କେବଳ ଏହି ୨ ଟି ଜିନିଷ ଗରମ କରି ଲଗେଇ ନିଅନ୍ତୁ, ଗଣ୍ଠି ଦରଜ (Joint Pain), Arthritis 99 % ଭଲ ହେଇଯିବ- Health Tips

ବନ୍ଧୁଗଣ, ଯଦି ଆପଣଙ୍କୁ ଚଲାବୁଲା କରିବା ସମୟରେ ଅଥବା ବସାଉଠା କରିବା ସମୟରେ ଆପଣଙ୍କ ଆଁଠୁ ରେ ବ୍ୟଥା ହେଉଅଛି, ଅଥବା ତାହା ଫୁଲି ଯାଉଅଛି ତେବେ, ଏହି ଦୁଇଟି ଘରୋଇ ଚିକିସ୍ୟା ଦ୍ଵାରା ଆପଣ ସଂପୂର୍ଣ୍ଣ ରୂପେ ଆରମ ପାଇ ପାଇପାରିବେ । ବନ୍ଧୁଗଣ ଆସନ୍ତୁ ତେବେ ଜାଣିବା ସେହି ୨ ଟି ଜିନିଷ କଣ ? ବନ୍ଧୁଗଣ ଆମ ଗୋଡରେ ଗ୍ରୀସ ନାମକ ପଦାର୍ଥ ରହିଥାଏ । ଏହା ଆଁଠୁ ରେ ରହିଥାଏ । ଗ୍ରୀସ ର ଅଭାବ ହେଲେ ଆଁଠୁ ଦରଦ ତଥା ଚାଲିବାରେ ଅସୁବିଧା ହୋଇଥାଏ ।

ବନ୍ଧୁଗଣ ଏହି ଅଭାବ ସାଧାରଣତ ବୃଦ୍ଧ ଲୋକଙ୍କ ଠାରେ ଦେଖାଯାଇଥାଏ । ଏହା ବ୍ଯତୀତ ଯଦି ଶରୀରର ଓଜନ ଅତ୍ୟଧିକ ରହିଥାଏ ତେବେ ମଧ୍ୟ ଆଁଠୁ ସମସ୍ଯା ଦେଖାଯାଇଥାଏ ।

୧- ଯଦି ଆପଣଙ୍କ ଆଁଠୁ ବ୍ୟଥା ଦିନକୁ ଦିନ ବଢୁଅଛି ତେବେ ଆପଣ ଏହି ଉପାୟଟି କରନ୍ତୁ । ଆପଣ ପ୍ରଥମେ ଗୋଟିଏ ଆଲୋଭେରା ର ବଡ ପତ୍ରଟିକୁ ନିଅନ୍ତୁ । ତାହାର ଭିତରି ଭାଗରେ ଥିବା ତତ୍ଵ କୁ ଗୋଟିଏ ପାତ୍ର ରେ ବାହାର କରି ନିଅନ୍ତୁ । ଏହାକୁ ଭଲ ଭାବରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ କିଛି ହଳଦୀ ଗୁଣ୍ଡ ନିଅନ୍ତୁ । ଯଦି ୫୦ ଗ୍ରାମ ଆଲୋଭେରା ରହିଅଛି ତେବେ ସେଥିରେ ୨୫ ଗ୍ରାମ ହଳଦୀର ପାଉଡର ମିଶାଇ ଦିଅନ୍ତୁ ।

ଏହାପରେ ଏହାକୁ ତାୱା ରେ ହାଲକା ଗରମ କରି ଦିଅନ୍ତୁ । ଗରମ କରିସାରିବା ପରେ ଏହି ପେଷ୍ଟ କୁ ନିଜ ଆଁଠୁ ରେ ଲଗାଇ ଦିଅନ୍ତୁ । ଏହାପରେ ପେଷ୍ଟ ଲଗାଇଥିବା ଜାଗାରେ ଗୋଟିଏ କଟନ କପଡା ବାନ୍ଧି ଦିଅନ୍ତୁ । ଏହାକୁ ଗୋଟିଏ ରାତି ବାନ୍ଧିକି ଏହିପରି ରଖନ୍ତୁ । ଆପଣ ନିଜେ ଧୀରେ ଧୀରେ ଅନୁଭବ କରି ପାରିବେ ଆପଣଙ୍କୁ ବହୁତ ଆରାମ ମିଳିବ ।

୨- ଯଦି ଆପଣଙ୍କ ଆଁଠୁରେ ଅନେକ ସମୟ ଧରି ଦରଦ ରହିଆସୁଅଛି । ତେବେ ଆପଣ ଆପଣଙ୍କ ଶରୀରରେ ଭିଟାମିନ ର ପରୀକ୍ଷଣ ନିଶ୍ଚିତ କରାଇ ନିଅନ୍ତୁ । ଖାସ କରି ଭିଟାମିନ-D ଏବଂ କ୍ୟାଲସିୟମ,- ଏହି ଦୁଇଟି ଭିଟାମିନ ର ଅଭାବ ହେବା ଦ୍ଵାରା ଶରୀରର ହାଡ କମ୍ଜୋର ହୋଇଯାଇଥାଏ । ଯଦି ଆପଣଙ୍କ ବୟସ ୪୦ ରୁ ଅଧିକ ହୋଇଅଛି ତେବେ, ଆପଣ ପାନରେ ଖାଉଥିବା ଚୂନ କୁ ନିଶ୍ଚୟ ସେବନ କରନ୍ତୁ । ଏହାକୁ ଆପଣଙ୍କୁ ୧ ଗ୍ରାମ ମାତ୍ରାରେ ନେବାକୁ ଅଛି । ଚୂନା କୁ କାଲସିୟମ କାର୍ବୋନେଟ ମଧ୍ୟ କୁହାଯାଇଥାଏ ।

ଏହାକୁ ବ୍ୟବହାର କାଲେ ଆପଣଙ୍କ ଶରୀରରେ ଥିବା କାଲସିୟମ ର ଅଭାବ ଦ୍ରୁତ ଗତିରେ ପୂର୍ଣ୍ଣ ହୋଇଥାଏ । ଏହାସହିତ ଏଥିରେ ଆଲ୍କାଲାଇନ ରହିଥାଏ, ଏହା ଶରୀରରେ ବଢୁଥିବା ଏସିଡ ତଥା ବାଟ କୁ କମ କରିଥାଏ । ସପ୍ତାହକୁ ୩ ଥର ୧ ଗ୍ରାମ ଖାଇବା ଚୂନ କୁ ଗରମ ପାଣି ସାହାଯ୍ୟରେ ଅଥବା ଦହି ସାହାଯ୍ୟରେ ଏହାକୁ ମିଶାଇ ଏହାକୁ ସେବନ କରନ୍ତୁ । ବନ୍ଧୁଗଣ ଏହାକୁ ଠାରେ ପ୍ରୟୋଗ କରି ଦେଖନ୍ତୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।