ଏମାନେ ହେଲେ ତରଂଗ ର ସବୁଠୁ ଧନୀ ଓଡିଆ ସିରିଏଲ ହିରୋଇନ, ଦେଖନ୍ତୁ ନମ୍ବର ରେ ଅଛି କିଏ ?

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେହିଭଳି ଟିଭି ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଆଜିକା ଦିନରେ ଖୁବ ଚର୍ଚ୍ଚାରେ ରହିଛନ୍ତି । କେତେକେ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ,ଲୁକ,ପର୍ଫୋମାଂସ, ପର୍ଶନାଲିଟି, ଟ୍ୟାଲେନ୍ଟ ପାଇଁ ନିଜ ଫ୍ୟାନ୍ସ ମାନଙ୍କ ନଜରରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ଦେଖିବାକୁ ଯେତିକି ସୁନ୍ଦର ସେମାନଙ୍କର ଅଭିନୟ ମଧ୍ୟ ତା ଠାରୁ ଅଧିକ ରୋମାଞ୍ଚକର ହୋଇଥାଏ । ନିଜର ଅଭିନୟ ପାଇଁ କେତେକ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଜୋରସୋରରେ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସିରିଏଲରେ ଅଭିନୟ କରୁଥିବା ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବାସ୍ତବ ଜୀବନରେ ଅଧିକ ଧନୀ ଅଟନ୍ତି ।

୧- :ରୁଦ୍ରୀ: : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ମାୟା” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରି “ରୁଦ୍ରୀ” ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ବହୁତ ଏଞ୍ଜୟ କରି ନିଜ ଜୀବନ ଅତିବାହିତ କରନ୍ତି । ବାସ୍ତବ ଜୀବନରେ ଦେଖିବାକୁ ଗଲେ ତାଙ୍କର ୫୦ କୋଟି ଟଙ୍କାରୁ ଉର୍ଦ୍ଧ  ସମ୍ପତି ରହିଛି ।

୨- “ରୋଜି” : ତରଂଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନେତ୍ରୀ “ରୋଜି” ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଷ୍ଟାଇଲ ମଧ୍ୟ ସେତିକି ଆକର୍ଷଣୀୟ ଅଟେ । ବାସ୍ତବରେ ଦେଖିବାକୁ ଗଲେ ତାଙ୍କର ୭୦ ଲକ୍ଷରୁ ଉର୍ଦ୍ଧ ସମ୍ପତି ରହିଛି ।

୩- “ଶ୍ରଦ୍ଧା” : ତରଂଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “କୁଆଁରୀ ବୋହୂ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ “ଶ୍ରଦ୍ଧା” ଅଭିନୟ କରୁଛନ୍ତି । ଏହି ସିରିଏଲରେ ସେ ଜଣେ ଭଲ ବୋହୂ ହେବା ସହ ଜଣେ ଭଲ ପ୍ରେମିକା ଚରିତ୍ରରେ ବେଶ ସୁନ୍ଦର ଅଭିନୟ କରୁଛନ୍ତି । ତାଙ୍କର ସାନଦାର ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ତାଙ୍କର ଦେଢ କୋଟି ଟଙ୍କାର ସମ୍ପତି ରହିଛି ।

୪- “ରାଧିକା” : ତରଂଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ନୂଆ ବୋହୂ” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅଭିନେତ୍ରୀ “ରାଧିକା” ନିଜର ଜବରଦସ୍ତ ଅନ୍ଦାଜରେ ଦର୍ଶକ ମାନଙ୍କର ହୃଦୟରେ ନୂଆ ଜାଗା ସୃଷ୍ଟି କରି ପାରିଛନ୍ତି । ଏହି ସିରିଏଲରେ ସେ ଜଣେ ଭଲ ବୋହୂ ହେବା ସହ ଜଣେ ଭଲ ସ୍ତ୍ରୀ, ଭଲ ପ୍ରେମିକା, ଭଲ ଝିଅ ହେବାର ଅଭିନୟ ଖୁବ ନିପୁଣ ଭାବରେ ନିଭାଉଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ତାଙ୍କର ଦୁଇ କୋଟି ଟଙ୍କାର ସମ୍ପତି ରହିଛି ।

୫- “ତାରିଣୀ” : ତରଂଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତାରା ତାରିଣୀ” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅଭିନେତ୍ରୀ “ତାରିଣୀ” ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ବନେଇ ପାରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ପାଇଁ “ତାରା ତାରିଣୀ” ସିରିଏଲଟି ନମ୍ବର ୱାନ ପୋଜିସନରେ ରହିଛି । ବାସ୍ତବରେ ଦେଖିବାକୁ ଗଲେ ତାଙ୍କର ସାତ କୋଟି ଟଙ୍କାରୁ ଅଧିକ ସମ୍ପତି ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।