କୋଲଗେଟରେ ଦାନ୍ତ ସଫା କରନ୍ତୁ ପେପସୁଡେଣ୍ଟରେ ମଜବୁତ କରନ୍ତୁ କୋଲଜପରେ ଫ୍ରେସ କରନ୍ତୁ ତଥାପି ସଫା ନ ହଉଛି… 8 ମଜେଦାର Jokes

ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।

୧ – କୋଲଗେଟରେ ଦାନ୍ତ ସଫା କରନ୍ତୁ

ପେପସୁଡେଣ୍ଟରେ ମଜବୁତ କରନ୍ତୁ

କୋଲଜପରେ ଫ୍ରେସ କରନ୍ତୁ

ତଥାପି ସଫା ନ ହଉଛି

ତେବେ ଆପଣ ହାରପିକ ବ୍ୟବହାର କରନ୍ତୁ

କାହିଁକି ନା ହାରପିକ

୫ ଗୁଣା ସଫେଇ ଦେଇଥାଏ……

୨ – ଆମ ପୁଅମାନଙ୍କ ସହ

କଣ ବରାବର କରିବେ ଝିଅମାନେ

ଆମେ ୧୦ ଟଙ୍କାର ଚକଲେଟ ଦେଇ

୨୦୦ ଟଙ୍କାର ଲିପିଷ୍ଟିକ ଚାଟି ଯାଉ…..

୩ – ଗୋଟିଏ ଗଞ୍ଜା କୁକୁଡ଼ା ପଛରେ ପଡିଥିଲା

କୁକୁଡାଟି ଦୌଡୁଥିଲା ଅଚାନକ ଗାଡି ତଳେ ଆସିକି ମରିଗଲା

ଗଞ୍ଜା କହିଲା – ଲାଗୁଛି କି ଦେଶୀ ଥିଲା

ଜୀଵନ ଦେଇଦେଲା

କିନ୍ତୁ ଇଜ୍ଜତ ବଞ୍ଚେଇ ଦେଲା……

୪ – ପପୁ – ଆରେ ତୋର ହାତ ଗୋଡ଼ କେମିତି ଭାଙ୍ଗିଗଲା ?

ରାଜୁ – କିଛି ନୁହେଁ ସାଙ୍ଗ ପଡ଼ୋଶୀରେ ଯେଉଁ ଚାଇନିଜ ଲୋକ ରହୁଥିଲା

ତାର ସ୍ତ୍ରୀ ମରିଗଲା

ପୂର୍ବ ବର୍ଷ ତାଙ୍କର ବିବାହ ହୋଇଥିଲା

ପପୁ – ତେବେ କଣ ହେଲା

ରାଜୁ – ସେ କାନ୍ଦୁ ଥିଲା

ଓ ମୁଁ କହିଲି – ଭାଇ ଦୁଃଖୀ ହୁଅ ନାହିଁ

ସ୍ତ୍ରୀ ଗୋଟିଏ ବର୍ଷ ତ ରହିଲା

କିନ୍ତୁ ଚାଇନା ମାଲ ଏତେ ଦିନ କେଉଁଠି ରୁହେ ??

୫ – ପୁଅ – ବାବୁ ମୋତେ କିଛି ସରପ୍ରାଇଜ ଦିଅ

ଝିଅ – ଚାଲ ଆଜି ମୁଁ ତମକୁ

ଆଉ ଗୋଟିଏ ବୟଫ୍ରେଣ୍ଡ ସହ ଦେଖା କରେଇବି

୬ – ଝିଅ – ଜାନୁ ନିଜର ଡାଇମଣ୍ଡ ମୁଦି ମତେ ଦିଅ ।

ପୁଅ – କାହିଁକି ଡାଲିଙ୍ଗ ?

ଝିଅ – ମୁ ଏହାକୁ ଦେଖି ସବୁବେଳେ ମନେପକେଇ ବି

ପୁଅ – ଏମିତରେ ତମେ ମତେ ମନେ ପକେଇବ ।

ଝିଅ – କେମିତିକା

ପୁଅ – ଏହା ଭାବିକି ଯେ ଶଳା କୁ ଡାଇମଣ୍ଡ ମୁଦି ମାଗିଥିଲି ସେ ଦେଲା ନାହିଁ

୭ – ଗୋଟେ ଝିଅ ବସ ରେ ବସିଥିଲା

ତାର ଡ୍ରେସ ଉପରେ ଗାଡି ର ଚିତ୍ର ହୋଇଥିଲା

ତା ପାଖରେ ଛୋଟ ଛୁଆ ବସିଥିଲା ସେହି ଝିଅକୁ ଦେଖୁଥିଲା

ଝିଅ ଟି ହସିକରି କହିଲା ଗାଡି ଚଳେଇବ

ପିଲା- ନାହିଁ ଯଦି ତୁମର ପ୍ରମିସନ ମିଳିବ ତ

ହର୍ନ ଦବେଇ ଦେବି କି

୮- ଟିଟି ପପୁ କୁ ପ୍ଲାଟଫର୍ମ ରେ ଧରି ନେଲା

ଟିଟି – ଟିକଟ ଦେଖା

ପପୁ- ଆରେ ମୁଁ ଟ୍ରେନ ରେ ଆସି ନାହିଁ ।

ଟିଟି – କଣ ସବୁତ ଅଛି ?

ପପୁ – ଆରେ ସବୁତ ଏଇଟା କି ଯେ ମୋର ପାଖରେ ଟିକଟ ନାହିଁ ?

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।