“ଇମଲି” ସିରିଏଲରେ କାମ କରି ଫେମସ ହୋଇଥିବା ଏହି କଳାକାର ମାନେ ରୁହନ୍ତି ଏତେ ମହଙ୍ଗା ଘରେ କି ଶୁଣିଲେ ଆଶ୍ଚର୍ଯ୍ୟ ହେବେ !

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଅନ୍ଦାଜ, ଷ୍ଟାଇଲ, ଲୁକ ପାଇଁ ମଧ୍ୟ ଫ୍ୟମସ ହୋଇ ପାରିଛନ୍ତି । ବର୍ତ୍ତମାନ ଚ୍ଲୁଥିବା ସିରିଏଲ ଗୁଡିକ ମଧ୍ୟରୁ ଇମଲି କାର୍ଯ୍ୟକ୍ରମଟି ଖୁବ ଜୋରସୋରରେ ଆଗେଇ ଚାଲିଛି ।

ଏହି ସିରିଲେରେ ଅଭିନୟ କରୁଥିବା କଳାକାର ମାନେ ନିଜ ବାସ୍ତବ ଜୀବନରେ ଖୁବ ଏଞ୍ଜୋୟ କରି ନିଜ ଲାଇଫକୁ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ନିଜ ରିୟଲ ଲାଇଫରେ କିଭଳି ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “କିରଣ ଖୋଜେ”: ସିରିଏଲ “ଇମଲି”ରେ ମିଠିର ଗରିବ ମା ଭୂମିକାରେ କିରଣ ଖୋଜେ ଅଭିନୟ କରୁଛନ୍ତି । କିନ୍ତୁ ବାସ୍ତବ ଜୀବନରେ ସେ ବହୁତ ଅମିର ଅଟନ୍ତି । ତାଙ୍କର ମୁମ୍ବାଇରେ ୧କୋଟି ଟଙ୍କାର ଘର ରହିଛି । ସେ ତାଙ୍କ ଘରକୁ ବହୁତ ସୁନ୍ଦର ଭାବେ ସଜାଇଛନ୍ତି । ଏହାଛଡା ସେ ତାଙ୍କ ଘରକୁ ସୁନ୍ଦର ଡିଜାଇନରେ ଡେକୋରେଟ କରିଛନ୍ତି ।

୨- “ପ୍ରୀତ କୌର” : ଏହି ସିରିଏଲରେ ଆଦିତ୍ୟର ଭଉଣୀ ରୂପାଲି ଚରିତ୍ରରେ ପ୍ରୀତ କୌର ଅଭିନୟ କରୁଛନ୍ତି । ମୁମ୍ବାଇରେ ତାଙ୍କର ୨କୋଟି ୩୪ଲକ୍ଷ ଟଙ୍କାର ଘର ରହିଛି । ତାଙ୍କ ଘର ଭିତରେ ପରିବାର ଲୋକଙ୍କ ପସନ୍ଦ ଅନୁଯାୟୀ ଡେକୋରେଟ କରାଯାଇଛି । ତାଙ୍କ ଘର ବାହାରେ ବହୁତ ସୁନ୍ଦର ଗାର୍ଡେନ ଓ ପାର୍କିଂ ପ୍ଲେସ ମଧ୍ୟ ରହିଛି ।

୩- “ଗାଶ୍ମୀର ମହାଜନେ” : ଏହି ସିରିଏଲର ମୁଖ୍ୟ ଚରିତ୍ରରେ ଆଦିତ୍ୟ ଭୂମିକାରେ ଗାଶ୍ମୀର ମହାଜନେ ନଜର ଆସିଛନ୍ତି । ମୁମ୍ବାଇରେ ତାଙ୍କର ୩କୋଟି ଟଙ୍କାର ଘର ରହିଛି ଯାହାର ଡିଜାଇନ ତାଙ୍କ ପସନ୍ଦ ଅନୁଯାୟୀ କରାଯାଇଛି । ଏହାଛଡା ତାଙ୍କ ଘର ଭିତରେ ଛୋଟ ସିନେମା ହଲ ରହିବା ସହ ଘରେ ଥିବା ଫର୍ନିଚର ସବୁ ଘରର ସୁନ୍ଦରତାକୁ ଚାରଚାନ୍ଦ ଲଗେଇ ଦଉଛି ।

୪- “ସିମ୍ବଲ ତଉକିନ” : ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ଭାବେ ଇମଲି ଭୂମିକାରେ ସିମ୍ବଲ ତଉକିନ ଅଭିନୟ କରୁଛନ୍ତି । ମୁମ୍ବାଇରେ ତାଙ୍କର ୩କୋଟି ୫୦ହଜାରର ଘର ରହିଛି ଯାହାର ଡେକୋରେଟ ଖୁବ ସୁନ୍ଦର ଭାବେ କରାଯାଇଛି । ତାଙ୍କ ଘରର ଆଉଟ ଲୁକ ମଧ୍ୟ ବହୁତ ସାନଦାର ହୋଇଛି ।

୫- “ମୟୂରୀ ଦେଶମୁଖ” : ଏହି ସିରିଏଲର ଆଦିତ୍ୟଙ୍କ ସ୍ତ୍ରୀ ଚରିତ୍ରରେ ମୟୂରୀ ଦେଶମୁଖ ଅଭିନୟ କରୁଛନ୍ତି । ତାଙ୍କର ମୁମ୍ବାଇରେ ଏକ ଆଲିଶାନ ଘର ରହିଛି ଯେଉଁଥିରେ ସେ ତାଙ୍କ ପୁରା ପରିବାର ସହ ରହୁଛନ୍ତି । ତାଙ୍କ ଘରର କାନ୍ଥ ସବୁ ଫୁଲରେ ବହୁତ ଭଲ ଭାବେ ସଜା ଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ