ସାଉଥ ଇଣ୍ଡଷ୍ଟ୍ରି ର ଫେମସ Actor ମାନଙ୍କର ଏହା ହେଲା ରିଅଲ ଲାଇଫ ବାପା-ଝିଅ ଯୋଡି

ବଲିଉଡ ଭଳି ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରୁଥିବା କଳାକାର ମାନେ ନିଜର ପର୍ଫୋମାଂସ ପାଇଁ ବେସ ଲୋକପ୍ରିୟ ହୋଇ ପାରିଛନ୍ତି । ଏହି କଳାକାର ମାନେ ନିଜର ଷ୍ଟାଇଲିସ, ସ୍ମାର୍ଟନେସ, ଲୁକିଙ୍ଗ ଓ ପର୍ଶନାଲିଟି ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପଡ଼ିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନକ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ରିୟଲ ଲାଇଫରେ ବାପା ଓ ଝିଅ ଅଟନ୍ତି । ୧- “ମହେଶ ବାବୁ” : “ସ୍ପାଇଡ଼ର” “ବିଜନେସ ମ୍ୟାନ” ଓ “ଅତିଥି” ଭଳି ସୁପର ଡୁପର ଫିଲ୍ମରେ କାମ କରି ଅଭିନେତା ମହେଶ ବାବୁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ତାଙ୍କ ଝିଅଙ୍କର ନାଁ ହେଉଛି ସୀତାରା ଯିଏ ବର୍ତ୍ତମାନ ୮ ବର୍ଷର ଅଟନ୍ତି ଓ ନିଜ ପାଠପଢା ଜାରି ରଖିଛନ୍ତି । ମହେଶ ଓ ତାଙ୍କ ଝିଅ ସୀତାରାଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ସିତାରା ନିଜ ପିତାଙ୍କୁ ବହୁତ ନଟଖଟ ଅନ୍ଦାଜରେ ମନୋରଞ୍ଜନ କରାନ୍ତି ।

୨- “ତମନା ଭାଟିୟା” : ସାଉଥ ଇଣ୍ଡଷ୍ଟ୍ରି ବ୍ଯତୀତ ବଲିଉଡରେ ମଧ୍ୟ ନିଜର ଅଭିନୟ ଜରିଆରେ ଅଭିନେତ୍ରୀ ତମନା ଭାଟିୟା ଫ୍ୟାମ୍ସ ହୋଇ ପାରିଛନ୍ତି । ଏହି ସୁନ୍ଦର ଅଭିନେତ୍ରୀଙ୍କ ପିତାଙ୍କ ନାଁ ହେଉଛି ସନ୍ତୋଷ ଭାଟିୟା ଯିଏ ଜଣେ ହୀରା ବ୍ୟବସାୟୀ ଅଟନ୍ତି । ଦୁହିଙ୍କ ମଧ୍ୟରେ ଭଲ ପାଇବା ରହିବା ସହ ବୁଝାମଣା ମଧ୍ୟ ରହିଛି । ତମନା ନିଜ ପିତାଙ୍କୁ ନିଜର ଆଦର୍ଶ ମାନେ କରନ୍ତି ।

୩- “ଜଗପତି ବାବୁ” : ସାଉଥ ଇଣ୍ଡଷ୍ଟ୍ରିରେ ଖଳନାୟକ ଭୂମିକାରେ ଅଭିନୟ କରି ଅଭିନେତା ଜଗପତି ବାବୁ ଖୁବ ଫ୍ୟାମ୍ସ ହୋଇ ପଡ଼ିଛନ୍ତି । ତାଙ୍କ ଝିଅଙ୍କ ନାଁ ହେଉଛି ମେଘନା ବାବୁ ଯିଏ ନିଜର ପାଠପଢା ଜାରି ରଖିବା ସହ ଅଭିନୟ ପ୍ରତି ଅଧିକ ଆଗ୍ରହୀ ଅଟନ୍ତି ।

୪- “ଅନୁଷ୍କା ସେଠୀ” : “ବାହୁବଲି” ଫିଲ୍ମରେ ଦେବସେନା ଭୂମିକାରେ ଅଭିନୟ କରି ଫ୍ୟାମ୍ସ ହୋଇଥିବା ସାଉଥ ଜଗତର ଅଭିନେତ୍ରୀ ଅନୁଷ୍କା ସେଠୀଙ୍କୁ କିଏ ନ ଜାଣିଛନ୍ତି । ତାଙ୍କ ପିତାଙ୍କର ନ ହେଉଛି ଏ ଏମ ବିତଲ ରେଡି ଯିଏ ଜଣେ ଡାକ୍ତର ଅଟନ୍ତି । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଦୁହେଁ ପରସ୍ପର ସହ ଟାଇମ ମଧ୍ୟ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ।

୫- “ରଜନୀକାନ୍ତ” : ସାଉଥ ଇଣ୍ଡଷ୍ଟ୍ରି ବ୍ଯତୀତ ବଲିଉଡରେ ନିଜର ଦମଦାର ପରିଚୟ ସୃଷ୍ଟି କରିଥିବା ଅଭିନେତା ରଜନୀକାନ୍ତଙ୍କୁ କିଏ ନ ଜାଣିଛନ୍ତି । ତାଙ୍କର ରିୟଲ ଲାଇଫ ଝିଅଙ୍କ ବିଷୟରେ କହିବାକାଉ ଗଲେ ତାଙ୍କର ଦୁଇଟି ଝିଅ ଅଛନ୍ତି । ଯାହାଙ୍କର ନାଁ ହେଉଛି ଐଶ୍ଵରୀୟା ଓ ସୌନ୍ଦର୍ଜ୍ୟ ରଜନୀକାନ୍ତ । ତାଙ୍କର ଦୁଇ ଝିଅ ଦେଖିବାକୁ ଯେତିକି ସୁନ୍ଦର ଠିକ ସେହିଭଳି ବାପା ଓ ଝିଅ ମଧ୍ୟରେ ବେଶ ଭଲ ବୁଝାମଣା ମଧ୍ୟ ରହିଛି ।

୬- “ଚାର୍ମି କୋର” : ସାଉଥ ଇଣ୍ଡଷ୍ଟ୍ରିରେ ସାଇଡ ରୋଲରେ ଅଭିନୟ କରୁଥିବା ଚାର୍ମି କୋର ଅଧିକାଂଶ ବୋଲ୍ଡ ଅନ୍ଦାଜରେ ନଜର ଆସନ୍ତି । ତାଙ୍କ ପିତାଙ୍କ ନାଁ ହେଉଛି ଯୁବରାଜ ସିଂ କୋର ଯିଏ ଜଣେ ବ୍ୟବସାୟୀ ଅଟନ୍ତି । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ତାଙ୍କ ପିତା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।