ହ୍ରୀତିକ ରୋଶନ ଫାଇନାଲି Film “Krish-4” କୁ ନେଇ କଲେ ଏହି ବଡ ଘୋଷଣା, ଜାଣିଲେ ବିଶ୍ୱାସ ହେବ ନାହିଁ

ନମସ୍କାର ବନ୍ଧୁଗଣ । ଆପଣ ବଲିଉଡ ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବଲିଉଡର କଳାକାର ମାନେ ନିଜର ସାନଦାର ଅଭିନୟ ସହ ଷ୍ଟାଇଲିସ, ପର୍ଶନାଲିଟି, ଚାର୍ମିଙ୍ଗ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

ସେମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରୁଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ରୀତିକ ରୋଷନ ଫିଲ୍ମ “କ୍ରିଶ-୪” କୁ ନେଇ ବଡ ଘୋଷଣା କଣ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବଲିଉଡର ସବୁଠାରୁ ଚାର୍ମିଙ୍ଗ ଓ ହ୍ୟାଣ୍ଡସମ ଅଭିନେତା ରୀତିକ ରୋଶନ ଙ୍କୁ କିଏ ନ ଜାଣିଛନ୍ତି ।

ସେ ବଲିଉଡ଼ରେ ଅନେକ ହିତ ଫିଲ୍ମରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାସ ଦେଇଛନ୍ତି । ଯାହା ଫଳରେ ସେ ବହୁତ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଆପଣ ମାନେ ଫିଲ୍ମ “କ୍ରିଶ”, “କ୍ରିଶ-୨” ଓ ‘କ୍ରିଶ- ୩” ନିଶ୍ଚୟ ଦେଖିଥିବେ । ତେବେ ତାଙ୍କର ଫ୍ୟାନ୍ସ ମାନେ “କ୍ରିଶ-୪” ଫିଲ୍ମ ରିଲିଜ ପାଇଁ ଅପେକ୍ଷାରେ ଅଛନ୍ତି ।

ତେବେ ଅଭିନେତା ରୀତିକ ଫିଲ୍ମ “କ୍ରିଶ-୪” କୁ ନେଇ କିଛି ସୂଚନା ଘୋଷଣା କରିଛନ୍ତି । ଏହି ଭିଡିଓରେ ଦେଖା ଯାଇଛି ଯେ କ୍ରିଶର ମାସ୍କ ସହ ଶେଷରେ ଲେଖା ଯାଇଛି ଯେ ୧୫ ବର୍ଷ ହେବ କ୍ରିଶ । ଏହି ଭିଡିଓକୁ ଶେୟାର କରି ରୀତିକ କହିଛନ୍ତି ଯେ “ଦ ଫାଷ୍ଟ ସିଷ୍ଟମ ଲେଟ୍ସ ସି ୱ୍ହାତ ଦ ଫ୍ୟୁଚର ଫ୍ରେଣ୍ଡ୍ସ କ୍ରିଶ- ୪” । ସୂଚନା ଅନୁସାରେ “କ୍ରିଶ-୩” ୨୦୦୬ ଜୁନରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ନିର୍ଦେଶନା ରାକେଶ ରୋଶନ କରିଥିଲେ ।

ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଦା, ରେଖାଙ୍କ ବ୍ଯତୀତ ଅନେକ ଷ୍ଟାର ମାନେ ଅଭିନୟ କରିଥିଲେ । ଫିଲ୍ମ “କ୍ରିଶ-୪”ରେ ସବୁଠାରୁ ବଡ ଖାସ କଥା ଯାହା ସାମନାକୁ ଆସିଛି ତାହା ହେଉଛି ଅଭିନେତା ରୀତିକ ୪ଟି ଭୂମିକାରେ ଅଲଗା ଅଲଗା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ହିରୋ ଓ ଖଳନାୟକ ଅଭିନେତା ରୀତିକ ରହିବେ ବୋଲି କୁହା ଯାଇଛି ।

ଏହି ଫିଲ୍ମଟି ସୁପର ଡୂପର ହୋଇଥିବାରୁ ଏହି ଫିଲ୍ମଟି ଜବରଦସ୍ତ ହେବ ବୋଲି ଅନୁମାନ କରା ଯାଉଛି । କିଛି ସମୟ ପୂର୍ବେ ଖବର ଅନୁଯାୟୀ “କ୍ରିଶ-୪” ଫିଲ୍ମରେ “କୋଇ ମିଲ ଗୟା ଫିଲ୍ମ’ର ଜାଦୁ ଭୂମିକାରେ ଅଭିନୟ କରିଥିବା ସେହି ଏଲିୟନ ଏହି ଫିଲ୍ମରେ ନଜର ଆସିବେ । ରୀତିକଙ୍କର ଫ୍ୟାନ୍ସ ମାନେ ଫିଲ୍ମ “କ୍ରିଶ-୪” କୁ ନେଇ ଅପେକ୍ଷାରେ ରହିଛନ୍ତି ଯେ କେବେ ଏହି ଫିଲ୍ମ ରିଲିଜ ହେବେ । ତେବେ ରୀତିକ ଏହାର ଘୋଷଣା କରି ବହୁତ ଜଲ୍ଦି ଏହାର ପ୍ରସ୍ତୁତି ଆରମ୍ବ ହେବ ବୋଲି କହିଛନ୍ତି ।

ତେବେ ଫିଲ୍ମ “କ୍ରିଶ-୪” କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।