Madhuri Dixitଙ୍କ ଦୁଇ ଭଉଣୀ ତାଙ୍କଠୁ ବି ବହୁତ ସୁନ୍ଦର, ଦେଖି ହେଇଯିବେ ଦିୱାନା

ବଲୀଉଡର ପ୍ରସିଦ୍ଧ ମାଧୁରୀ ଦୀକ୍ଷିତ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟ ଏବଂ ଡାନ୍ସର କୋଟି କୋଟି ଦିବାନା ଅଛନ୍ତି । ସେ ଆଜି ବି ଦର୍ଶକମାନଙ୍କର ପସନ୍ଦିତା ଅଭିନେତ୍ରୀ ଅଟନ୍ତି। ବଲୀଉଡରେ ୮୦ ଓ ୯୦ ଦଶକରେ ମାଧୁରୀ ଦୀକ୍ଷିତଙ୍କ ଜଳୱା ଦେଖିବାକୁ ମିଳୁଥିଲା । ସେହି ସମୟରେ ସବୁ ଅଭିନେତା ତାଙ୍କ ସହିତ କାମ କରିବା ପାଇଁ ସ୍ଵପ୍ନ ଦେଖୁଥିଲେ । ୧୯୮୪ରେ ମାଧୁରୀ ଦୀକ୍ଷିତ ଫିଲ୍ମ ଅବୋଧ ଜରିଆରେ ବଲୀଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଏହି ଫିଲ୍ମ ଅଧିକ ସଫଳ ହେଲା ନାହିଁ । ଏହା ପରେ ଫିଲ୍ମ ‘ତେଜାବ’ରେ ତାଙ୍କୁ ବଲୀଉଡରେ ଅସଲ ପରିଚୟ ମିଳିଲା । କିନ୍ତୁ ତାଙ୍କର କ୍ୟାରିୟରକୁ ସବୁଠୁ ବଡ ସଫଳତା ସେତେବେଳେ ମିଳିଲା ଯେତେବେଳେ ସେ ‘ହମ ଆପକେ ହେ କୌନ’ ଫିଲ୍ମରେ ନିଶାର ଅଭିନୟ କରିଲେ ।

ଏହି ଫିଲ୍ମ ସେହି ସମୟରେ ବଲୀଉଡର ପ୍ରଥମ ଏମିତି ଫିଲ୍ମ ଥିଲା ଯିଏ ବିଶ୍ଵରେ ସବୁଠୁ ଅଧିକ ଆୟ କରିଥିବା ବଲୀଉଡ ଫିଲ୍ମ ଅଟେ । କହିବାକୁ ଗଲେ ମାଧୁରୀ ଦୀକ୍ଷିତ ୧୫ ମେ ୧୯୬୮ରେ ମୁମ୍ବାଇର ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଶଙ୍କର ଦୀକ୍ଷିତ ଓ ମାତା ସ୍ନେହଲତା ଦୀକ୍ଷିତଙ୍କ ସ୍ନେହୀ ଝିଅ ମାଧୁରୀ ପିଲାଦିନୁ ଡାକ୍ତର ହେବା ପାଇଁ ଚାହୁଁଥିଲେ ।

କିନ୍ତୁ ଧୀରେ ଧୀରେ ସେ ବଲୀଉଡ ଦୁନିଆକୁ ଟାଣି ହୋଇ ଚାଲି ଆସିଲେ ଓ ଆଜି ସେ ବଲୀଉଡ ଦୁନିଆର ଜଣେ ବଡ କଳାକାର ଅଟନ୍ତି । ଯଦି ମାଧୁରୀ ଦୀକ୍ଷିତଙ୍କ ଭଉଣୀ ବିଷୟରେ କହିବା ତେବେ ତାଙ୍କ ଭଉଣୀଙ୍କ ନାମ ରୂପା ଓ ଭାରତୀ ଅଟେ । ମାଧୁରୀ ଦୀକ୍ଷିତଙ୍କ ଦୁଇ ଭଉଣୀ କଥକ ନୃତ୍ୟଶିଳ୍ପୀ ଅଟନ୍ତି । ତାଙ୍କର ଭଉଣୀ ରୂପା ଓ ଭାରତୀ ବର୍ତ୍ତମାନ ନିଜ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ମାଧୁରୀ ଦୀକ୍ଷିତଙ୍କ ପ୍ରତିଭା ସହିତ ତାଙ୍କୁ ତାଙ୍କର ପରିବାରର ବି ପୁରା ସହଯୋଗ ମିଳିଛି । ସିଲଭର ସ୍କ୍ରିନରେ ମାଧୁରୀ ଛାଇ ରହିଥାନ୍ତି କିନ୍ତୁ ପରଦା ପଛରେ ତାଙ୍କର ଭଉଣୀମାନେ ହିଁ ତାଙ୍କୁ ଅସଲ ସପୋର୍ଟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।