ଦୀପିକା କହିଲେ ରଣବୀରଙ୍କ କଳା ସତ, କହିଲେ – ମୁଁ ତାଙ୍କୁ ରଙ୍ଗେ ହାତ ଧରି ନେଇଥିଲି, କିନ୍ତୁ ମୋ ପାଇଁ ଶାରୀରିକ ସମ୍ପର୍କ…

ବଲୀଉଡରେ ବର୍ତ୍ତମାନ ସମୟରେ ସବୁଠୁ ସଫଳ ଓ ହିଟ ଅଭିନେତ୍ରୀ ଅଟନ୍ତି ଦୀପିକା ପାଦୁକୋଣ । ବର୍ଷ ୨୦୦୭ରେ ଅଭିନେତା ଶାହରୁଖ ଖାନଙ୍କ ସହିତ ଫିଲ୍ମ ଓମ ଶାନ୍ତି ଓମରୁ ବଲୀଉଡରେ ଗୋଡ ରଖିଥିବା ଦୀପିକା ପାଦୁକୋଣ ବଲୀଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ହିଟ ଫିଲ୍ମ ବି ଦେଇସାରିଛନ୍ତି ଓ ଏହା ଜାରି ଅଛି । ଦୀପିକା ପାଦୁକୋଣ ନିଜର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ଜନ୍ମ ତାରିଖ ୫ ଜାନୁଆରୀ ୧୯୮୬ରେ ଡେନମାର୍କରେ ହୋଇଥିଲା । ବର୍ତ୍ତମାନ ସମୟରେ ଦୀପିକା ପାଦୁକୋଣ ହିନ୍ଦୀ ସିନେମାର ସବୁଠୁ ଚର୍ଚିତ ଓ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଦୀପିକା ପାଦୁକୋଣ ନିଜର ଫିଲ୍ମ ଓ ନିଜର ଭଲ ଅଭିନୟ ସହିତ ନିଜର ପର୍ସନାଲ ଲାଇଫକୁ ନେଇ ବି ପ୍ରାୟତଃ ଚର୍ଚାରେ ରହିଥାନ୍ତି । ଆପଣ ସମସ୍ତେ ଜାଣିଛନ୍ତି କି ଦୀପିକା ପାଦୁକୋଣ ବର୍ଷ ୨୦୧୮ରେ ଦମଦାର ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଥିଲେ । ଦୁଇ ଜଣ ଏକତ୍ରିତ ବହୁତ ଫିଲ୍ମରେ କାମ ମଧ୍ୟ କରିଛନ୍ତି ଓ ବିବାହ ପୂର୍ବରୁ ଦୁଇ ଜଣଙ୍କ ଅଫେୟାର ବି ଥିଲା । କିନ୍ତୁ ଦୀପିକାଙ୍କ ନାଁ ରଣବୀର ସିଂହଙ୍କ ଛଡା ଅନ୍ୟ କେତେକ ଅଭିନେତାଙ୍କ ସହ ବି ଯୋଡିସାରିଛି ।

ତାଙ୍କର ସବୁଠୁ ଅଧିକ ଚର୍ଚିତ ଅଫେୟାର ଥିଲା ଅଭିନେତା ରଣବୀର କପୁରଙ୍କ ସହିତ । ରଣବୀର କପୁରଙ୍କ ବ୍ରେକଅପ ପରେ ଦୀପିକା ପାଦୁକୋଣଙ୍କୁ ବହୁତ ବଡ ଝଟକା ଲାଗିଥିଲା ଓ ସେ ଡିପ୍ରେଶନର ବି ଶିକାର ହୋଇଥିଲେ । ଥରେ ଦୀପିକା ଏକ ସାକ୍ଷାତକାରରେ ରଣବୀର କପୁରନ ନାଁ ନ ନେଇ ବ୍ରେକଅପ ବିଷୟରେ କହିଥିଲେ । ସେ ରଣବୀର କପୁରଙ୍କୁ ଟାର୍ଗେଟ କରି ତାଙ୍କୁ ବ୍ରେକଅପ ପାଇଁ ଦୋଷୀ ଓ ଦାୟୀ ବୋଲି ବି କହିଥିଲେ । ଦୀପିକା ଏହା ବି କହିଥିଲେ କି ସେ ରଣବୀରଙ୍କୁ ଅନ୍ୟ ଏକ ଝିଅ ସହିତ ସାମ୍ନା ସାମ୍ନି ଧରିଥିଲେ ।

ଏହା ସତ୍ବେ ବି ସେ ତାଙ୍କୁ କ୍ଷମା କରି ଦେଇଥିଲେ । କିନ୍ତୁ ସେ ଭୁଲ କରି ଚାଲିଲେ ଓ ଶେଷରେ ତାଙ୍କର ସହିବାର ସୀମା ପାର ହୋଇଗଲା । ଏହା ପରେ ଦୀପିକା ଆଗକୁ କହିଲେ କି ସେ ରଣବୀର କପୁରଙ୍କ ଠାରୁ ଅଲଗା ହୋଇଯିବାର ନିଷ୍ପତି ତାଙ୍କ ପାଇଁ ସଠିକ ପ୍ରମାଣିତ ମଧ୍ୟ ହୋଇଛି । କହିଦେଉଛୁ କି ରଣବୀର କପୁରଙ୍କ ଠାରୁ ଅଲଗା ହେବା ପରେ ଦୀପିକା ରଣବୀର ସିଂହଙ୍କ ପାଖାପାଖି ଆସିଥିଲେ । ଥରେ ଏକ ସାକ୍ଷାତକାରରେ ଦୀପିକା ପାଦୁକୋଣ କହିଥିଲେ କି ସେ ପ୍ରଥମେ ଧୋଖା ଦେଲେ ଓ ଏହା ପରେ ସେ ତାଙ୍କୁ କ୍ଷମା ମାଗିଲେ ।

ଦୀପିକା ଆଗକୁ କହିଲେ କି ମୋ ପାଇଁସେକ୍ସର ଅର୍ଥ କେବଳ ଶାରୀରିକ ସମ୍ପର୍କ ରଖିବା ନୁହେଁ ଏହା ସହିତ ଆପଣଙ୍କ ଇମୋଶନ ବା ମନବି ମିଶିବା ଜରୁରୀ ହେଇଥାଏ । ମୁଁ ଯେତେବେଳେ ବି ଯାହାକୁ ଭଲ ପାଇଛି ତାକୁ କେବେ ବି ମୁଁ ଧୋଖା ଦେଇ ନାହିଁ । ମୁଁ ଏତେ ବୋକା ଥିଲି କି ମୁଁ ନତାକୁ ଦ୍ଵିତୀୟ ଥର ଚାନ୍ସ ଦେଇଥିଲି, କିନ୍ତୁ ଯେତେବେଳେ କି ମୁଁ ତାକୁ ସାମ୍ନା ସାମ୍ନି ଧରିଥିଲି ।

ଆଗାକୁ ଦୀପିକା କହିଲେ କି, ପରେ ସେ ମୋତେ ଭିକ ମାଗି ଥିଲା ଓ ଗୁହାର ବି ହୋଇଥିଲା, କିନ୍ତୁ ଏହା ମୋର ବୋକାମୀ ଥିଲା । ବ୍ରେକଅପ ପରେ ମୋତେ ଏହି ସବୁ ଜିନିଷରୁ ବାହାରିବା ପାଇଁ ବହୁତ ସମୟ ବି ଲାଗିଲା । ସେ ଯେତେବେଳେ ମୋତେ ପ୍ରଥମ ଥର ଧୋଖା ଦେଇଥିଲେ ସେତେବେଳେ ମୋତେ ଲାଗିଲା କି ସେ ରିଲେଶନଶିପରେ କିମ୍ବା ମୋ ମଧ୍ୟରେ କିଛି ଅସୁବିଧା ଅଛି । କିନ୍ତୁ ଯେତେବେଳେ ଧୋଖା ଦେବାର କାହାର ଅଭସ୍ୟା ଅଛି ତେବେ ସେ ଏହା ହିଁ କରିବ ।’

ଦୀପିକା ବ୍ରେକଅପ ବିଷୟରେ ଆଗକୁ କହିଲେ କି, ମୁଁ ନିଜର ରିଲେଶନଶିପରେ ବହୁତ କିଛି ଦେଇଛି, କିନ୍ତୁ ମୋତେ କିଛି ବି ମିଳି ନାହିଁ । ଯେତେବେଳ ରିଲେଶନଶିପରେ ଧୋଖା ମିଳେ ତେବେ ସେଥିରୁ ଇଜ୍ଜତ ଓ ବିଶ୍ଵାସ ଚାଲିଯାଏ । ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ରଣବୀର ସିଂହ ଓ ଦୀପିକା ପାଦୁକୋଣ ଆସନ୍ତା ଫିଲ୍ମ ‘୮୩’ରେ ନଜର ଆସିବେ । ଯେଉଁଥିରେ ରଣବୀର ସିଂହ କପିଲ ଦେବେ ଯେତେବେଳେ କି ଦୀପିକା କପିଲ ଦେବଙ୍କ ପତ୍ନୀଙ୍କ କିରଦାରରେ ନଜର ଆଶିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।