କାନ୍ଦି ପକାଇବେ, ଯଦି ଜାଣିବେ ପଣ୍ଡୁବୀରେ ଯବାନମାନେ କେମିତି ରୁହନ୍ତି, ଦେଖନ୍ତୁ

ପନଡ୍ଡୁବୀରେ ଆମ ସୈନିକ ମାନେ କେମିତି ରହୁଛନ୍ତି ଦେଖିବା ପରେ ଆପଣଙ୍କ ଆଖିରେ ବି ଲୁହ ଚାଲି ଆସିବ । ଆମେ ସମସ୍ତେ ଜାଣିଛୁ କି ଯବାନମାନେ ସବୁବେଳେ ଦେଶର ଓ ଆମର ସୁରକ୍ଷା କରିଥାନ୍ତି । ଦେଶର କୌଣସି ପ୍ରକାରର ଅସୁବିଧା ନ ହେଉ ସେଥିପାଇଁ ସେମାନେ ସବୁବେଳେ ତତ୍ପର ରହିଥାନ୍ତି । କିନ୍ତୁ କିଛି ଏମିତି ବି ଯବାନ ଅଛନ୍ତି ଯେଉଁମାନେ ସ୍ଥଳ ଓ ବାୟୁ ଛଡା ସମୁଦ୍ରର ଗଭୀରତାରେ ରହି ଦେଶର ସୁରକ୍ଷା କରିଥାନ୍ତି ।

ପାଣିରେ ରହୁଥିବା ସୈନିକମାନେ ବି ଦେଶକୁ ବାହ୍ୟ ଶତ୍ରୁମାନଙ୍କ ଠାରୁ ଦେଶର ରକ୍ଷା କରିଥାନ୍ତି । ସେମାନେ ମାସ ମାସ ବର୍ଷ ପାଣି ଭିତରେ ରହିଥାନ୍ତି । ସେମାନେ ୨୪ ଘଣ୍ଟା ପାଣି ଭିତରେ ରହିଥାନ୍ତି । ସବୁଠୁ ବଡ କଥା ହେଉଛି କି ସେମାନେ ବାହାର ଦୁନିଆ ବିଷୟରେ କିଛି ବି ଜାଣି ପାରନ୍ତି ନାହିଁ ।

ଆପଣଙ୍କୁ କହିଦେଉଛୁ କି ଆମର ଭାରତୀୟ ନୌସେନାର ଦୁଇଟି ବିଭାଗ ଅଛି । କିଛି ଯବାନ ପାଣି ଉପରେ ଓ କିଛି ଯବାନ ପାଣି ଭିତରେ ରହି ଦେଶର ସୁରକ୍ଷା କରିଥାନ୍ତି । ସମୁଦ୍ର ୧୦୦୦ ଫୁଟ ତଳେ ସୈନିକମାନେ ସବମେରିନ କିମ୍ବା ପନଡ୍ଡୁବୀରେ ରହି ଦେଶର ସୁରକ୍ଷା କରିଥାନ୍ତି । ଏଥିପାଇଁ ସେମାନଙ୍କୁ କଡା ଟ୍ରେନିଂ ଓ ମେଡିକାଲ ଟେସ୍ଟ ଦେବା ପରେ ପନଡ୍ଡୁବୀରେ ଯିବା ପାଇଁ ଚାନ୍ସ ମିଳିଥାଏ । ପନଡ୍ଡୁବୀକୁ ଯିବା ପାଇଁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡିବ ।

ଏହି ଯବାନମାନଙ୍କ ପରିବାରର ଲୋକମାନଙ୍କୁ ବି ଜଣା ନ ଥାଏ କି ଏମାନେ କେଉଁ ମିସନରେ ଯାଇଛନ୍ତି ଓ କେତେ ଦିନ ପରେ ଫେରିବେ । ଆମେ ସମସ୍ତେ ଭଲ ଭାବରେ ଜାଣିଛୁ କି ସୈନିକମାନେ ଦେଶକୁ ରକ୍ଷା କରିବା ପାଇଁ କିଛି ବି କରି ପାରନ୍ତି । ସେଥିପାଇଁ ସେମାନେ ନିଜର ଘରଲୋକଙ୍କୁ ବି ନିଜର ମିସନ ବିଷୟରେ କିଛି ବି କହି ନ ଥାନ୍ତି । ପନଡ୍ଡୁବୀରେ ରହୁଥିବା ଯବାନମାନଙ୍କ ସବୁଠୁ ବଡ କାମ ହେଉଛି ପାଣିର ପୁରା ଭିତରକୁ ଯାଇ ଆସୁଥିବା ଶତ୍ରୁଙ୍କ ଉପରେ ନଜର ରଖିବା ।

ଏହା ମଧ୍ୟରେ ବହୁତ କ୍ଷେପଣାସ୍ତ୍ର ସହ ମିସାଇଲ ଓ ରକେଟ ଭଳି ଅତ୍ୟାଧୁନିକ ଗୋଲାବାରୁଦ ଅଛି । ଯାହାକି ଶତ୍ରୁମାନଙ୍କ ପାଇଁ ବହୁତ ଘାତକ ହୋଇଥାଏ । ସେମାନେ ଯେଉଁ ମିଶନରେ ଯାଇଥାନ୍ତି ତାହା କେତେଦିନ ଲାଗିବ ତାହା ବିଷୟରେ କେହି ବି କିଛି କହି ପାରିବେ ନାହିଁ । ସେମାନେ ଯେତେ ଦିନ ପର୍ଯ୍ୟନ୍ତ ଯିବେ ସେମାନେ ନିଜର ଘର ଲୋକଙ୍କ ସହ କଥା ହୋଇପାରିବେ ନାହିଁ ।

ଯଦି ଆମେ ପନଡ୍ଡୁବୀରେ ଯବାନମାନଙ୍କ ରହିବା ସ୍ଥିତି ବିଷୟରେ କହିବା ତେବେ ଏମାନେ ଏଠି ନା ହିଁ ଭଲ ଭାବରେ ଗାଧୋଇ ପାରନ୍ତି ଓ ନାହିଁ ଭଲ ଭାବରେ ନିଜକୁ ପରିଷ୍କାର ରଖନ୍ତି । କାରଣ ପାଣ୍ଡୁବୀରେ ପାଣି ବହୁତ କମ ମାତ୍ରାରେ ଥାଏ । ଯାହାକୁ ପିଇବା ଓ ଖାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଯବାନମାନଙ୍କୁ ଏକ ପ୍ରକାରର ଡ୍ରେସ ଦିଆଯାଇଥାଏ । ଯାହାକୁ ସେମାନେ ୨ ରୁ ୩ ଦିନ ପିନ୍ଧି ଫୋପାଡି ଦିଅନ୍ତି ।

ଏହି ଡ୍ରେସରେ ଏକ ପ୍ରକାରର କେମିକାଲ ଦିଆ ଯାଇ ଥାଏ, ଯାହା ଯବାନମାନଙ୍କୁ ନ ସ୍ନାନ କରି ବି କୀଟାଣୁ ଠାରୁ ମୁକ୍ତ ରଖିଥାଏ । ଏହାକୁ ପିନ୍ଧିବା ଦ୍ଵାରା କୌଣସି ପ୍ରକାରର ଅସୁବିଧା ହୋଇ ନ ଥାଏ । ଏହା ସହିତ ଏହି ଯବାନମାନଙ୍କୁ ଖାଇବା ପାଇଁ ମଧ୍ୟ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କାରଣ ଏମାନଙ୍କୁ ଅଧିକ ମସଲା ବାଲା ଖାଦ୍ୟ ମିଳେ ନାହିଁ । ଏମାନଙ୍କୁ ପୁରା ସାଧା ସିଧା ଖାଦ୍ୟ ମିଳିଥାଏ ।

ଏହା ସହିତ ଧ୍ୟାନ ବି ରଖାଯାଏ କି ରୋଷେଇ ସମୟରେ ଅଧିକ ଧୂଆଁ ନ ବାହାରୁ । ସେଥିପାଇଁ ସେମାନେ ପ୍ରାୟତଃ ବିନା ରୋଷେଇ ବାଲା ଖାଦ୍ୟ ଖାଇଥାନ୍ତି । ଏମିତିରେ ଯଦି ମିଶନ ବହୁତ ସମୟ ପର୍ଯ୍ୟନ୍ତ ଚାଲିଥାଏ, ତେବେ ସେମାନଙ୍କୁ ପନଡ୍ଡୁବୀରେ ଥିବା ଅଳ୍ପ ଖାଦ୍ୟ ପଦାର୍ଥ ଦ୍ଵାରା ହିଁ କାମ କରିବାକୁ ପଡିଥାଏ । ସେଠି ତାଙ୍କର ସ୍ୱାସ୍ଥ୍ୟକୁ ନେଇ କିଛି ବି ଅସୁବିଧା ହୁଏ ନାହିଁ, କାରଣ ସେଠି ଡାକ୍ତର ମଧ୍ୟ ଥାଆନ୍ତି ।

ଯେମିତି କିଛି ଅସୁବିଧା ନ ହେବ ସେଥି ପ୍ରତି ଧ୍ୟାନ ବି ରଖାଯାଏ । ଏହା ସହିତ ସେମାନେ ପନଡ୍ଡୁବୀରେ ବହୁତ କମ ସମୟ ଶୋଇଥାନ୍ତି । ଏଥିରୁ ଆପଣମାନେ ଜାଣି ପାରିବେ କି ପନଡ୍ଡୁବୀରେ ଯବାନମାନେ କେତେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।