ଅଫେୟାର ର କଥା ଶୁଣି ଯିଏ ଦିନେ Raveena ଙ୍କୁ ମା-ରି-ଥି-ଲେ ଚା-ପୁ-ଡା, ବୁଢାପାରେ ବି Sunny Deol ଙ୍କ ସହିତ ଏମିତି ଅବସ୍ଥାରେ ଧରା ପଡିଥିଲେ ଏହି Actress

ଅଭିନେତ୍ରୀ ଡିମ୍ପଲ କପାଡିଆ ନିଜ ଜମାନାରେ ବହୁତ ଗ୍ଲାମରିୟସ ଅଭିନେତ୍ରୀ ଭାବେ ଜଣାଶୁଣା ଥିଲେ । ୧୯୭୩ରେ ଫିଲ୍ମ “ବବି” ପାଇଁ ସେ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ଜମାନାରେ ସେ ସୁପରଷ୍ଟାର ରାଜେଶ ଖନାଙ୍କର ବହୁତ ବଡ ଫ୍ୟାନ ଥିଲେ ।

ଯେତେବେଳେ ରାଜେଶ ଖନା ଏହି କଥା ଯାନୀ ପଡ଼ିଥିଲେ ସେ ଡିମ୍ପଲଙ୍କ ଆଗରେ ବିବାହ ପ୍ରସ୍ତାବ ଦେଇଥିଲେ । ୧୬ ବର୍ଷର ଡିମ୍ପଲ କପାଡିୟା ଏହି ପ୍ରସ୍ତାବକୁ ମନା ନ କରି ତାଙ୍କ ଠାରୁ ୧୫ ବର୍ଷ ବଡ ରାଜେଶ ଖନାଙ୍କ ସହ ମ୍ୟାରେଜ କରିଥିଲେ । ରାଜେଶ ଖନା ଓ ଡିମ୍ପଲଙ୍କର ଦୁଇ ଝିଅଙ୍କର ନାଁ ହେଉଛି ଟ୍ଵିଙ୍କଲ ଓ ରିଙ୍କୁ ଖନା । କୁହାଯାଏ ଯେ ଡିମ୍ପଲ କପାଡିୟାଙ୍କ ନାଁ ଅଭିନେତା ସନି ଦେୱଲଙ୍କ ସହ ଯୋଡା ଯାଇଥିଲା । କାରଣ ଡିମ୍ପଲ ସନି ଦେୱଲଙ୍କୁ ବହୁତ ଭଲ ପାଉଥିଲେ ।

୯୦ ଦଶକରେ ସନି ଦେୱଲ ସୁପରଷ୍ଟାର ଭାବେ ନଜର ଆସିଥିଲେ । ୮୦ଦଶକରେ ଡିମ୍ପଲ କପାଡିୟା ଓ ସନି ଦେୱଲଙ୍କର ପ୍ରେମ ସମପରକର ବେସ ଚର୍ଚ୍ଚା ହେଉଥିଲା । ଏମାନେ ନିଜ ସମ୍ପର୍କକୁ ନେଇ ପ୍ରାୟତ ସୋସିଆଲ ମିଡିଆରେ ନଜର ଆସିଥାନ୍ତି । ଦୁହେଁ ପ୍ରଥମ ଥର ୧୯୮୪ରେ ଫିଲ୍ମ “ମଞ୍ଜିଲ ମଞ୍ଜିଲରେ ” ଭେଟ ହୋଇଥିଲେ । ଏହା ପରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ । କିନ୍ତୁ ଗୋଟେ ସମୟରେ ସନି ଦେୱଲଙ୍କ ନାଁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ମଧ୍ୟ ଯୋଡା ଯାଇଛି । ରବିନା ଟଣ୍ଡନଙ୍କ ସହ ସନିଙ୍କର ନା ଯୋଡା ହେବା ହେତୁ ଡିମ୍ପଲ କପାଡିୟା ରା-ଗି ଯାଇ ରବିନାଙ୍କୁ ଚା-ପୁ-ଡା ମା-ରି-ଥି-ଲେ ।

ଏହି ଘଟଣା ସେହି ସମୟରେ ଯେତେବେଳେ ରବିନା ଓ ସନି ଫିଲ୍ମ “ଜିଦିରେ କାମ କରୁଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ଦୁହେଁ ଶୁ-ଟି-ଙ୍ଗ ସମୟରେ ପରସ୍ପରର ବହୁତ ନିକଟତର ହୋଇଥିଲେ । ଏହା ସହ ଦୁହେଁ ଅଧିକ ଟାଇମ ମଧ୍ୟ ସ୍ପେନ୍ଡ କରୁଥିଲେ । ସେହି ସମୟରେ ରବିନା ଓ ଅକ୍ଷୟଙ୍କର ବ୍ରେକପ ହୋଇଥିଲା । ସେଥିପାଇଁ ସାହାରା ଭାବେ ରବିନାଙ୍କୁ ସନି ଦେୱଲ ମିଳିଥିଲେ ।

ସନି ଦେୱଲ ମଧ୍ୟ ରବିନାଙ୍କର ଦୁଖ ସମୟରେ ତାଙ୍କୁ ସମ୍ଭାଳି ଥିଲେ । ଯେତେବେଳେ ଡିମ୍ପଲଙ୍କୁ ଏହି କଥା ଜଣା ପଡିଲା ଯେ ସନି ଓ ରବିନାଙ୍କର ନିକଟତର ବଢିବାରେ ଲାଗିଛି ସେତେବେଳେ ଡିମ୍ପଲ ରାଗି ଯାଇ ଶୁ-ଟି-ଙ୍ଗ ସେଟକୁ ଯାଇ ରବିନାଙ୍କୁ ଚା-ପୁ-ଡା ମା-ରି-ଥି-ଲେ । ଡିମ୍ପଲ ଯେତେବେଳେ ପହଞ୍ଚି ଥିଲେ ସେତେବେଳେ ରବିନା ଓ ସନି ପରସ୍ପର ସହ କଥାବାର୍ତ୍ତା ହେଉଥିଲେ ଯାହାକୁ ଦେଖି ଡିମ୍ପଲ ରା-ଗି ଯାଇ ସମସ୍ତଙ୍କ ଆଗରେ ରବିନାଙ୍କୁ ଚା-ପୁ-ଡା ମା-ରି-ଥି-ଲେ ।

ସନି ଦେୱଲ ଦେଶରୁ ବାହାରେ ଶୁ-ଟି-ଙ୍ଗ କରିବା ସମୟରେ ଡିମ୍ପଲଙ୍କ ସହ ଟାଇମ ସ୍ପେନ୍ଡ କରିବାର ନଜର ଆସିଥିଲେ । ଦୁହିଙ୍କର ଏକ ଫୋଟୋ ଯେଉଁଥିରେ ଦୁହେଁ ଏକା ସାଥେ ବସ ଷ୍ଟାଣ୍ଡରେ ପରସ୍ପରର ନିକଟତର ହେବାର ଭାଇରାଲ ହୋଇଥିଲା । ଏମିତି କହିବା ଭୁଲ ହେବ ନାହି ଯେ ଏତେ ବର୍ଷ ପରେ ସନିଙ୍କ ହୃଦୟରେ ଡିମ୍ପଲଙ୍କ ପାଇଁ ଏବେ ବି ପ୍ରେମ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।