ବାଛନ୍ତୁ ନିଜ ପସନ୍ଦର ଗୋଟିଏ କବାଟ ଓ ଜାଣନ୍ତୁ ନିଜ ଭାଗ୍ୟ ଓ ଭବିଷ୍ୟ କିପରି ରହିବ

ବନ୍ଧୁଗଣ ଭବିଷ୍ୟତ ଜାଣିବା ପାଇଁ ବହୁତ ପ୍ରକାର ବିଦ୍ୟା ଅଛି । କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ବିଦ୍ୟା ବିଷୟରେ କହିବୁ ଯାହା ଦ୍ଵାରା ଆପଣ ସହଜରେ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । କିଛି ଲୋକ ଅଛନ୍ତି ଯେଉଁମାନେ କ୍ରିଷ୍ଟାଲ ବଲ ଓ ଟାରୋ କାର୍ଡ ଦ୍ଵାରା ଆପଣଙ୍କର ଭବିଷ୍ୟତ କହି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି କବାଟ ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଗୋଟିଏ ବାଛିବାର ଅଛି ।

ଏହା ପରେ ଆମେ ଆପଣଙ୍କୁ କବାଟର ଦୃଶ୍ୟୟରୁ ଆପଣଙ୍କର ଭବିଷ୍ୟତ ଓ ସ୍ଵଭାବ ବିଷୟରେ କହିବୁ । ତେବେ ପସନ୍ଦ କରନ୍ତୁ ଗୋଟିଏ କବାଟକୁ ଓ ଜାଣି ନିନତୁ ନିଜର ସ୍ଵଭାବ ଏବଂ ଭବିଷ୍ୟତ କେମିତି ଅଟେ ।

ପ୍ରଥମ କବାଟ

ଏହି କବାଟ ଯଦି ଆପଣଙ୍କୁ ଆକର୍ଷିତ କରୁଛି ତେବେ ଆପଣ ବହୁତ ସାଧାରଣ ମାନସିକr ବ୍ୟକ୍ତି ଅଟନ୍ତି । ଆପଣ ବହୁତ ସମୟ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଆପଣ ସବୁବେଳେ ପରିବାର ଓ ବନ୍ଧୁଙ୍କ ସହ ବାହାରକୁ ଯିବାକୁ ପସନ୍ଦ କରନ୍ତି । ଆପଣ ଅଧିକ ଲୋକଙ୍କ ସହ ସମ୍ପର୍କ ରଖନ୍ତି ନାହିଁ । ଏଥିପାଇଁ ଭବିଷ୍ୟତରେ ଆପଣ ଅଧିକ ସମସ୍ୟାରେ ପଡନ୍ତି ନାହିଁ ।

ଦ୍ଵିତୀୟ କବାଟ

ଯଦି ଆପଣଙ୍କୁ ଏହି କବାଟ ଆକର୍ଷିତ କରେ ତେବେ ଆପଣ ବହୁତ ଧନ ଉପାର୍ଜନ କରିବା ପାଇଁ ଆଶା ରଖନ୍ତି କିନ୍ତୁ ଏଥିପାଇଁ ଆପଣ କଠିନ ପରିଶ୍ରମ କରିବା ପାଇଁ ପଛାନ୍ତି ନାହିଁ । ଆପଣ ଜୀବନରେ ବହୁତ ଆଗକୁ ଯିବା ପାଇଁ ଚାହାନ୍ତି ଆପଣ ଯାହା କାମନା କରନ୍ତି ତାହାକୁ ପାଇବା ପାଇଁ କିଛି ବି କରନ୍ତି ।

ତୃତୀୟ କବାଟ

ଏହି କବାଟକୁ ପସନ୍ଦ କରିଥିବା ବ୍ୟକ୍ତି ଜୀବନରେ ବହୁତ ରୋମାନ୍ସ ଭରା କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି । ଆପଣମାନେ କୌଣସି ଭୁଲର ପଶ୍ଚାତାପ କରିବା ପାଇଁ ଚାହାନ୍ତି ନାହିଁ । ଆପଣ ଜୀବନରେ ବହୁତ ପରିବର୍ତ୍ତନ ଆସିବାର ଅଛି ।

ଚତୁର୍ଥ କବାଟ

ଆପଣଙ୍କୁ ଯଦି ଏହି କବାଟ ଆକର୍ଷିତ କରୁଛି ତେବେ ଆପଣ ସବୁ ସମସ୍ୟାକୁ ସାମ୍ନା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାନ୍ତି । ଆପଣଙ୍କ ମାର୍ଗରେ ଆସୁଥିବା ସମସ୍ୟାକୁ ଦେଖି ଆପଣ ଭାଙ୍ଗି ଯାଆନ୍ତି ନାହିଁ । ଯାହା ଆପଣଙ୍କର ଅଟେ ତାକୁ ପାଇବା ପାଇଁ ସବୁ କଷ୍ଟକୁ ପାର କରିବା ପାଇଁ ଆପଣ ସକ୍ଷମ ଅଟନ୍ତି ।

ପଞ୍ଚମ କବାଟ

ଯଦି ଆପଣଙ୍କୁ ଏହି କବାଟ ଆକର୍ଷିତ କରୁଛି ତେବେ ଆପଣ ସେହିମାନଙ୍କୁ ପସନ୍ଦ କରନ୍ତି ଯେଉଁମାନେ ଆପଣଙ୍କ ପାଇଁ କିଛି ବି କରିପାରନ୍ତି । ଆପଣ ନିଜ ପରିବାରକୁ ବହୁତ ମହତ୍ଵ ଦିଅନ୍ତି । ଆପଣ ମନରୁ ବହୁତ ଭଲ ବ୍ୟକ୍ତି ଅଟନ୍ତି ସେଥିପାଇଁ ଆପଣଙ୍କ ସହ କିଛି ଖରାପ ହେବ ନାହିଁ ।

ଷଷ୍ଠ କବାଟ

ଆପଣ ଯଦି ଏହି କବାଟକୁ ଆକର୍ଷିତ କରନ୍ତି ତେବେ ଆପଣ ମାନସିକ ସ୍ତରରେ ଅଶାନ୍ତ ଅଛନ୍ତି । କିନ୍ତୁ ଆପଣଙ୍କ ଆଶାବାଦି ସ୍ଵଭାବ ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ଯାଆନ୍ତି । ଆପଣ କେବେ କୌଣସି କଥାରେ ହାର ମାନନ୍ତି ନାହିଁ ।

ସପ୍ତମ କବାଟ

ଆପଣ ଯଦି ଏହି କବାଟକୁ ଆକର୍ଷିତ କରନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ଜଣା ନ ଥାଏ କି ଆଗକୁ ଆପଣ କଣ କରିବେ ।

ଅଷ୍ଟମ କବାଟ

ଆପଣଙ୍କୁ ଯଦି ଏହି କବାଟ ଆକର୍ଷିତ କରୁଛି ତେବେ ଆପଣଙ୍କ ଜିଜ୍ଞାଶୁ ଦ୍ଵାରା ଆପଣ ଭଲ ଖରାପକୁ ଜାଣି ପାରନ୍ତି । ଆପଣ ଜୀବନରେ ବହୁତ କିଛି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଏହା ଆପଣଙ୍କ ପାଇଁ ଭଲ କି ଖରାପ ଜାଣି ପାରନ୍ତି ନାହିଁ । ଏଥିପାଇଁ ଆପଣ ନିଜର ବିବେକ ଅନୁସାରେ କାମ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।