ଯଦି କେବେ ବି ଏହି ନମ୍ବର ଵାଲା ନୋଟ୍ ମିଳେ ତ ଛାଡିବେ ନାହିଁ, ଶୀଘ୍ର ନେଇ ଆସିବେ, ଘରକୁ ଆସିବେ ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ କେତେକ ନୋଟ ର ନମ୍ବର ଅଛି ଯାହାକୁ ଆପଣ ଘରେ ରଖିବା ଦ୍ବାରା ଆପଣଙ୍କ ଘର କୁ ମାତା ଲକ୍ଷ୍ମୀ ସ୍ୱୟଂ ଆସିଥାନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ତାହା କେଉଁ ନମ୍ବର ଅଟେ ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରକୁ ଟଙ୍କା ଆସିଥାଏ ଓ ପୁଣି ଯାଇଥାଏ । କିନ୍ତୁ ଟଙ୍କା ର ନମ୍ବର ଉପରେ କାହାର ନଜର ନ ଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଟଙ୍କା ର ନମ୍ବର ଆପଣଙ୍କ ଭାଗ୍ୟ ବଦଳାଇ ଦେଇ ପାରେ । ବେଳେବେଳେ ଆପଣଂକୁ ଆପଣଙ୍କ ଜନ୍ମ ତାରିଖ ଥିବା ନମ୍ବର ର ନୋଟ ମିଳିଥାଏ କିନ୍ତୁ ଆପଣ ତାହାକୁ ଠିକ ଭାବେ ଦେଖି ନ ଥାନ୍ତି କିନ୍ତୁ ବନ୍ଧୁଗଣ ପ୍ରତ୍ୟେକ ନୋଟ କୁ ଟିକେ ଭଲ ଭାବରେ ଦେଖିନେବା ପରେ ହିଁ ତାକୁ ଖର୍ଚ୍ଚ କରନ୍ତୁ ।

କାରଣ ଆପଣଙ୍କ ଜନ୍ମ ତାରିଖ ଥିବା ନମ୍ବର ଟି ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଭାଗ୍ୟ କୁ ବଦଳାଇ ଦେଇଥାଏ । ଏହି ନୋଟ ରଖିବା ଦ୍ବାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିଥାନ୍ତି ଓ ଆପଣଙ୍କ ଘରେ ଧନ ର ବର୍ଷା ହୋଇଥାଏ । ଯଦି ଆପଣ ଏହି ନମ୍ବର ର ନୋଟ ପାଉଛନ୍ତି ତେବେ ଆପଣ କେବେ ବି ଖର୍ଚ୍ଚ କରନ୍ତୁ ନାହିଁ । ଏହାକୁ ନିଜ ପାଖରେ ସାଇତି ରଖନ୍ତୁ ।

ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ନୋଟ ରେ ଥିବା ଶେଷ ତିନୋଟି ନମ୍ବର ଟି ୭୮୬ ଅଛି ତେବେ ଏହା ବହୁତ ଶୁଭ ହୋଇଥାଏ । ସାଧାରଣତଃ ଆମ୍ଭେମାନେ ଜାଣିଛୁ ଯେ ଏହି ୭୮୬ ଟି ମୁସଲିମ ସମ୍ପ୍ରଦାୟର ଲକୀ ନମ୍ବର ଅଟେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ଏହା ଉଭୟ ହିନ୍ଦୁ ଓ ମୁସଲମାନ ଙ୍କ ର ଲକୀ ନମ୍ବର ଅଟେ । ଯଦି ଆପଣଂକୁ କେବେ ଏହି ନମ୍ବର ଥିବା ନୋଟ ମିଳେ ତେବେ ଏହାକୁ ଖର୍ଚ୍ଚ କରନ୍ତୁ ନାହିଁ । ଏହାକୁ ନିଜ ପାଖରେ ସାଇତି କରି ରଖନ୍ତୁ ।

ପୂର୍ବରୁ ମଧ୍ୟ ଏହି ପରି ନମ୍ବର ଥିବା ନୋଟ ଯେଉଁମାନଙ୍କ ପାଖରେ ଅଛି ସେମାନେ ଏହାକୁ ସାଇତି କରି ରଖିଛନ୍ତି । କାରଣ ଏହି ନୋଟ କୁ ଘରେ ରଖିବା ଦ୍ଵାରା ଘରେ ଧନ ସମ୍ପତ୍ତି ର ବର୍ଷା ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀ ଙ୍କ ର ମଧ୍ୟ ଆଗମନ ହୋଇଥାଏ । ଆପଣଙ୍କ ଘରେ କେବେ ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖିବାକୁ ମିଳି ନ ଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଂକୁ ଏହି ପରି ନୋଟ କେବେ ମିଳୁଛି ତେବେ ଏହାକୁ ନିଶ୍ଚୟ ସାଇତି କରି ରଖନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।