ସାବଧାନ! ଟୀକା ନାଁ ରେ ବୁଲିଛି ନକଲି ଆପ, ଡାଉନଲୋଡ କଲା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଏବେ ହିଁ ଜାଣି ରଖନ୍ତୁ

କୋରୋନାର ଦିତୀୟ ଲହର ଯୋଗୁ ଆଜି ପୁରା ବିଶ୍ବରେ ଭୟର ଆତଙ୍କ ଖେଳି ଯାଇଛି । କୋରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକ ମାନେ ନିଜର ଜି-ବ-ନ ହା-ରୁ-ଛ-ନ୍ତି ।

ଯାହା ଫଳରେ ସେମାନଙ୍କ ପରିବାର ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଗତ କିଛି ଦିନ ହେବ କୋରୋନା ଟୀକା ବା ଭ୍ଯାକ୍ସିନ ବାହାରିବା ପରେ କିଛି ମାତ୍ରାରେ ଆଶ୍ଵସ୍ତି ମିଳିଛି । ସେଥି ପାଇଁ ଏହି ଟୀକା କରଣ ଅନଲାଇନ ବୁକିଙ୍ଗ କରା ଯାଉଛି । କିନ୍ତୁ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚି ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜଣାଇବା ସେହି ଖବର କଣ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନେ ଭ୍ୟାକ୍ସିନ ପାଇଁ ଅନଲାଇନ ବୁକିଙ୍ଗ କରୁଛନ୍ତି ତେବେ ସେଥି ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । କାରଣ ସୂଚନା ଅନୁସାରେ କିଛି ନକଲି ଆପ ଖୋଲାଯାଇ ଭ୍ୟାକ୍ସିନ ବୁକିଙ୍ଗ କରା ଯାଉଛି । ଏପରି ହେବା ଦ୍ଵାରା ଆପଣଙ୍କର ବ୍ଯାଙ୍କ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ରହିଛି । ସରକାରଙ୍କ ଅନଲାଇନ ଆପ ଭଳି କିଛି ଠକ ଲୋକ ମାନେ ଏହି ନ-କ-ଲି ଆପ ତିଆରି କରିଛନ୍ତି ।

ଏହି ଆପ ଜରିଆରେ ଲୋକ ମାନଙ୍କୁ ସ୍ଲଟ ଦେବା ବାହାନରେ ଲୋକ ମାନଙ୍କୁ ନିଜ ଜା-ଲ-ରେ ଫ-ସା-ଉ ଛନ୍ତି । ଯେତେବେଳେ କୋରୋନା ମ-ହା-ମା-ରୀ ସମୟରେ ଟୀକା କାରଣ ଜାରି ରହିଛି ସେହି ସମୟରେ ଏହିଭଳି ନ-କ-ଲି ଆ-ପ ଖୋଲାଯାଇ ଲୋକ ମାନଙ୍କ ଟଙ୍କା ଲୁ-ଟ କରା ଯାଉଛି । କେନ୍ଦ୍ର ସରକାରଙ୍କ କୋଇନ ଆପ ଜରିଆରେ ଲୋକ ମାନେ ସ୍ଲଟ ବୁକିଙ୍ଗ କରି ଟୀକା ନେଉଛନ୍ତି ।

ଏହି ଫାଇଦାର ସୁଯୋଗ ନେଇ କିଛି ଠ-କ ଲୋକ ମାନେ ଏହାର ଖରାପ ବ୍ୟବହାର କରୁଛନ୍ତି ଯାହା ଫଳରେ ସାଧାରଣ ଜନତା ଠ-କା-ମି-ର ଶି-କା-ର ହେଉଛନ୍ତି । ଏହି ଆପରେ ଲୋକ ମାନଙ୍କୁ ମେସେଜ ମଧ୍ୟ ଆସୁଛି ଯେଉଁଥିରେ ଲିଙ୍କକୁ କ୍ଲିକ କରିଲେ ସ୍ଲଟ ବୁକିଙ୍ଗ ହୋଇଛି ବୋଲି ଲେଖା ଯାଉଛି । ଏହା ଦ୍ଵାରା ଆପଣଙ୍କର ମୋବାଇଲ ହ୍ୟା-କ ହେବା ସହ ବ୍ଯାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହେବାର ସମ୍ଭାବନା ଅଛି ।

ଯଦି ଆପଣ ମାନେ ଏହି ଆପରେ ବୁକିଙ୍ଗ କରିବେ ତେବେ ଆପଣଙ୍କର ଡାଟା ଚୋ-ରୀ ହେବାର ସମ୍ଭାବନା ରହିଛି । ଏହି ଲିଙ୍କକୁ ଏଣ୍ଡ୍ରାୟାଲ ମାଲବେୟାର କୁହାଯାଏ । ଅନଲାଉନରେ ଠକିବା କୌଣସି ନୂଆ କଥା ନୁହେ । ବିଭିନ୍ନ ଉପାୟରେ ଠକ ଲୋକ ମାନେ ଅନଲାଇନରେ ଆପ ଖୋଲି ଲୋକ ମାନଙ୍କୁ ତାଙ୍କର ଶି-କା-ର କରୁଛନ୍ତି । 

ତେଣୁ ଆପଣ ମାନେ ଯଦି ଅନଲାଇନରେ ସ୍ଲଟ ପାଇଁ ବୁକିଙ୍ଗ କରୁଛନ୍ତି ତେବେ ସାବଧାନର ସହ କରନ୍ତୁ । ନଚେତ ଆପଣ ମଧ୍ୟ ଏହି ଠ-କା-ମି-ର ଶି-କା-ର ହୋଇ ପାରନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।