Vastu Tips- ମୃତ ବ୍ୟକ୍ତିଙ୍କ ଫଟୋ ଘରର ଏହି ଜାଗାରେ ରଖିଲେ ବଢ଼ିଚାଲିଥାଏ ଅପାର ଧନ

ପୂର୍ବ ପୁରୁଷ କିମ୍ବା ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ ଘରର କେଉଁଠି ରଖଲେ ଧନ ବୃଦ୍ଧି ବ ଧନ ହାନି ହୋଇଥାଏ ଆସନ୍ତୁ ଜାଣିବା । ପୂର୍ବ ପୁରୁଷ ଙ୍କ ଫୋଟୋ ଘରେ ରଖିଲେ ତାଙ୍କର ଆଶୀର୍ବାଦ ଓ ଶୁଭ ଦ୍ରୁଷ୍ଟି ଘର ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୃତ୍ୟୁ ହୋଇଥିବା ପୂର୍ବ ପୁରୁଷଙ୍କ ଫୋଟୋକୁ କେବେ ବି ଘର ର ପୂର୍ବ ଦିଗ, ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗ ଐଶାନ୍ୟ କୋଣରେ କେବେବି ରଖନ୍ତୁ ନାହିଁ ।

କାରଣ ଏହି ଦିଗ ଭଗବାନ ଙ୍କର ଫୋଟୋ ରଖିବା ଦିଗ ଏହି ଦିଗରେ ଭଗବାନଙ୍କର ବାସ କରିବା ଦିଗ ଅଟେ । ଏହି ଦିଗରେ ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ ରଖିବା ଉଚିତ ନୁହେଁ ।

ଦକ୍ଷିଣ ଦିଗରେ ଯେଉଁ ଘର ଥିବ ସେହି ଘରେ ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ ରଖିବା ଉଚିତ । ନଚେତ ଘର ର ପଶ୍ଚିମ ଦିଗ କିମ୍ବା ଦକ୍ଷିଣ ପଶ୍ଚିମ ନୈରୁତ କୌଣରେ ମୃତ୍ୟୁ ବ୍ୟକ୍ତି ଏନକେଏଲ ଫୋପଟୋ କୁ ରଖିବା ଉଚ୍ଛିତ । ଦକ୍ଷିଣ ଦିଗରେ ଫୋଟୋ ରଖିଲେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଘର ଉପରେ ରହିଥାଏ ଓ ଶୁଭ ଦ୍ରୁଷ୍ଟି ପଡିଥାଏ ।

ପୂର୍ବ ପୁରୁଷ କିମ୍ବା ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ କୁ କେବେ ବି ଠାକୁର ଘରେ ରଖନ୍ତୁ ନାହିଁ । ଆପଣ ମୃତ୍ୟୁ ବା ପୂର୍ବ ପୁରୁଷ ଏନକେ ଫୋଟୋ ରେ ଯେଉଁ ଚନ୍ଦନ ତିଳକ ଲଗାଉଛନ୍ତି ସେହି ଚନ୍ଦନ କୁ ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ ନାହିଁ କି ଠାକୁରଙ୍କ କାର୍ଯ୍ୟରେ ଲାଗୁଥିବା ଚନ୍ଦନ କିମ୍ବା ତିଳକ କୁ ପୂର୍ବ ପୁରୁଷ ବା ମୃତ୍ୟୁ ବ୍ୟକ୍ତିଙ୍କ କାର୍ଯ୍ୟରେ ଲଗାନ୍ତୁ ନାହିଁ ।

ଏହା କରିବା ଦ୍ଵାରା ଘର ବହୁତ ଖ୍ଯାତି ହୋଇଥାଏ, ଧନର ଅବକ୍ଷୟ ହୋଇଥାଏ ଓ ଘରେ ସବୁବେଳେ କଳହ ସୃଷ୍ତି ହୋଇଥାଏ । ରୋଷେଇ ଘରେ ପୂର୍ବ ପୁରୁଷଙ୍କ ବା ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ ଲଗାନ୍ତୁ ନାହି ନଚେତ ଘରେ ସବୁବେଳେ କଳହ ହୋଇଥାଏ ଧନ, ମାନ ସମ୍ମାନ ନଷ୍ଟ ହୋଇଥାଏ ।

ଘରର ମୁଖ୍ୟ ଦୁଆର ମୁହଁ ରେ ପୂର୍ବ ପୂର୍ବ ପୁରୁଷ ଏନକେ ଫୋଟୋ ରହନ୍ତୁ ନାହିଁ । ଆପଣ ଘରୁ ବାହାରିବା ବେଳେ ଓ ଘରର ଭିତରକୁ ପ୍ରବେଶ କରିବା ବେଳେ ଯେପରି ଦେଖା ନ ଯାଏ । ଯଦି ଏହା ଦକ୍ଷିଣ ଦିଗ ହୋଇଥିବ ତେବେ ରଖିପାରିବେ କିନ୍ତୁ ଶିଧାସଳଖ ରଖନ୍ତୁ ନାହିଁ ଏହି ଫୋଟୋକୁ ବାମ ପଟେ କିମ୍ବା ଡାହାଣ ପଟେ ରଖନ୍ତୁ ।

ପୂର୍ବ ପୁରୁଷ କିମ୍ବା ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋକୁ ଶୋଇବା ଘରେ ରହନ୍ତୁ ନାହିଁ । ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ ତଥା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡା ହୋଇଥାଏ । ଏହି ଫୋଟୋକୁ ଘରର ମଧ୍ୟ ଭାଗ ବା ଡାଇନିଙ୍ଗ ରୁମରେ ଲଗାନ୍ତୁ ନାହିଁ ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ । ଘରର କୌଣସି ଜାଗାରେ କଣ୍ଟା ବାଡେଇ ବା ଝୁଲାଇ ରଖନ୍ତୁ ନାହି ।

ମୃତ୍ୟୁ ବ ପୂର୍ବ ପୂରୁଷଙ୍କ ଫୋଟୋକୁ ଏହା କରିବା ଦ୍ଵାରା ସେମାନଙ୍କର ସମ୍ମାନ ହାନି ହୋଇଥାଏ ଓ ସେମାନଙ୍କ ଆଶୀର୍ବାଦ ମିଳିନଥାଏ । ଘରେ ସବୁବେଳେ କଳହ ହୋଇଥାଏ । ସେଥିପାଇଁ ଏହି ଫୋଟୋକୁ କୌଣସି ଜାଗା ଉପରେ ରଖନ୍ତୁ । ଏପରି କରିବା ଦ୍ଵାରା ଘରେ ଶୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।