କେତେ ବି ମୁଡ ଖରାପ ଥାଉ ନା କାହିଁକି ଏହି ୧୦ ଟି ଫଟୋ ଦେଖିବା ପରେ ଏକଦମ ଫ୍ରେଶ ହୋଇଯିବେ, ଥରୁଟେ ଦେଖିନିଅନ୍ତୁ

ଆଜିର ଏହି ଖାସ ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଫଟୋ ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ଆଶା କରୁଛୁ ଆମ ଦ୍ଵାରା ଦେଖା ଯାଇଥିବା ଫଟୋ ଗୁଡିକୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ । ତେବେ ଆସନ୍ତୁ ନଜର ପକାଇବା ଏହି ମଜାଦାର ଫଟୋ ଉପରେ ଯାହାକୁ ଦେଖି କୌଣସି ବ୍ୟକ୍ତି ହସରେ ଲୋଟପୋଟ ହୋଇ ଯିବ ।

ଭାବନ୍ତୁ ଯଦି ଏହି ଦୁଇଟି ଦେଶକୁ ଏକା ସହିତ ଅଲଗା ଅଲଗା ଦିଗକୁ ଯିବା ପାଇଁ ଇଚ୍ଛା ହେବ ତେବେ ଏମାନେ କଣ କରିବେ ? ଏହା ବହୁତ ମଜାଦାର ଫୋଟ ଅଟେ । ଯାହାକୁ ହସିବା ପାଇଁ ଫଟୋସପ କରାଯାଇଛି ।

ଫୋଟୋସପ ଜରିଆରେ ଆପଣ କୌଣସି ବି ମଣିଷକୁ ହସାଇବା ସହିତ ଭାବୁକ ବି କରି ପାରିବେ ।

ସେଠି କେତେ ମଜାଦାର ଅମୃତଭଣ୍ଡା ଅଛି ଯାହା ଗଛରେ ପାଚି ଯାଇଛି କିନ୍ତୁ ଏହାକୁ ଦେଖି କହିବା କଷ୍ଟ ଅଟେ କି ଏହା ଭିତରୁ ବହୁତ ପାଚିଲା ଅଟେ ।

କଣ ଆପଣ ଏହା ପୂର୍ବରୁ କୁକୁର କାନ ବାଲା ଠେକୁଆ ଦେଖିଛନ୍ତି । ଯଦି ଦେଖି ନାହାନ୍ତି ତେବେ ଏହି ଫଟୋକୁ ଧ୍ୟାନର ସହିତ ଦେଖନ୍ତୁ ।

ସ୍ଵାଗତ କରିବେ ନାହିଁ ଆମର । ଆମେ ଆପଣଙ୍କ ସହିତ ଦେଖା କରିବା ପାଇଁ ଆସିଛୁ ।

ଯେଉଁ ବ୍ୟକ୍ତି ଏହି ଗଛକୁ ତିଆରି କରିଛି ସେ ବହୁତ କଳାତ୍ମକ ଭାବନା ବାଲା ଲୋକ ଅଟେ କାରଣ ଏହି କଳା ବହୁତ ଭଲ ଅଟେ ।

ଆପଣଙ୍କ ମଧ୍ୟରୁ କେତେକ ଲୋକ ଜାପାନର ଏହି ସୁନ୍ଦର ରାସ୍ତାରେ ବୁଲିବା ପାଇଁ ଯିବେ ?

ଏକା ସହିତ ପାଣି ପିଉଥିବା ଶୁଆମାନେ ବହୁତ ଭଲ ଦେଖା ଯାଉଛନ୍ତି । ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ ।

ଏହିଭଳି ଅବସ୍ଥାରେ ଯିଏ ବି ନିଜ ପିଲାକୁ ସମ୍ଭାଳି ନିଏ ତାଙ୍କୁ ହିଁ ମା କୁହାଯାଏ ।

ଜିଓର କେବଳ ଫୋନ ନୁହେଁ ବର୍ତ୍ତମାନ ଜିଓ ବାଇକ ବି ବଜାରରେ ଉପଲବ୍ଧ ଅଛି । ଯାହା ସବୁ ପରିସ୍ଥିତିରେ ଆପଣଙ୍କର ସାଥ ଦେଇପାରିବ । ଆପଣଙ୍କ ମଧ୍ୟରୁ କେତେକ ଲୋକ ଏହି ବାଇକକୁ କିଣିବାକୁ ଚାହୁଁଛନ୍ତି ।

ବନ୍ଧୁମାନେ ଆପଣଙ୍କୁ ଏହି ଫଟୋ ଭିତରୁ କେଉଁ ଫଟୋଟି ଅଧିକ ସୁନ୍ଦର ଏବଂ ମଜାଦାର ଲାଗିଲା ତଳେ ଥିବା କମେଣ୍ଟ ବକ୍ସରେ ନିଶ୍ଚିତ ଲେଖନ୍ତୁ । ଏହା ସହିତ ଏହି ପୋଷ୍ଟକୁ ଅଧିକରୁ ଅଧିକ ଲାଇକ ତଥା ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।