ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିଲେ ତାହା ବଢିଥାଏ? ଏମିତି ଆହୁରି 31 GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଓ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ, ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।

୧- ସବୁଠାରୁ ପୁରୁଣା ପୁରାଣ କଣ ଅଟେ?

ଉ:- ମତ୍ସ୍ୟ ପୁରାଣ ।

୨- ମୁଖ୍ୟମନ୍ତ୍ରୀ ଙ୍କ ନିଯୁକ୍ତି କିଏ କରିଥାନ୍ତି?

ଉ:- ରାଜ୍ୟପାଳ ।

୩- ଅଜନ୍ତା ଗୁମ୍ଫା କେଉଁ ଠାରେ ଅଛି?

ଉ:- ମହାରାଷ୍ଟ୍ର ।

୪- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ?

ଉ:- ବାବର ।

୫- ଅନୁସନ୍ଧାନ ର ବର୍ଣନ କେଉଁ ବେଦରେ ରହିଛି?

ଉ:- ଅର୍ଥବବେଦ ।

୬- କ୍ଷୀର ମିଠା କେଉଁ କାରଣରୁ ଲାଗିଥାଏ?

ଉ:- ଲାକ୍ଟୋଜ ।

୭- ମହଲ ର ସହର କାହାକୁ କୁହାଯାଇଥାଏ?

ଉ:- କୋଲକାତା ।

୮- ନାବାର୍ଡ ର ମୁଖ୍ୟାଳୟ କେଉଁଠାରେ ଅଛି?

ଉ:- ମୁମ୍ବାଇ ।

୯- ବାଷ୍ପ ଇଞ୍ଜିନ ର ଆବିଷ୍କାର କିଏ କରିଥିଲେ?

ଉ:- ଜେମସ ୱାଟ ।

୧୦- ସବୁଠାରୁ ମହଙ୍ଗା ପ୍ରାଣୀ କିଏ ଅଟେ?

ଉ:- ରେସ ଘୋଡା ।

୧୧- ଶୂନ୍ୟ ର ସନ୍ଧାନ କିଏ କରିଥିଲେ?

ଉ:- ଆର୍ଯ୍ୟଭଟ୍ଟ ।

୧୨- ଭାରତ ର କେଉଁ ସହର ପାଣିରେ ବୁଡି ରହିଛି?

ଉ:- ଦ୍ଵାରିକା ନଗରି ।

୧୩- ଦୂରଦର୍ଶନ ର ପ୍ରଥମ ପ୍ରସାରଣ କେଉଁଠାରେ ହୋଇଥିଲା?

ଉ:- ଦିଲ୍ଲୀ ।

୧୪- କଳା ରଙ୍ଗର ହଂସ କେଉଁଠାରେ ଦେଖିବାକୁ ମିଳିଥାଏ?

ଉ:- ଅଷ୍ଟ୍ରେଲିଆ ।

୧୫- ଡାଇନାମାଇଟ ର ଆବିଷ୍କାର କିଏ କରିଥିଲେ?

ଉ:- ଅଲଫ୍ରେଡ ନୋବେଲ ।

୧୬- ଏସିଆ ର ସବୁଠାରୁ ଅଧିକ ଟିଣ ଉତ୍ପାଦିକ କେଉଁ ଦେଶ ଅଟେ?

ଉ:- ମାଲେସିଆ ।

୧୭- ବିଶ୍ଵ ଜନସଂଖ୍ୟା ଦିବସ କେବେ ପାଳନ କରାଯାଇଥାଏ?

ଉ:- ୧୧ ଜୁଲାଇ ।

୧୮- ଭାରତ ର ପବିତ୍ର ନଦୀ କିଏ ଅଟେ?

ଉ:- ଗଙ୍ଗା ନଦୀ ।

୧୯- ବଙ୍ଗଳା ର ବିଭାଜନ କେବେ ହୋଇଥିଲା?

ଉ:- ୧୯୦୫ ମସିହାରେ ।

୨୦- ଦେବତାଳ ହ୍ରଦ କେଉଁଠାରେ ଅଛି?

ଉ:- ଉତ୍ତରାଖଣ୍ଡ ।

୨୧- କେଉଁ ଦେଶ ପାଖରେ ଗୋଟେ ବି ପରମାଣୁ ଅସ୍ତ୍ର ନାହିଁ?

ଉ:- ଶ୍ରୀଲଙ୍କା ।

୨୨- ଭାରତରେ ପ୍ରଥମ ଥର ଜନଗଣନା କେବେ ହୋଇଥିଲା?

ଉ:- ୧୮୭୨ ମସିହାରେ ।

୨୩- ଉତ୍ସବ ର ନଗର କାହାକୁ କୁହାଯାଇଥାଏ?

ଉ:- ମଦୁରାଇ ।

୨୪- କେଉଁ ଦେଶରେ ସାପ ଦେଖିବାକୁ ମିଳିନଥାଏ?

ଉ:- ଆୟର୍ଲାଣ୍ଡ ।

୨୫- କେଉଁ ରଙ୍ଗରୁ ବ୍ଲଡ ପ୍ରେସର ବଢିଥାଏ?

ଉ:- ନାଲି ରଙ୍ଗ ।

୨୬- ପୁଷ୍କର ମେଳା ଭାରତ ର କେଉଁ ରାଜ୍ୟରେ ହୋଇଥାଏ?

ଉ:- ରାଜସ୍ଥାନ ।

୨୭- ଭାରତର ସବୁଠୁ ପ୍ରଥମ ରାଜ୍ୟ କେଉଁ ରାଜ୍ୟ ଅଟେ?

ଉ:- ବିହାର ।

୨୮- କବଡ୍ଡି କେଉଁ ଦେଶ ର ରାଷ୍ଟ୍ରୀୟ ଖେଳ ଅଟେ?

ଉ:- ବଙ୍ଗଳାଦେଶ ।

୨୯- ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିଲେ ତାହା ବଢିଥାଏ?

ଉ:- ପୋଖରୀ ।

୩୦- ବଲ୍ବ ଫିଲାମେଣ୍ଟ କେଉଁଥିରେ ତିଆରି ହୋଇଥାଏ?

ଉ:- ଟଙ୍ଗଷ୍ଟନ ।

୩୧- ଗୋଟେ ମହିଳାର 3 ଛୁଆ, ତାଙ୍କ ମଧ୍ୟରୁ ଅଧା ପୁଅ ଓ ଅଧା ଝିଅ, ତ କୁହନ୍ତୁ ଏହା କେମିତି ସମ୍ଭବ?

ସେହି ମହିଳା ଓ 3 ଛୁଆ ମିଶେଇ 4 ଜଣ

ସେମାନଙ୍କ ମଧ୍ୟରୁ 2 ପୁଅ ହେଲେ

ବାକି ସେ ମହିଳା ଆଉ ଝିଅକୁ ମିଶେଇଲେ 2 ଝିଅ ହେଲେ

ଯାହାକି ଅଧା ହେଲେ ପୁଅ ଓ ଅଧା ଝିଅ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।