ଯେବେ ହଟ ଶାଢୀ ପିନ୍ଧି ଲଜ୍ଜିତ ହେଲେ Kajol, ପବ୍ଲିକରେ ଦେଖେଇଲେ ସବୁ କିଛି

ବହୁତ ଥର ବଲିଉଡ ଅଭିନେତ୍ରୀ ବୋଲ୍ଡ ଏବଂ ଗ୍ଲାମର ଦେଖାଯିବା ପାଇଁ ଏହା ଭୁଲିଯାଇଥାନ୍ତି କି ତାଙ୍କ ଉପରେ କେଉଁ ପ୍ରକାରର ଡ୍ରେସ ସୁଟ କରିବ ଏବଂ ସେ କେଉଁ ପ୍ରକାରର ଆଉଟଫିଟ ରେ ସୁନ୍ଦର ଦେଖାଯିବେ । କିନ୍ତୁ ଯେତେବେଳେ କୌଣସି ଅଭିନେତ୍ରୀ ନିଜ କମ୍ଫର୍ଟ ଜୋନ ରୁ ବାହାରି କୌଣସି ଡ୍ରେସ ପିନ୍ଧିଥାନ୍ତି ସେତେବେଳେ ସେ ଉପ୍ପ ମୋମେଣ୍ଟ ର ଶିକାର ହୋଇଥାନ୍ତି ଏବଂ କନ୍ତ୍ରୋଭର୍ସି ର ଶିକାର ହୋଇଥାନ୍ତି । ଏନବିଟି ଉତ୍ସବ ଆୱାର୍ଡ଼ ୨୦୧୯ ରେ ଅଭିନେତ୍ରୀ କାଜଲ ଲାଇଟ କଲର ର ପ୍ୟାଣ୍ଟସୁଟ ରେ ନଜର ଆସିଥିଲେ ।

ଏବଂ ଲାଇଟ ମେକ ଅପ ସହିତ କାଜଲ ହାଇ ପୋନିଟେଲ ବନେଇଥିଲେ ଯୋଇଥିରେ ସେ ବହୁତ ସୁନ୍ଦର ଦେଖଯାଉଥିଲେ । କାଜଲ ନିଜେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫ୍ୟାନସ ମାନେ ତାଙ୍କ ଫଟୋ ଦେଖି ତାଙ୍କର ବହୁତ ତାରିଫ ମଧ୍ୟ କରିଥିଲେ । କିନ୍ତୁ ସବୁବେଳେ ଶାଢ଼ୀ ଏବଂ ସୁନ୍ଦର ଦେଖଯାଉଥିବା କାଜଲ ହଠାତ ଏମିତି ବୋଲ୍ଡ ଡ୍ରେସ ପିନ୍ଧିବାରୁ ଟ୍ରୋଲର ମାନଙ୍କ ଶିକାର ମଧ୍ୟ ହୋଇଥିଲେ ।

ଏହି ଡ୍ରେସ ର ପ୍ଲଞ୍ଜିଂ ନେକଲାଇନ ସମସ୍ତଙ୍କ ନଜର କାଜଲ ଙ୍କ ଆଡ଼କୁ ଟାଣି ନେଇଥିଲା । ନେକ ଲାଇନ କାରଣରୁ କାଜଲ ଙ୍କ କ୍ଲିଭେଜ ବହୁତ ବେଶି ଦେଖାଯାଉଥିଲା । କାଜଲ ଙ୍କୁ ତାଙ୍କ ଡ୍ରେସ ଟିକେ ଅଖାଡୁଆ ଲାଗିଥିଲେ ସେତେବେଳେ ସେ ଜଲ୍ଦୀ ନିଜର ଇନ୍ତରଭିଉ ସରାଇ ଚାଲିଯାଇଥିଲେ । ଟ୍ରୋଲର ମାନେ କାଜଲ ଙ୍କ ଝିଅ ନୟାସା ଙ୍କ ବିକିନୀ ଫଟୋ କୁ ମଧ୍ୟ ଟ୍ରୋଲ କରିଥିଲେ ।

କାଜଲ ଏବଂ ନୟାସା ଦେଭଗନ ଫ୍ୟାସନ ମାଲାଳରେ ବହୁତ ବୋଲ୍ଡ ଅଟନ୍ତି । ନୟାସା ନିଜ ବିରୁଦ୍ଧରେ କନ୍ତ୍ରୋଭର୍ଶି ସ୍ତୃଷ୍ଟି କରିବାରେ କେବେ ମଧ୍ୟ ପଛାନ୍ତି ନାହିଁ । ସେ ସବୁବେଳେ ମିଡ଼ିଆ ସାମ୍ନାରେ ନିଜ ମା କାଜଲ ସହିତ ଝଗଡ଼ା କରିବାରେ କେବେ ମଧ୍ୟ ପଛାନ୍ତି ନାହିଁ । ଯେଉଁ କାରଣରୁ ସେ ସବୁବେଳେ ଟ୍ରୋଲ ର ଶିକାର ହୋଇଥାନ୍ତି । ନୟାସା ନିଜ ଅବିବାହିକ ଙ୍କ ଠାରୁ ଅଲଗା ବାଙ୍ଗାଲୋର ରେ ରହୁଛନ୍ତି ।

ସେ ସେଠାରେ ପାଠ ମଧ୍ୟ ପଢୁଛନ୍ତି । ନୟାସା ସବୁବେଳେ ନିଜ ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଥିବାର ଦେଖିବାକୁ ମିଳିଥାଏ । ଏହି ଖବର ମଧ୍ୟ ସାମ୍ନାକୁ ଆସିଥିଲା କି ନୟାସା ନିଜ ମା କାଜଲ ଙ୍କ ପରି ସ୍କିନ ଟ୍ରିଟମେଣ୍ଟ କରୁଛନ୍ତି । ଯେମିତିକି ସେ ଜଲ୍ଦୀ ଗୋରୀ ହୋଇଯିବେ । ନୟାସା ନିଜର କ୍ୟାରିଅର ରେ ଆଗକୁ ବଢ଼ୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।