମେ ଆପଣଙ୍କୁ କହିବୁ କି ପ୍ରଭୁଙ୍କୁ ଉପରେ ବିଶ୍ଵାସ ରଖନ୍ତୁ ସବୁ ଭଲ ହେବ ଓ ନିଜକୁ ପାପ ଓ ଅଧର୍ମ କର୍ମ ଠାରୁ ଦୂରେଇ ରଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।