ଆଜିର ରାଶିଫଳ, 16 ଜାନୁଆରୀ 2021, ଶନିବାର, ମା ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଯଦି କୌଣସି ଜିନିଷ ଆରମ୍ଭ କରିବାକୁ ଚହୁଁଛନ୍ତି ତେବେ ଆଜି ବହୁତ ଭଲ ଦିନ ଅଟେ ।  ଯେଉଁ ଜିନିଷ କଳ୍ପନା କରିନଥିବେ ସେହି ଜିଣିଷ ପାଇବେ । ଯଦି ଆପଣ ଚାକିରି କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ବ୍ୟବସାୟରେ ଭଲ ଲାଭ ହେବ । ଆର୍ଥିକ ସମସ୍ୟା ଦୂରେଇଯିବ । ନିବେଶା କରିଥିବା ବିଦେଶ କମ୍ପାନୀରେ ଭଲ ଅର୍ଥ ମିଳିପାରେ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ଗ୍ରହ ଭଲ ଘରେ ଥିବା ହେତୁ ଆପଣଙ୍କୁ ପରିଣାମ ସ୍ୱରୂପ ବହୁତ ଭଲ ଜିନିଷ ମିଳିପାରେ ବା କୌନସି ଏକ ବଡ ସମାଧାନର ବାଟ ବାହାରି ଯାଇପାରେ ଯାହା ଫଳରେ ବହୁତ ଖୁସି ହେବେ ।

ବୃଷ

ଯେକୌଣସି କାମ କାଲେ ମଧ୍ୟ ଉପକୃତ ହେବ ଓ ପରିଶ୍ରମ କରିଥିବା ଫଳ ବେସୀ ଦିନ ଲାଗିବ ନାହିଁ ବହୁତ କମ ଦିନରେ ଲାଭ ପାଇଯିବେ ସଫଳତା ଆଜି ଆପଣଙ୍କ ହାତ ମୁଠାରେ ଅଛି ସେହିପରି ଲାଗିବ ଓ ଭାଗ୍ୟ ପୁରା ଆପଣଙ୍କର ଶାଠ ଦେବ । ଦୂରକୁ ଯିବାର ସୁଯୋଗ ମିଳିପାରେ ଓ ସେଥିରେ ଆଜି ଆପଣଙ୍କୁ ବହୁତ ଆନନ୍ଦ ମିଳିବ । ନିଜର ଜିଦି ଯୋଗୁ ଆଜି କୌଣସି ଜିନିଷ ହରାଇପାରନ୍ତି । ଯଦି ଆପଣଙ୍କର ଭିଷା ନାହିଁ ଆପଣ ଆଜି ଭିଷା ଆବେଦନ ଜରିବା ପାଇଁ ଯାଇପାରନ୍ତି ସେଥିରେ କୌଣସି ବାଧା ଆସିବା ନାହିଁ । ହଟାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଘର କାମ ନେଇ ଆଜି ପୁରା ଦିନ ବ୍ୟସ୍ତ ରହିବେ ।

ମିଥୁନ

କାର୍ଯ୍ୟ କ୍ଷେତ୍ରରେ କେହି ଜଣେ ବ୍ୟକ୍ତି ଆପଣଙ୍କୁ ଖାଲରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି ଆପଣ ଆଜି ଟିକେ ସତର୍କ ରହିବାକୁ ଚେଷ୍ଟା କରିବେ ନଚେତ ଅସୁବିଧା ହେବାର ଅଧିକ ସମ୍ଭାବନା ଅଛି । ଶରୀର ପୀଡା ଦେଖା ଦେଇପାରେ ସେଥିପାଇଁ ନିଜ ଶରୀର ଧ୍ୟନ ରଖନ୍ତୁ । ସ୍ଵାଦିଷ୍ଟ ଖାଇବା ଘରୁ କିମ୍ବା ବାହାରୁ ମିଳିପାରେ । ବହୁଦିନ ପୂର୍ବରୁ ଅପେକ୍ଷା କରିଥିବା କାର୍ଯ୍ୟ ପୂର୍ଣ ହୋଇଯିବାରୁ ଆଜି ବହୁତ ଖୁସି ରହିବେ ଓ ଏହା ଛଡା ଯେଉଁ ଜିନିଷ ପ୍ରତି ଡର ରହୁଥିଲା ଆଜି ସେହି ଜିନିଷକୁ ଡରିବା ଦରକାର ନାହିଁ । କାରଣ ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ । ବ୍ୟବସାୟରେ କିଛି ପରିବର୍ତନ ହେତୁ ଲାଭ ମିଳିପାରେ ।

କର୍କଟ

ଆଜି ପୁରା ଦିନ ବିଲାଶ ପୂର୍ଣ ରହିବା ସହିତ ଭଲରେ କଟିବ । ଯଦି ଆପଣ କିଛି ବସ୍ତୁ ବା ଯାନବାହାନ କିମ୍ବା ଘର କ୍ରୟ କରିବାକୁ ଚାହାନ୍ତି ଏହି ଦିନ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ବେକାର ଖର୍ଚରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ଏଥିରେ ଆପଣଙ୍କର ବହୁତ ଊର୍ଣ୍ଣତି ହେବ ।  କୌଣସି କାମ ଚିନ୍ତା ରହିବା ଫଳରେ ବହୁତ ବ୍ୟସ୍ତରେ ରହିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ । ସାଙ୍ଗ ସାଥି ବା ଘର ଲୋକଙ୍କ ସହ ମତଭେଦ ହୋଇପାରେ ।

ସିଂହ

ଯେଉଁ କାମରେ ବୃଦ୍ଧି ଚାହୁଞ୍ଚନ୍ତି ସେହିକାମ ଆଜି କରିପାରିବେ ସେଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ । ସେହି କାର୍ଯ୍ୟରୁ ଏପରି କିଛି ସୁଯୋଗ ମିଳିବ ଯାହା ଆପଣଙ୍କର ଭାଗ୍ୟ ବଦଳାଇ ଦେଇ ପାରେ ।ସ୍ୱାସ୍ଥ୍ୟରେ  ଆଜି ସାମାନ୍ୟ ପରିବର୍ତନ ଦେଖା ଦେଇପାରେ । ଟଙ୍କା ଦେବା ଓ ନେବା କାରବାରରେ ସତର୍କତା ଅବଲମ୍ବନ କରନ୍ତୁ । ଯାନ ବାହନ ଧୀରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଧକ୍କା ହେବାର ସମ୍ଭାବନା ଅଛି ।

କନ୍ୟା

ଆପଣ ଆଜି କିଛି ବଡ ନିସ୍ପତି  ନିଅନ୍ତୁ ନାହିଁ ବହୁତ ବଡ କ୍ଷତି ହୋଇପାରେ ନିଜ ଘର ଲୋକଙ୍କର କଥା ଅନୁଯାଇ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଦିନ ପୁରା ଆଜି ଶୁଭ ରହିବ କୌଣସି ଆସୁବିଧା ହେବ ନାହିଁ । ଆଜି ଶତ୍ରୁ ବିନାଶ ହେବେ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ କିଛି କରିପାରିବେ ନାହିଁ । ଯେହେତୁ ଆଧ୍ୟତ୍ମିକ ଲୋକ ଆପଣ ଅଟନ୍ତି ଓ ଦାନ ଧର୍ମ କରିବାକୁ ଭଲ ପାଇଁ ସେଥିପାଇଁ ସମସ୍ତେ ବହୁତ ମାନନ୍ତି । ଘରର କିଛି କାମକୁ ନେଇ ବହତୁ ବ୍ୟସ୍ତ ରହିପାରନ୍ତି । ଆପଣ ଆଜି କିଛି ବଡ ନିସ୍ପତି  ନିଅନ୍ତୁ ନାହିଁ ବହୁତ ବଡ କ୍ଷତି ହୋଇପାରେ ନିଜ ଘର ଲୋକଙ୍କର କଥା ଅନୁଯାଇ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା

କାର୍ଯ୍ୟ ସ୍ଥଳରେ ଅଧିକାରୀଙ୍କର ସାହାର୍ଯ୍ୟ ମିଳିବ । ଆଧ୍ୟତ୍ମିକ ଲୋକ ଅଟନ୍ତି ଓ ଦାନ ଧର୍ମ କରିବାକୁ ଭଲ ପାଇଁ ସେଥିପାଇଁ ସମସ୍ତେ ବହୁତ ମାନନ୍ତି । ଆଜି ପୁରା ଦିନ ମନ୍ଦିରରେ କଟିବ । ନୂଆ ବିଭା ହୋଇଥିବା ନାରୀ ଏବଂ ପୁରୁଷ ବହୁତ ଭଲରେ ଦିନ କଟିବ । ଯଦି ସନ୍ତାନର ଚିନ୍ତା ଥାଏ ସେ ଖୁସି ଖବର ଆପଣ ବହୁତ ଶୀଘ୍ର ପାଇ ପାରିବେ । ସେଥିପାଇଁ ସବୁବେଳେ ମାତା ଓ ପିତା ଙ୍କର ସେବେ କରନ୍ତୁ ଆଶ୍ରିବାଦ ମିଳିବ । ଘରେ ଆଜି ସମସ୍ତେ ବହୁତ ଖୁସିରେ ଦିନ କାଟିବେ । ବାଣିଜ୍ୟରେ ଭଲ ଲାଭ ବାନ ହେବେ । କିଛି ଖୁସି ଖବର ମିଳିପାରେ ।

ବିଚ୍ଛା

ନିଜ ଭିତରେ ଥିବା ଉର୍ଜା ଓ ବୁଦ୍ଧି ବଳରେ ବହୁତ କିଛି କାମ କରିପାରିବେ । ଆଜି ଆପଣଙ୍କୁ ଏମିତି କିଛି କାମ ମିଳିବ ଯାହା ପଛରେ ଆପଣ ପୁରା ଦିନ ଲାଗି ରହିବେ କାର୍ଯ୍ୟ ଠିକ ସମୟ ଭିତରେ ସରିବ ଓ ସେଥିରେ ବହୁତ ବଡ ସଫଳତା  ହାସଲ କରିବେ । ଯାହାକି ସମାଜରେ ଆପଣଙ୍କ ନାମ ଉଚା ହୋଇଯିବ ।  କୌଣସି କାରଣରୁ ମାନସିକ ଚାପ ରହିପାରେ । ଯାତ୍ରା ଆଜି ଆପଣଙ୍କର ସଫଳ ହେବ । କାଟୁ କଥା କାହାକୁ କୁହନ୍ତୁ ନାହିଁ । ଆପଣ ବହୁତ ସରଳ ହୋଇଥିବା ହେତୁ କେହି ଜଣେ ଆପଣଙ୍କର ସରଳତାର ଫାଇଦା ଉଠାଇ ପାରେ ।

ଧନୁ

ବହୁ ଦିନ ପୂର୍ବରୁ ଦେଇଥିବା ଟଙ୍କା ଏବେ ଫେରି ପାଇବେ କିନ୍ତୁ ଆପଣ ଆଜି କଟୁ କଥା କୁହନ୍ତୁ ନାହିଁ ଏହା କରିବା ଦ୍ଵାରା ହୁଅତ ଆପଣ ହଇରାଣ ହୋଇପାରନ୍ତି । କୌଣସି ଏକ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଆଜି ବହୁତ ଖୁସିରେ ଦିନ କଟିବ ଓ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯିବ । ଆଜି ଯିଏ ଯେତେବି ଆପଣଙ୍କୁ କହିଲେ ବି ଆଜି କାହାକୁ କିଛି କୁହନ୍ତୁ ନାହିଁ କହିବା ଦ୍ଵାରା ମାନ ହାନି ହୋଇପାରେ ତେଣୁ କରି ସେ ଜାଗା ଛାଡି ଆସନ୍ତୁ ଭାରି ।

ମକର

ବହୁତ ଦିନରୁ ପଡିରହିଥିବା କାମ ଏବେ ଖୁବ ଶୀଘ୍ର ପୂର୍ଣ ହୋଇଯିବ ସେଥିରେ ଟିକେ ସଦେହ ନାହିଁ । ବ୍ୟବସାୟରେ ଆଜି କରିଥିବା ପରିଶ୍ରମ ଅନୁସାରେ ଫଳ ପାଇବେ । ଘରେ ଆପଣଙ୍କ ବଡ ଭାଇ ସହିତ ପାଟିତୁଣ୍ଡ ହୋଇପାରେ । ମାତା ଓ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ ଆଜି ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ତ୍ରୁଟି ଦେଖା ଦେଇପାରେ । ଆଜି ତାଙ୍କର ଧ୍ୟନ ରଖନ୍ତୁ କାରଣ ପଡିଯାଇ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ଅଛି । ସାମାଜିକ ସ୍ତଳରେ ଆପଣଙ୍କର ନାଁ ବଢିବା ସହିତ କୌଣସି ଲୋକ ଆଜି ଆପଙ୍କର ସହଯୋଗ କରିପାରେ । ହଠାତ ଧନ ମିଳିବାର ସମ୍ଭାବନା ଅଛି । ରାଜସ୍ଵ କାମ ବା କେନ୍ଦ୍ରର କାମ ଆପଣଙ୍କୁ ପୁରା ସହଜରେ ମିଳିଯିବ ଯାହାକି ଆପଣ ଭାବିନଥିବେ ସେହି ଜିନିଷ ଆପଣଙ୍କୁ ମିଳିବ । ଘରେ ଆଜି ଏକ ଭଲ କାମ କରିବା ହେତୁ ବହୁତ ପ୍ରଶଂସା ପାଇବେ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ । ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ବିପରୀତ ପରିଣାମ ଭୋଗିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କେହି ଜଣେ ଆପଣଙ୍କୁ ଖାଲରେ ପକାଇବା ପାଇଁ ଚହୁଁଛନ୍ତି ତେଣୁ କରି ସତର୍କ ହୋଇ ଚଳନ୍ତୁ । ଯଦି ଆଜି ଜାଗା ବିକ୍ରୟ ବା କ୍ରୟରେ ସାବଧାନ ରୁହନ୍ତୁ । ପିଲାମାନଙ୍କର ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ଆଜି ସେମାନେ ବଡ ଚିନ୍ତାରେ ପକାପାରନ୍ତି । ପରିବାରର କାମରେ ଆଜି ବାହାରକୁ ଯାଇପାରନ୍ତି । ବିଦେଶ ଯାତ୍ର ଭଲରେ କଟିବ ଓ ସେଥିପାଇଁ ଆପଣ ଆଜି ବହୁତ ଆନନ୍ଦିତ ରହିବେ ।

ମୀନ

ଚାକିରି କ୍ଷେତ୍ରରେ ବହୁତ ଭଲରେ ଦିନ କଟିବ କେହି ଜଣେ ଚାକିରୀରେ ସାହାର୍ଯ୍ୟ କରିପାରେ ଯାହା ଦ୍ଵାରା ଆପଣଙ୍କ କାର୍ଯ୍ୟ ବହୁତ ଶୀଘ୍ର ସରିଯିବ । ଉପର ଅଧିକାରୀ ମାନଙ୍କ ଠାରୁ ଆଜି ପୁରା ସହଯୋଗ ମିଳିବ କିନ୍ତୁ ଏହାପର ମଧ୍ୟ ଆପଣ ତାଙ୍କ ସହ ମିସିକି ରହିବା ପାଇଁ ଚେଷ୍ଟା କରନ୍ତୁ । ସେ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବହୁତ ସାହାର୍ଯ୍ୟ କରିବେ । ହଠାତ ଧନ ମିଳିପାରେ । ଆର୍ଥିକ ସମସ୍ଯା ଦୂରେଇଯିବ । ଶରୀରରେ ଫୁରତି ଅନୁଭବ କରିବେ ଆଜି କୌଣସି ଦିଗରୁ ସାହର୍ଜ୍ୟ ପାଇବେ ଯାହାକି ଆପଣ ଭାଗ୍ୟକୁ ପୁରା ବଦଳାଇ ଦେବ ସେଥିରେ ଆପଣ ବହୁତ ଖୁସି ରହିବେ । ବ୍ୟବସାୟରେ ବହୁତ ଲାଭ ହେବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।