ଏହି ସବୁ ଏକ୍ଟ୍ରେସଙ୍କର ନିଜ ଉପରେ ନଥିଲା କଣ୍ଟ୍ରୋଲ, ବାହା ହେବା ପୂର୍ବରୁ ହିଁ ହେଇ ଯାଇଥିଲେ ପ୍ରେଗନେଣ୍ଟ, ସତ ଜାଣିବା ପରେ ସେମାନଙ୍କ ପତି…

ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳା ଯାହାକୁ ମା ହେବାର ସୁଖ ମିଳିଥାଏ । ଗୋଟିଏ ପିଲା ଜନ୍ମ ହେଲେ ଘରେ ଖୁସି ପାଳନ କରାଯାଏ । ଏମିତି ସମୟରେ ଗୋଟିଏ ପିତାର ଖୁସିର ସୀମା ମଧ୍ୟ ରହେ ନାହିଁ । କିନ୍ତୁ ଟିକେ ଭାବନ୍ତୁ ଗୋଟିଏ ପିତା ଉପରେ କେମିତି ବିତୁଥିବ ଯେତେବେଳେ ତାକୁ ଜଣାପଡେ କି ତା ପତ୍ନୀ ପୂର୍ବରୁ ବି ଗର୍ଭବତୀ ହୋଇ ସାରିଛି । ସ୍ଵାଭାବିକ କଥା ତାକୁ ଖାରାପ ଲାଗୁଥିବ । କିନ୍ତୁ ଏମିତି କେବଳ ସାଧାରଣ ଲୋକଙ୍କ ସାଥିରେ ହୋଇଥାଏ କିନ୍ତୁ ସେଲିବ୍ରିଟିଙ୍କ ସହିତ ନୁହେଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଲିଉଡ ରେ ବହୁତ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡଙ୍କ ଠାରୁ ଗର୍ଭବତୀ ହୋଇ ସାରିଛନ୍ତି । ଏହା ପରେ ମଧ୍ୟ ତାଙ୍କ ବିବାହ ଫେମସ ଲୋକଙ୍କ ସହିତ ହୋଇଛି ଓ ସେମାନେ ଖୁସିରେ ଜୀବନ କାଟୁଛନ୍ତି । ଆଶ୍ଚର୍ଯ୍ୟ କଥା ହେଲା ସତ ଜାଣିବା ପରେ ମଧ୍ୟ ତାଙ୍କର ଭାବି ସ୍ଵାମୀମାନେ ତାଙ୍କର ହାତ ଛାଡି ନଥିଲେ ।

ସେଲିନା ଜେଟଲି

Image courtesy: Google

ମିସ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ବୟଫ୍ରେଣ୍ଡ ଠାରୁ ପ୍ରେଗନେଣ୍ଟ ଥିଲେ ଓ ସେ ଆବରସନ ର ସାହାରା ନେଇଥିଲେ । ଏହା ପରେ ସେ ପିଟର ହଗଙ୍କୁ ଡେଟ କରିଥିଲେ ଓ ତାଙ୍କୁ ବିବାହ କରିଥିଲେ ।

କୋଙ୍କଣା ସେନ ଶର୍ମା

Image courtesy: Google

କୋଙ୍କଣା ସେନ ଶର୍ମା ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିର ଏକ ଭଲ କଳାକାର ଅଟନ୍ତି । ସୂଚନା ଅନୁସାରେ, ରଣବିର ଶୋରୀଙ୍କୁ ବିବାହ କରିବା ପୂର୍ବରୁ କୋଙ୍କଣା ଆଉ କାହାକୁ ଡେଟ କରୁଥିଲେ ଓ ସେ ପ୍ରେଗନେଣ୍ଟ ହୋଇ ଯାଇଥିଲେ, ପରେ ସେ ରଣବିର ଶୋରୀଙ୍କୁ ଡେଟ କରିଥିଲେ ଓ ତାଙ୍କ ଠାରୁ ସେ ପ୍ରେଗନେଣ୍ଟ ହୋଇଥିଲେ । ପରେ ସେମାନେ ବିବାହ କରିଥିଲେ । ଏବେ ଦୁଇଜଣଙ୍କର ଡିଭୋର୍ସ ହୋଇ ସାରିଛି ଓ କୋଙ୍କଣା ଏକୁଟିଆ ନିଜ ପୁଅଙ୍କୁ ପାଳୁଛନ୍ତି ।

ସାରିକା

Image courtesy: Google

ଏମିତି ହିଁ କିଛି କାହାଣୀ ଅଟେ ଅଭିନେତ୍ରୀ ସାରିକାଙ୍କର । କମଲ ହାସନଙ୍କୁ ଭଲ ପାଇବା ପୂର୍ବରୁ ସେ ଅନ୍ୟ କାହା ପିଲାର ମା ହୋଇ ସାରିଥିଲେ । କିନ୍ତୁ ପରିସ୍ଥିତି କାରଣରୁ ତାଙ୍କୁ  ଆବରସନ କରିବାକୁ ପଡିଥିଲା । ଏହି କଥା ଜାଣିବା ପରେ ମଧ୍ୟ କମଲ ହାସନ ତାଙ୍କୁ ବିବାହ କରିଥିଲେ ଓ ପରେ ତାଙ୍କର ଦୁଇଟି ଝିଅ ହୋଇଥିଲେ ।

ଅମୃତା ଅରୋଡା

Image courtesy: Google

ଅମୃତା ଅରୋଡା ଆକ୍ଟ୍ରେସ ମଲାଇକା ଅରୋଡାଙ୍କର ଛୋଟ ଭଉଣୀ ଅଟନ୍ତି । ସେ 2009 ରେ ବିଜିନେସମ୍ୟାନ ସକୀଲ ଲଦାକଙ୍କୁ ବିବାହ କରିଥିଲେ । ଅମୃତାଙ୍କ ବିଷୟରେ କୁହାଯାଏ କି ସେ ବିବାହ ପୂର୍ବରୁ ପ୍ରେଗନେଣ୍ଟ ହୋଇ ଯାଇଥିଲେ । ବିବାହ ପରେ ସେ ତୁରନ୍ତ ଘୋଷଣା କରିଦେଲେ କି ସେ ମା ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଅମୃତା ଅନ୍ୟ କାହା ଠାରୁ ନୁହେଁ ବରଂ ତାଙ୍କ ପତିଙ୍କ ଠାରୁ ଗର୍ଭବତୀ ଥିଲେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।