CID ସିରିଏଲର ଆକ୍ଟର ମାନଙ୍କ ରିଅଲ ଲାଇଫ ସ୍ତ୍ରୀ ମାନେ ବହୁତ ସୁନ୍ଦର, ଦେଖିଲେ ଆପଣ ବି ହେଇଯିବେ ଦିୱାନା

ଆପଣମାନେ ଅଳ୍ପେ ବହୁତ ସୋନି ଟିଭିରେ ପ୍ରସାରିତ ହେଉଥିବା ସିରିଏଲ CID ବିଷୟରେ ନିଶ୍ଚିତ ଜାଣିଥିବେ । ଏହା ସହିତ ଏହାର ଏକ ଫେମସ ଡାଏଲଗ ଆପଣମାନେ ନିଶ୍ଚିତ ଶୁଣିଥିବେ କି ‘ଦୟା କୁଛତୋ ଗଡ ବଡ ହେ’ । ସୋନି ଟିଭିର ଏହା ଏକ ଜଣ ଶୁଣା ଓ ପ୍ରସିଦ୍ଧ ଶୋ ଅଟେ । ଏହି ସିରିଏଲ ବହୁତ ବର୍ଷ ହେବ ଦର୍ଶକମାନଙ୍କୁ ମନୋରଞ୍ଜନ କରାଉଛି । ଏହି ସିରିଏଲ ସମସ୍ତଙ୍କ ଜୀବନରେ ନିଜର ଏକ ଭିନ୍ନ ଛାପ ଛାଡି ଦେଇଛି ।

କିନ୍ତୁ ବର୍ତ୍ତମାନ ଟିଭିରେ ଏହି CID ସିରିଏଲ ପ୍ରସାରିତ ହେଉ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କିଛି କଳାକାରମାନଙ୍କର ପାର୍ଟନରଙ୍କ ବିଷୟରେ କହିବୁ । ଯିଏକି ବହୁତ ସୁନ୍ଦର ଅଟନ୍ତି ।

ହୃଷିକେଶ ପାଣ୍ଡେ

୪୫ ବର୍ଷୀୟ ହୃଷିକେଶ ପାଣ୍ଡେ CID ସିରିଏଲରେ ୬ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି । ଏହି ଶୋ ରେ ସେ ଇନିସପେକ୍ଟର ସଚିନଙ୍କ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କର ସ୍ତ୍ରୀ ଙ୍କ ନାମ ତ୍ରିଷା ପାଣ୍ଡେ ଅଟେ ଓ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଇନିସପେକ୍ଟର ଦୟା

CID ସିରିଏଲରେ ସମସ୍ତଙ୍କର ପସନ୍ଦିତା ଅଭିନେତା ଦୟାଙ୍କ ଅସଲ ନାମ ଦୟାନନ୍ଦ ଶେଟ୍ଟୀ ଅଟେ । ଦୟାନନ୍ଦ ଶେଟ୍ଟୀଙ୍କ ସ୍ତ୍ରୀଙ୍କ ନାମ ସ୍ମିତା ଶେଟ୍ଟୀ ଅଟେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଦୟା CID ସିରିଏଲ ଛଡା ବହୁତ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି ।

ଅଭିଜିତ

CID ସିରିଏଲରେ ଅଭିଜିତ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଅସଲ ନାମ ଆଦିତ୍ୟ ଶ୍ରୀବାସ୍ତବ ଅଟେ । ତାଙ୍କ ସ୍ତ୍ରୀଙ୍କ ନାମ ମାନସୀ ଅଟେ । ଅଭିଜିତ CID ସିରିଏଲରେ ଆରମ୍ଭରୁ ହିଁ ଅଭିନୟ କରୁଛନ୍ତି । ଏହି ଆଦିତ୍ୟ ଶ୍ରୀବାସ୍ତବଙ୍କ ସ୍ତ୍ରୀ ବି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଡାକ୍ତର ତାରିକା

CID ସିରିଏଲରେ ଅଭିନୟ କରୁଥିବା ଡାକ୍ତର ତାରିକାଙ୍କ ଅସଲ ନାମ ଶ୍ରଦ୍ଧା ଭୋସଲେ । ଶ୍ରଦ୍ଧା ଟିଭି ସିରିଏଲରେ ଅଭିନୟ କରିବା ସହିତ ସେ ଜଣେ ସୁନ୍ଦର ମଡେଲ ଅଟନ୍ତି । ଶ୍ରଦ୍ଧାଙ୍କ ସ୍ଵାମୀଙ୍କ ନାମ ଦୀପକ ତୋମର ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।