ଇଏ ହେଉଛନ୍ତି ବଲୀଉଡର ଫେମସ ଶାଳି ଭିଣେଇ ଯୋଡି, ନମ୍ବର ୩ଙ୍କ ଶାଳି ତ ଫେମସ ହିରୋଇନ

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ବଡ ଅଟେ । ଏଠି ଏମିତି ବହୁତ ସେଲିବ୍ରିଟୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ କୌଣସି ନା କୌଣସି ସମ୍ପର୍କ ଅଛି । ଭିଣେଇ ଶାଳିର ସମ୍ପର୍କ ବହୁତ ମଜାଳିଆ  ହୋଇଥାଏ । କହିବାକୁ ଗଲେ ବଲୀଉଡର ଏମିତି କିଛି ଭିଣେଇ ଶାଳିର ଯୋଡି ଅଛି ଯେଉଁମାନଙ୍କ ମଧ୍ୟରେ ଭଲ ଅସମ୍ପର୍କ ରହିଛି ଓ ବହୁତ ଫେମସ ବି ଅଟନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ଏମିତି ୬ ଜଣ

ଭିଣେଇ ଶାଳିର ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଫେମସ ଅଟନ୍ତି ।

ରଣଧୀର କପୁର ଓ ସାଧନା

ନିଜ ଜମାନାର ଜଣା ଶୁଣା ଅଭିନେତା ରଣଧୀର କପୁର ସାଧନାଙ୍କ ସହିତ ବହୁତ ଫିଲ୍ମରେ କାମ କରିସାରିଛନ୍ତି । କିନ୍ତୁ ପରେ ଯେତେବେଳେ ରଣଧୀର କପୁର ବବିତାଙ୍କ ସହିତ ବିବାହ କରି ନେଲେ ତେବେ ସେ ସାଧନାଙ୍କର ଭିଣେଇ ହୋଇଗଲେ । ଆପଣଙ୍କୁ କହିଦେଉଛୁ କି ବବିତା ସାଧନାଙ୍କର ଦାଦା ଝିଅ ଭଉଣୀ ଅଟନ୍ତି ।

ଅକ୍ଷୟ କୁମାର ଓ ରିଂକୀ ଖନ୍ନା

୧୭ ଜାନୁୟାରୀ ୨୦୦୧ରେ ଅକ୍ଷୟ କୁମାର ଓ ଟ୍ୱିଂକଲ ଖନ୍ନାଙ୍କର ବିବାହ ହୋଇଥିଲା । ଟ୍ୱିଂକଲ ଖନ୍ନାଙ୍କର ଏକ ଛୋଟ ଭଉଣୀ ବି ଅଛନ୍ତି । ରିଂକୀ ଖନ୍ନା ବଲୀଉଡରେ ଅଳ୍ପ କିଛି ଫିଲ୍ମରେ କାମ ବି କରିଛନ୍ତି । ଏମିତିରେ ଅକ୍ଷୟ କୁମାର ରିଂକୀ ଖନ୍ନାଙ୍କର ଭିଣେଇ ଅଟନ୍ତି ଓ ଏହି ଯୋଡି ବି ବଲୀଉଡରେ ବହୁତ ଫେମସ ଅଟେ ।

ସୈଫ ଅଲୀ ଖାନ ଓ କରିସ୍ମା କପୁର

କରିନା କପୁରଙ୍କ ସହ ବିବାହ ହେବା ମାତ୍ରେ ହିଁ କରିସ୍ମା କପୁର ସୈଫ ଅଲୀ ଖାନଙ୍କର ଶାଳି ହୋଇଗଲେ । ଏହା କହିବା ଭୁଲ ହେବ ନାହିଁ କି ବଲୀଉଡରେ ଏହି ଭିଣେଇ – ଶାଳି ର ଯୋଡି ବହୁତ ଅଧିକ ହିଁ ଫେମସ ଅଟେ ।

ଶକ୍ତି କପୁର ଓ ପଦ୍ମିନୀ କୋଲ୍ହାପୁରେ

ବଲୀଉଡର ବହୁତ ଫିଲ୍ମରେ ନେଗେଟିବ ରୋଲ କରିଥିବା ଅଭିନେତା ଶକ୍ତି କପୁର ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରେଙ୍କର ଭିଣେଇ ଅଟନ୍ତି । ଶକ୍ତି କପୁର ପଦ୍ମିନୀ କୋଲ୍ହାପୁରେଙ୍କର ବଡ ଭଉଣୀ ଶିବାନୀଙ୍କୁ ବିବାହ କରିଛନ୍ତି । ପଦ୍ମିନୀ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ଓ ସେ କେତେକ ହିଟ ଫିଲ୍ମରେ କାମ ବି କରିସାରିଛନ୍ତି । ଏହି ଭିଣେଇ ଶାଳିର ଯୋଡି ବଲୀଉଡରେ ବହୁତ ଫେମସ ଅଟେ ।

ଆଦିତ୍ୟ ଚୋପଡ଼ା ଓ କାଜୋଲ

ଆପଣଙ୍କୁ କହିଦେଉଛୁ କି ବଲୀଉଡର ଫେମସ ଅଭିନେତ୍ରୀ କାଜୋଲ ଆଦିତ୍ୟ ଚୋପଡ଼ାଙ୍କର ଶାଳି ଅଟନ୍ତି । ରାନୀ ମୁଖ଼ର୍ଜୀଙ୍କୁ ବିବାହ କରିବା ପରେ ଆଦିତ୍ୟ ଚୋପଡ଼ା କାଜୋଲଙ୍କର ଭିଣେଇ ହୋଇଗଲେ । କିନ୍ତୁ ଦୁଇ ଜଣ ଏକା ସହିତ ବହୁତ କମ ନଜର ଆସନ୍ତି । ତଥାପି ବଲୀଉଡରେ ଏହି ଭିଣେଇ ଶାଳିର ଯୋଡି ଫେମସ ଅଟେ ।

ଅଜୟ ଦେବଗନ ଓ ରାନୀ ମୁଖର୍ଜୀ

ବଲୀଉଡର ଅଭିନେତ୍ରୀ ରାନୀ ମୁଖର୍ଜୀ କାଜୋଲଙ୍କର ଦାଦା ଝିଅ ଭଉଣୀ ଅଟନ୍ତି । ଏହି ହିସାବରେ ଅଜୟ ଦେବଗନ ତାଙ୍କର ଭିଣେଇ ଅଟନ୍ତି । ଅଜୟ ଦେବଗନ ଓ ରାନୀ ମୁଖର୍ଜୀ ଦୁଇ ଜଣ ହିଁ ଇଣ୍ଡଷ୍ଟ୍ରିର ବଡ ଷ୍ଟାର ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।