SSR ମାମଲା- ସୁଶାନ୍ତଙ୍କ କେଶରେ ବହୁତ ବଡ ଜିତ, ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ CBI ପଚାରିବ ଆରୋପିର ନାଁ !

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ସୁଶାନ୍ତଙ୍କ ମାମଲାରେ ଏକ ବୟାନ ଦେଇଛନ୍ତି । ସେ କହିଲେ କି ଯେଉଁ ଦିନ ସୁଶାନ୍ତଙ୍କ ହତ୍ୟା କରାଯାଇଥିଲା ସେହି ଦିନ ସେହି ସ୍ଥାନରେ ଗୋଟିଏ ବହୁତ ବଡ ମନ୍ତ୍ରୀ ଉପସ୍ଥିତ ଥିଲେ ଓ ସେହି ମନ୍ତ୍ରୀ ସହ ସୁଶାନ୍ତଙ୍କ ଝଗଡା ବି ହୋଇଥିଲା । ଏମିତିରେ ଏହି ବୟାନ ସାମ୍ନାକୁ ଆସିବା ପରେ ସିବିଆଇ ସତର୍କ ହୋଇ ଯାଇଛି ଓ ପୁରା ଏକଶନ ମୁଡରେ ଚାଲି ଆସିଛି ।

କହିବାକୁ ଗଲେ ନାରାୟଣ ରାଣେ କୌଣସି ଛୋଟ ଚ୍ୟାନେଲରେ ଆସି ଏହି ବୟାନ ଦେଇ ନାହାନ୍ତି ଅଥବା ସେ ଏମିତି ଏକ ପ୍ଲାଟଫର୍ମରେ ଆସି ଏହିଭଳି ବୟାନ ଦେଇଛନ୍ତି କି ଯାହାକୁ ସମସ୍ତେ ଶୁଣିଥିବେ ।

ଏମିତିରେ ସିବିଆଇ ଆହୁରି ସତର୍କ ହୋଇ ଯାଇଛି । ନାରାୟଣ ରାଣେ ଏକ ବଡ ନ୍ୟୁଜ ଚ୍ୟାନେଲ ରିପବ୍ଲିକ ଭାରତ ଉପରେ ଆସି କହିଲେ କି ସେ ସୁଶାନ୍ତଙ୍କ ହତ୍ୟା ମାମଲା ବିଷୟରେ ସବୁ ଜାଣିଛନ୍ତି । ଏମିତିରେ ଶୁଣିବାକୁ ମିଳୁଛି କି ସିବିଆଇ ତାଙ୍କୁ ଜେରା କରିବା ପାଇଁ ଡାକି ପାରନ୍ତି । ଅନ୍ୟ ପଟେ ଅର୍ଣବ ଗୋସ୍ୱାମୀ ବି ଏହି ମାମଲାକୁ ନେଇ ବହୁତ ସିରିୟସ ହୋଇ ଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଅର୍ଣବ ଗୋସ୍ୱାମୀ ପୂର୍ବରୁ ହିଁ ଏହା କହିସାରିଛନ୍ତି କି ଯାହା ବି ହୋଇ ଯାଉ ନା କାହିଁକି ସେ ସୁଶାନ୍ତଙ୍କୁ ନିଶ୍ଚିତ ନ୍ୟାୟ ଦେବେ ।

ବର୍ତ୍ତମାନ ନାରାୟଣ ରାଣେ ସିବିଆଇ ସାମ୍ନାରେ ଯାହା କହିବେ ତାକୁ ପ୍ରେସ କନ୍ଫ୍ରେସ ଜରିଆରେ ସମସ୍ତଙ୍କ ସାମ୍ନାରେ ରଖାଯିବ । କହିବାକୁ ଗଲେ ପୂର୍ବ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଯେଉଁ ନେତା ବିଷୟରେ କହିଛନ୍ତି ସେ ପ୍ରଥମ ଦିନରୁ ହିଁ ଚାହୁଁ ଥିଲେ କି ସିବିଆଇ ହାତରେ ଏହି କେସ ନ ଯାଉ । ସେ ଏନସିବି ଯାଞ୍ଚ ବିରୁଦ୍ଧରେ ବି ଛିଡା ହୋଇଥିଲେ । ନାରାୟଣ ରାଣେ ଯେଉଁ ନେତାଙ୍କ ବିଷୟରେ କହୁଛନ୍ତି ଆପଣ ତାଙ୍କ ବିଷୟରେ ଅନ୍ଦାଜ ଲଗାଇ ସାରିଥିବେ ।

କହିବାକୁ ଗଲେ ସୋମବାର ଦିନ ନାରାୟଣ ରାଣେ ପତ୍ରକାର ସହ କଥାବାର୍ତ୍ତା କରି ଉଦ୍ଧବ ଠାକରେଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଥିଲେ । ସେ କହିଲେ କି ତାଙ୍କ ପାଖରେ ପ୍ରମାଣ ଅଛି । ସୁଶାନ୍ତ ଓ ଦିଶା ସାଲିୟାନଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ କରାଯାଉଛି । କିନ୍ତୁ ଉବ ଠାକରେ ନିଜର ଶକ୍ତି ପ୍ରଦର୍ଶନ କରି ନିଜର ପୁଅକୁ କ୍ଳିନ ଚିଟ ଦେବାରେ ଲାଗିଛନ୍ତି । ଏତିକି ନୁହେଁ ସେ ଉଦ୍ଧବ ଠାକରେଙ୍କୁ ପ୍ରଗତିଶୀଳ ମହାରାଷ୍ଟ୍ରର ମୂର୍ଖ ମୁଖ୍ୟମନ୍ତ୍ରୀ ବି କହିଦେଲେ ଓ କହିଲେ କି ସେ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।