ସମୁଦ୍ର କୂଳରେ ବିକିନୀରେ ନିଜର ଜଲବା ଦେଖାଇଲେ Ajay Devagan ଙ୍କ ଶାଳି, ୪୨ ବର୍ଷ ବୟସରେ ବି ଅଛନ୍ତି କୁଆଁରୀ, ଦେଖନ୍ତୁ ଫଟୋ

ଯଦି ଶାଳି ଓ ଭିଣେଇଙ୍କ ସମ୍ପର୍କ ବିଷୟରେ କହିବା ତେବେ ଏହି ସମ୍ପର୍କ ଭାଇ ଭଉଣୀ କିମ୍ବା ବନ୍ଧୁ ଭଳି ହୋଇଥାଏ । ପରସ୍ପର ସହିତ ମସ୍ତି ବି କରନ୍ତି । କିନ୍ତୁ ପରସ୍ପରର ସମ୍ମାନ ବି କରନ୍ତି । ଏମିତି କିଛି ସମ୍ପର୍କ ବଲୀଉଡର ଅଭିନେତା ଅଜୟ ଦେବଗନ ନିଜ ଶାଳି ତନୀଷା ମୁଖର୍ଜୀଙ୍କ ସହ ବି ରଖିଛନ୍ତି । ତନୀଷା ମୁଖର୍ଜୀ କାଜୋଲଙ୍କ ଛୋଟ ଭଉଣୀ ଅଟନ୍ତି । ସେ ନିଜର ଭେଣେଇ ଅଜୟ ଦେବଗନଙ୍କ ସହିତ ପ୍ରାୟତଃ ନଜର ମଧ୍ୟ ଆସିଥାନ୍ତି ।

ତନୀଷା ମୁଖର୍ଜୀ ବଲୀଉଡର ଅଭିନେତ୍ରୀ ତ ଅଟନ୍ତି କିନ୍ତୁ ତାଙ୍କର ଫିଲ୍ମି କ୍ୟାରିୟର ଭଉଣୀ କାଜୋଲଙ୍କ ଭଳି ଏତେ ବି ସଫଳ ହୋଇ ନାହିଁ । ତନୀଷା ମୁଖର୍ଜୀ ନିଜର ପୁରା କ୍ୟାରିୟରରେ ମାତ୍ର ୯ ଟି ଫିଲ୍ମରେ କାମ କରିଛନ୍ତି ।

ଏଥିରେ ପ୍ରାୟତଃ ଫିଲ୍ମ ଫ୍ଲପ ମଧ୍ୟ ହୋଇଛି । ଏମିତିରେ ସେ ବର୍ତ୍ତମାନ ସମୟରେ ଫିଲ୍ମି ଦୁନିଆରୁ ପୂରାପୂରି ଦୂରେଇ ଯାଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ଇଂସ୍ଟାଗ୍ରାମରେ ତନୀଷା ମୁଖର୍ଜୀକୁ ୮ ଲକ୍ଷରୁ ବି ଅଧିକ ଲୋକ ଫଲୋ କରନ୍ତି । ଏମିତିରେ ତନୀଷା ମୁଖର୍ଜୀ ସବୁଦିନ ନିଜର ଫ୍ୟାନମାନଙ୍କ ସହିତ ନିଜର କିଛି ଫଟୋ ବି ଶେୟାର କରନ୍ତି । ବର୍ତ୍ତମାନ ହିଁ ତନୀଷା ମୁଖର୍ଜୀ ନିଜର ଏକ ବିକିନୀ ଫଟୋ ଫ୍ୟାନମାନଙ୍କ ସହିତ ଶେୟାର କରିଛନ୍ତି ।

ଏହି ଫଟୋରେ ସେ ସମୁଦ୍ର ବାଲିରେ ମସ୍ତି କରୁଥିବାର ନଜର ଆସୁଛନ୍ତି । ଅସଲରେ ଏହି ଫଟୋ ତନୀଷା ମୁଖର୍ଜୀଙ୍କ ପୁରୁଣା ଦିନର ଫଟୋ ଅଟେ । ଏହା ସେହି ସମୟରେ ଅଟେ ଯେତେବେଳେ କାରୋନା ନ ଥିଲା । ଏହି ଫଟୋକୁ ଶେୟାର କରି ତନୀଷା ମୁଖର୍ଜୀ ଲେଖୁଛନ୍ତି କି ଜଲ୍ଦି ହିଁ ଏହି ସ୍ଥାନକୁ ପୁଣି ଥରେ ଯିବି । ଏଠିକାର ଦୃଶ୍ୟ, ଶାନ୍ତି ଓ ସୁନ୍ଦରତା ଦେଖିବାର ଅଛି….

ଫିଲ୍ମ ଛଡା ତନୀଷା ମୁଖର୍ଜୀ ବିଗ ବସ ୭ରେ ବି ନଜର ଆସିସାରିଛନ୍ତି । ଏଠି ତାଙ୍କର ସବୁଠୁ ଆକ୍ରାମକ କଂଟେସ୍ଟେଂଟ ଅରମାନ କୋହଲୀଙ୍କ ସହ ଅଫେୟାର ଚାଲିଥିଲା । ସେ ଅରମାନ କୋହଲୀଙ୍କୁ ନିଜର ହୃଦୟ ଦେଇ ବସିଥିଲେ । ସ୍ଥିତି ଏମିତି ହୋଇଯାଇଥିଲା କି ଅରମାନ କୋହଲୀ ଯଦି ତାଙ୍କୁ ରାଗରେ ଗାଳି ବି ଦେଇ ଦେଉଥିଲେ ତେବେ ସେ ତାଙ୍କୁ ପ୍ରେମରେ ଆଲିଙ୍ଗନ କରି ନେଉଥିଲେ । ସେ ଏହି ସିଜିନରେ ସବୁବେଳେ ଅରମାନ କୋହଲୀଙ୍କ ସପୋର୍ଟ ବି କରୁଥିଲେ ।

ବିଗ ବସ ହାଉସରେ ଦୁଇ ଜଣ ପରସ୍ପରର ବହୁତ ପାଖାପାଖି ବି ହୋଇ ଯାଇଥିଲେ । ଏହି କଥା କାରଣରୁ ତନୀଷା ମୁଖର୍ଜୀଙ୍କ ଘର ଲୋକମାନେ ତାଙ୍କ ଉପରେ ବହୁତ ରାଗି ଯାଇଥିଲେ । ଏମିତିରେ ଶୋ ସମାପ୍ତ ହେବା ପରେ ତନୀଷା ମୁଖର୍ଜୀ ଓ ଅରମାନ କୋହଲି ନିଜର ସମ୍ପର୍କକୁ ଭାଙ୍ଗି ଦେଇଥିଲେ ।

ଏହା ପରେ ଥରେ ତନୀଷା ମୁଖର୍ଜୀ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ମୁଁ ଓ ଅରମାନ ଅଲଗା ଅଲଗା ଚିନ୍ତାଧାର ଓ ବିଚାର ବାଲା ବ୍ୟକ୍ତି ଅଟୁ । ସେ ସବୁବେଳେ ରାଗି କାମ କରୁଥିଲେ ଓ ଯେତେବେଳେ କି ମୋତେ ସରଳତାର ସହ ସବୁ କରିବାକୁ ଭଲ ଲାଗୁଥିଲା । ସେଥିପାଇଁ ଆମର ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ