ଆଫଗାନ ମାଟିରେ ରିଅଲ ହୀରୋ, ପୁରା ବିଶ୍ବରେ ଏବେ ଚର୍ଚ୍ଚାରେ ଆଫଗାନ ଉପ ରାଷ୍ଟ୍ରପତି Amrullah Saleh ଙ୍କ ଚିଠି, ଲେଖିଲେ କିଛି ଏମିତି କି ହେଉଛି ଖୁବ ପ୍ରଶଂସା

ତା-ଲି-ବା-ନ-ର ଆଫାଗାନିସ୍ତାନ ଦଖଲ ପରେ ନିଜ ଦେଶର ମୁଖ୍ୟ ଅଶରଫ ଘନିଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଜୀବନ ବିକଳରେ ଦେଶ ଛାଡି ଅନ୍ୟତ୍ର ପଳାଇଛନ୍ତି । କିନ୍ତୁ ଏବେ ବି ନିଜ ଦେଶ ମାଟିରେ ଦମ୍ଭ ଧରି ରହିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମୃଲ୍ଲାହ ଶାଲେହ । ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଦେଶର ଚିନ୍ତା ଯେମିତି ସମସ୍ତଙ୍କ ମନରୁ ଉଭେଇ ଯାଇଥିଲା । ବ୍ୟକ୍ତିଗତ ସ୍ଵାର୍ଥ ଆଗରେ ଫିକା ପଡି ଯାଇଥିଲା ଦେଶର ସ୍ଵାର୍ଥ ।

ହେଲେ ଆଜି ମଧ୍ୟ ଏମିତି କିଛି ବ୍ୟକ୍ତିତ୍ବ ଏହି ଦେଶ ମାଟିରେ ଦମ୍ଭ ଧରି ରହି ଦେଶମାଟି ପାଇଁ ଜାରି ରଖିଛନ୍ତି ସଂଗ୍ରାମ । ଆଉ ଜୀବନର ଶେଷ ନିଃଶ୍ଵାସ ଯାଏ ମାଟି ମା ପାଇଁ ଲ-ଢି-ବା-କୁ ନେଇଛନ୍ତି ଶପଥ । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମୃଲ୍ଲାହ ଶାଲେହ । ସେ ତା-ଲି-ବା-ନ-ର କାବୁଲ ଅକ୍ତିଆର ପରେ ଦେଶ ଛାଡି ଯାଇ ନଥିଲେ । ବରଂ ପଞ୍ଜଶିରର ନର୍ଥନ ଆଲିଆନ୍ସରେ ଯୋଗ ଦେଇ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ଶାଲେହ । ତେବେ ସେ କାବୁଲ ଦଖଲ ପୂର୍ବର କିଛି ସମୟକୁ ନିଜ ଲେଖାରେ କଏଦ କରିଥିଲେ ।

ତାଙ୍କର ଏହି ଲେଖା ଏକ ବ୍ରିଟିଶ ଖବର କାଗଜରେ ପ୍ରକାଶ ପାଇବା ପରେ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଶାଲେହ ଲେଖିଛନ୍ତି, “ତା-ଲି-ବା-ନୀ କାବୁଲ ଦାଖଲ କରିବା ପୂର୍ବରୁ ଏଠିକାର ଜଣେ ପୋଲିସ ଅଧିକାରୀ ମୋତେ ଫୋନ କରି ଜଣାଇଲେ । ନିଜ ପାଖରେ ଥିବା ସାଧନକୁ ନେଇ ତା-ଲି-ବା-ନ-ର ସାମନା କରିବାକୁ ମୁଁ ତାଙ୍କୁ କହିଥିଲି ।

ହେଲେ ହାରି ଯାଇଥିଲା କାବୁଲ ପୋଲିସ । ତୁରନ୍ତ ପଞ୍ଜଶିର ମୁଖ୍ୟ ମହମ୍ମଦ ଅହମ୍ମଦ ମାସୁଦବ୍କୁ ଯୋଗାଯୋଗ କରିଥିଲି । ସେ ତାଙ୍କ ସହ ତୁରନ୍ତ ଯୋଗ ଦେବାକୁ କହିଥିଲେ । ସେଠାରେ ରହି ତା-ଲି-ବା-ନ-ଙ୍କ ବିରୋଧରେ ଲ-ଢି-ବା-କୁ କହିଥିଲେ । ସାଙ୍ଗେ ସାଙ୍ଗେ ମୁଁ କାବୁଲ ସ୍ଥିତ ମୋ ଘରକୁ ଗଲି ଓ ସେଠାରେ ଥିବା ମୋ ସ୍ତ୍ରୀ, ଝିଅ ଓ ସମସ୍ତ ସମ୍ପର୍କୀୟଙ୍କ ଫଟୋ ଜା-ଳି-ଦେ-ଲି । ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ମୋ କମ୍ପ୍ୟୁଟର ମୁଁ ସାଙ୍ଗରେ ନେଇଗଲି । ଗଲାବେଳେ ମୁଁ ଚିଫ ଗାର୍ଡଙ୍କୁ କହିଲି, ତୁମେ ମୋର ବିଶ୍ଵସ୍ତ । ଆମେ ପଞ୍ଜଶିର ଯାଉଛେ ।

ସେଠାରେ ମିଳିମିଶି ଲ-ଢି-ବା । କୋରାନ ଉପରେ ହାତ ରଖି କୁହ, ଯଦି ମୁଁ କେବେ ଆ-ହ-ତ ହୋଇଯାଏ ତେବେ ମୋ ମୁଣ୍ଡରେ ଦୁଇଟି ଗୁ-ଳି ଚଳାଇବ । ମ-ରି-ଯି-ବି ପଛେ ତା-ଲି-ବା-ନ ଆଗରେ ମୁଁ ମୁଣ୍ଡ ନୁଆଇଁବାକୁ ଚାହୁଁନାହିଁ ।” ଏତିକି କହି ପଞ୍ଜଶିର ଅଭିମୁଖେ ବାହାରିଥିଲେ ଶାଲେହ । ରାସ୍ତାରେ ତାଙ୍କ ଉପରେ ଦୁଇ ଥର ଆ-କ୍ର-ମ-ଣ ହୋଇଥିଲେ ବି ସେ ବର୍ତ୍ତୀ ଯାଇଥିଲେ ।

ସ୍ଥାନୀୟ ଗ-ଣ-ମା-ଧ୍ୟ-ମ-ର ସୂଚନା ମୁତାବକ ତା-ଲି-ବା-ନ ପଞ୍ଜଶିର ଦାଖଲ କରିଥିବା କହୁଥିଲେ ବି ଏବେ ବି ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ମାସୁଦ ଓ ଶାଲେହ । ଏବେ ଗରିଲା ଯୁ-ଦ୍ଧ ପାଇଁ ଡାକରା ଦେଇଛନ୍ତି ଆଫଗାନିସ୍ତାନର ଏହି ଦୁଇ ଯୋ-ଦ୍ଧା । ଏପରି ସାହାସ ପାଇଁ ଶାଲେହ ବର୍ତ୍ତମାନ ଆଫଗାନିସ୍ତାନର ରିୟଲ ହିରୋ ପାଲଟିଛନ୍ତି । ଆଉ ଶାଲେହଙ୍କୁ ସଲାମ କରୁଛି ସାରା ବିଶ୍ଵ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।