ପ୍ରଥମ ଥର ଦେଖନ୍ତୁ ରଜ କୁଇନ ର ସବୁ ସିଜନର ବିଜେତା ମାନଙ୍କର ଜୀବନ ସାଥି, ଆଗରୁ କେବେ ବି ଦେଖି ନେଥିବେ

ଟିଭି ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି ।

କିନ୍ତୁ ଟିଭି ଜଗତରେ ଏମିତି କିଛି ସିରିଏଲ ରହିଛି ଯାହା ଅତି ରୋମାଞ୍ଚକର ହୋଇଥାଏ । ଯେପରି ରଜ କୁଇନ ସେଥି ମଧ୍ୟରୁ ଅନ୍ୟତମ ଅଟେ । ଏହି ରଜ କୁଇନ ସୋରେ ଅନେକ ଝିଅ ମାନେ ଭାଗ ନେଇ ନିଜକୁ ଏହି ସୋର ବିଜେତା ଭାବେ ପ୍ରମାଣ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜ କୁଇନର ଏମିତି କିଛି ବିଜେତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ।

“ବର୍ଷା ମୋହିନୀ ଦାସ” – ୨୦୧୩ : ବର୍ଷା ମୋହିନୀ ଦାସ ରାଜ କୁଇନ ସିଜିନ-୧ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ବର୍ଷା ରିୟଲ ଲାଇଫରେ ରାଜେନ୍ଦ୍ର ବେହେରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

“ଦେବସ୍ମିତା ପଣ୍ଡା”- ୨୦୧୪ : ଦେବସ୍ମିତା ପଣ୍ଡା ରଜ କୁଇନ ସିଜିନ-୨ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ତାଙ୍କର ଜଣେ ବଏଫ୍ରେଣ୍ଡ ଅଛନ୍ତି ଯାହାଙ୍କର ନାଁ ରିଷି ଅଟେ ।

“ସ୍ମାରଣିକା ପ୍ରିୟଦର୍ଶିନୀ” – ୨୦୧୫ : ସ୍ମାରଣିକା ପ୍ରିୟଦର୍ଶିନୀ ରଜ କୁଇନ ସିଜିନ-୩ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ବର୍ତ୍ତମାନ ସେ ଶିଂଗଲ ଅଛନ୍ତି ।

“ଜ୍ୟାକଲିନ ପରିଡା” – ୨୦୧୫  : ଜ୍ୟାକଲିନ ପରିଡା ରଜ କୁଇନ ସିଜିନ-୪ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ଜ୍ୟାକଲିନଙ୍କର ଅରବିନ୍ଦ ମହାରଣାଙ୍କ ସହ ବିବାହ ସରି ଯାଇଛି ।

“ରଞ୍ଜିତା ପାଣିଗ୍ରାହୀ” -୨୦୧୬ : ରଞ୍ଜିତା ପାଣିଗ୍ରାହୀ ରଜ କୁଇନ ସିଜିନ-୪ ରେ ଦିତୀୟ ସ୍ଥାନ ହାସଲ କରିଥିଲେ । ନିଜର ସାନଦାର ପର୍ଫୋମାଂସ ପାଇଁ ସେ ବିଜେତା ହୋଇଥିଲେ । ବର୍ତ୍ତମାନ ସେ ଶିଂଗଲ ଅଛନ୍ତି ।

“ସବିତା ପଲେଇ” – ୨୦୧୭ : ସବିତା ପଲେଇ ରଜ କୁଇନ ସିଜିନ-୫ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ତାଙ୍କର ଜଣେ ବଏଫ୍ରେଣ୍ଡ ଅଛନ୍ତି ଯାହାଙ୍କର ନାଁ ହେଉଛି ସପଲିନ ମିଶ୍ର ଅଟେ ।

“ଶୁଭଶ୍ରୀ ଜେନା” – ୨୦୧୮ : ଶୁଭଶ୍ରୀ ଜେନା ରଜ କୁଇନ ସିଜିନ-୬ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ଶୁଭଶ୍ରୀ ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

“ସୁମନ ପଟ୍ଟନାୟକ” – ୨୦୧୮ : ସୁମନ ପଟ୍ଟନାୟକ ରଜ କୁଇନ ସିଜିନ-୬ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ଦିତୀୟ ସ୍ଥାନରେ ବିଜେତା ହୋଇଥିଲେ । ସେ ତାଙ୍କ ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

“ସିପ୍ରା ନାୟକ” – ୨୦୧୯ : ସିପ୍ରା ନାୟକ ରଜ କୁଇନ ସିଜିନ-୭ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ସେ ସଞ୍ଜୟ ସାହୁଙ୍କ ସହ ବିବାହ ବ-ନ୍ଧ-ନରେ ବା-ନ୍ଧି ହୋଇ ସାରିଛନ୍ତି ।

“ଆଦିତି ଦାସ” – ୨୦୨୦ : ଆଦିତି ଦାସ ରଜ କୁଇନ ସିଜିନ-୮ ରେ ନିଜର ସାନଦାର ପର୍ଫୋମାଂସ ପାଇଁ ବିଜେତା ହୋଇଥିଲେ । ଆଦିତି ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।