ଦୁନିଆର ଏମିତି 7ଟି ଦେଶ ଯେଉଁମାନେ ଭାରତକୁ କରନ୍ତି ଘୃଣା, ଜାଣନ୍ତୁ କାହିଁକି

ଦୁନିଆର ପ୍ରାୟତଃ ସବୁ ଦେଶ ନିଜକୁ ବହୁତ ବିକସିତ କରିବାକୁ ଚାହାନ୍ତି । ଏହା ସହିତ ଦୁନିଆର ଏମିତି ବହୁତ ଦେଶ ଅଛି ଯେଉଁମାନେ ପରସ୍ପରକୁ ସାହାର୍ଯ୍ୟ କରି ନିଜକୁ ଦେଶକୁ ବିକସିତ କରୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଦେଶ ଏମିତି ବି ଅଛନ୍ତି ଯେଉଁମାନେ ପରସ୍ପରକୁ ବହୁତ ଘୃଣା ବି କରନ୍ତି । ଆଜି ଆମେ ଆପଣଙ୍କୁ ୭ଟି ଦେଶ ବିଷୟରେ କହିବୁ ଯେଉଁମାନେ ଆମର ଭାରତକୁ ବହୁତ ଘୃଣା କରନ୍ତି ।

ଅଷ୍ଟ୍ରେଲିୟା

ବହୁତ ବର୍ଷ ପୂର୍ବେ ଅଷ୍ଟ୍ରେଲିୟା ଓ ଭାରତର ସମ୍ପର୍କ ଭଲ ଥିଲା । କିନ୍ତୁ ଗତ ୫ ରୁ ୧୦ ବର୍ଷରେ ଦୁଇ ଜଣଙ୍କ ସମ୍ପର୍କ ଖରାପ ହୋଇ ଯାଇଛି । ଏହାର ମୁଖ୍ୟ କାରଣ ହେଉଛି ଚାକିରି ପ୍ରତିଯୋଗୀତା । କାରଣ ଭାରତର କେତେକ ଲୋକମାନେ ନିଜର ପ୍ରତିଭା ବଳରେ ଅଷ୍ଟ୍ରେଲିୟାରେ କାମ ପାଇଛନ୍ତି । ଏହା ସହିତ ସେଠି ରହୁଥିବା ଲୋକମାନଙ୍କୁ କାମ ମିଳୁ ନାହିଁ । ଯେଉଁ କାରଣରୁ ଅଷ୍ଟ୍ରେଲିୟା ଲୋକମାନେ ଭାରତୀୟ ଲୋକମାନଙ୍କୁ ବହୁତ ଘୃଣା କରିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ଘୃଣା କରିବାର ଅନ୍ୟ ଏକ କାରଣ କ୍ରିକେଟ ବି ଅଟେ ।

ଶ୍ରୀଲଙ୍କା

ଶ୍ରୀଲଙ୍କା ଲୋକମାନେ ଭାରତର ତାମିଲ ଭାଷା କହୁଥିବା ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ । ଶ୍ରୀଲଙ୍କା ଦେଶ ଚିନ୍ତା କରିଥାଏ କି ତାଙ୍କ ଦେଶକୁ ଯେଉଁ ତାମିଲ ଲୋକ ଭାରତରୁ ଆସିଛନ୍ତି ସେ ତାଙ୍କର ଦେଶକୁ ବିକସିତ ହେବା ପାଇଁ ବାଧା ଦେଉଛନ୍ତି ।

ବାଙ୍ଗଲାଦେଶ

ଏହି ଦେଶ ବି ଚିନ୍ତା କରିଥାଏ କି ଭାରତ ତାଙ୍କୁ ଉନ୍ନତି କରିବା ପାଇଁ ସାହାର୍ଯ୍ୟ କରୁ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଦୁଇ ଜଣଙ୍କ ସମ୍ପର୍କ ଭଲ ହୋଇ ଯାଇଛି । ଏହାର କାରଣ ଭାରତ ଯୋଗୁ ବାଂଲାଦେଶ ଉନ୍ନତି କରୁଛି ।

ଚୀନ

ଚୀନ ଓ ଭାରତର ସମ୍ପର୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ସମୟ ବିଷୟରେ କହିବା ତେବେ ଚୀନ ଭାରତର ବଡ ଶତ୍ରୁ ଅଟେ । ଚୀନ ପାକିସ୍ତାନକୁ ସପୋର୍ଟ କରିବା ହିଁ ଭାରତ ଓ ଚୀନର ଶତ୍ରୁତାର ମୁଖ୍ୟ କାରଣ ଅଟେ । ଏହା ଛଡା ଭାରତର ବଜାରର ଚୀନ ତିଆରି ବହୁତ ଜିନିଷ ବିକ୍ରି ହୋଇଥାଏ ଯାହାକି ଭାରତର ସରକାରକୁ ପସନ୍ଦ ନୁହେଁ ।

ପାକିସ୍ତାନ

ପାକିସ୍ତାନ ଚୀନ ଠାରୁ ବି ଭାରତର ବଡ ଶତ୍ରୁ ଅଟେ । ଭାରତ ଓ ପାକିସ୍ତାନର ଶତ୍ରୁତା ବିଷୟରେ ପୁରା ବିଶ୍ଵ ଜାଣିଛି । କିନ୍ତୁ କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ଯୁଧ୍ୟର ମୁଖ୍ୟତଃ ଅସଲ କାରଣ କିଛି ନୁହେଁ । କିନ୍ତୁ ଦୁଇ ଦେଶର ରାଜନେତାମାନେ ପରସ୍ପରକୁ ଖରାପ କହି ରାଜନୈତିକ ଲାଭ ଉଠାଇଥାନ୍ତି ।

ତୁର୍କୀ

ତୁର୍କୀ ବହୁତ ବର୍ଷ ପୂର୍ବେ ଏକ ସୁପରପାୱର ରହି ସାରିଛି । ଏହି ଦେଶ ବି ଅନ୍ୟ କିଛି ଦେଶ ଭଳି ଭାରତକୁ ବିଶେଷ ପସନ୍ଦ କରେ ନାହିଁ । ଏହା ଛଡା ଏହା ବି ଶୁଣିବାକୁ ମିଳିଥାଏ କି ତୁର୍କୀ ଦେଶର ଲୋକମାନେ ଭାରତୀୟକୁ ଅଧିକ ଘୃଣା କରନ୍ତି ।

ପୁର୍ତଗାଲ

ଦକ୍ଷିଣ ପଶ୍ଚିମ ୟୁରୋପର ଏହି ଦେଶ ବି ଭାରତକୁ ବହୁତ ଅଧିକ ଘୃଣା କରିଥାଏ । ଘୃଣା କରିବାର ମୁଖ୍ୟ କାରଣ ହେଉଛି ୧୯୬୧ର ଯୁଧ୍ୟ । କାରଣ ୧୯୬୧ ପୂର୍ବରୁ ଗୋଆ ପୁର୍ତଗାଲର ଅଧୀନରେ ଥିଲା କିନ୍ତୁ ୧୯୬୧ରେ ଯୁଧ୍ୟ ପରେ ଗୋଆ ଭାରତର ଅଧୀନରେ ଚାଲି ଆସିଲା । କିନ୍ତୁ ବର୍ତ୍ତମାନର ନୂଆ ଯୁବପିଢି ଭାରତକୁ ଅଧିକ ପସନ୍ଦ କରୁଛନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।