ଫଟୋରେ ସବୁଠୁ ପ୍ରଥମେ ଆପଣ କେଉଁ ପଶୁ ଦେଖିଲେ କୁହନ୍ତୁ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା

ବନ୍ଧୁଗଣ ସାଇକୋଲୋଜିଷ୍ଟ ଓ ନୋବେଲ ପୁରସ୍କାର ପ୍ରାପ୍ତ ବିଜୟି ରୋଜେଲ ଡେଭିସ ପେରି ମସ୍ତିଷ୍କ ଉପରେ ଏକ୍ସପେରିମେଂଟ କରି କହିଥିଲେ କି ମୁଣ୍ଡର ଦୁଇଟି ଅଂସ ଅଛି । ଅର୍ଥାତ ବାମ ପଟ ଓ ଡାହାଣ ପଟ ଅଲଗା ଅଲଗା ରୂପରେ କାମ କରିଥାଏ ଓ ଆପଣଙ୍କ ଚିନ୍ତା କରିବାର ଉପାୟ ଏହି ତଥ୍ୟ ଉପରେ ନିର୍ଭର କରିଥାଏ କି କେଉଁ ପକ୍ଷ ପ୍ରମୁଖ ଅଟେ । କହିବାକୁ ଗଲେ ଆଜି ଆମେ ଆପଣଙ୍କ ପାଇଁ କିଛି ଟେସ୍ଟ ନେଇ ଆସିଛୁ ।

ଏପରି କିଛି ଟେସ୍ଟ ଜରିଆରେ ଆପଣ ନିଜ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଏହି ଚିତ୍ରରେ ନଜର ପକାନ୍ତୁ ଓ କୁହନ୍ତୁ କି ଆପଣଙ୍କୁ ପ୍ରଥମେ କେଉଁ ପଶୁ ଦେଖା ଯାଉଛି । ଯଦି ଆପଣଙ୍କୁ ପ୍ରଥମେ ବାଘର ଚିତ୍ର ଦେଖାଯାଉଛି ତେବେ ଆପଣ ମସ୍ତିଷ୍କର ବାମ ପଟ ଅପେକ୍ଷା ଡାହାଣ ପଟ ଅଧିକ ସକ୍ରିୟ ଅଟେ ।

ଆପଣ ଜଣେ ବିସ୍ଲେସଣତ୍ମକ ବ୍ୟକ୍ତି ଅଟନ୍ତି । ଆପଣ ଜଣେ ଲକ୍ଷାପ୍ରାପ୍ତି ଓ ସଂଗଠିତ ବ୍ୟକ୍ତି ଅଟନ୍ତି । ଆପଣ କୌଣସି ସମସ୍ୟାର ସାମ୍ନା କରନ୍ତି ତ ଆପଣ ଗଣନାତ୍ମକ, ଉଦେଶ୍ୟ ପୂର୍ଣ ହୋଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣ ନିଜ କଥାରେ ଅଡି ବସନ୍ତି କାହିଁକି ନା ଆପଣ ଜାଣିଛନ୍ତି କି ଆପଣ ନିଜର ସବୁ ନିର୍ଣ୍ଣୟ ବହୁତ ବୁଝି ବିଚାରି ନେଇଛନ୍ତି । ଏଥିପାଇଁ ଆପଣ ଅନ୍ୟ ମାନଙ୍କ ବିଚାର ଉପରେ ବି ଧ୍ୟାନ ରଖନ୍ତୁ । ମନେରଖନ୍ତୁ କି ବିନମ୍ରତା ଏକ ଲମ୍ବା ରାସ୍ତା ଦେଖାଇଥାଏ ।

ଆପଣ ସବୁ ଜିନିଷକୁ ନିୟୋଜିତ ଓ ସୁଚି ଅନୁସାରେ କରିଥାନ୍ତି । ଆପଣଙ୍କ ପାଖରେ ସଠିକ ଲକ୍ଷ ଥାଏ ଓ ତାକୁ ପ୍ରାପ୍ତ କରିବା ପାଇଁ ଉଚିତ ସ୍ପଷ୍ଟ ମାର୍ଗ ଅଛି । ଆପଣ ଭାବନାକୁ ଆପଣଙ୍କ ଲକ୍ଷର ରାସ୍ତାରେ ଆସିବାକୁ ଦିଅନ୍ତି ନାହିଁ ।

ଯଦି ଆପଣଙ୍କୁ ମାଙ୍କଡ ଝୁଳୁଥିବାର ଫଟୋ ଦେଖା ଯାଉଛି ତେବେ ଆପଣଙ୍କ ମସ୍ତିଷ୍କର ଡାହାଣ ପାର୍ଶ୍ଵ ଅଧିକ ସକ୍ରିୟ ଅଟେ । ଆପଣ ଜଣେ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣ ନୂଆ ବିଚାର ଧାରାରେ ପରିପୂର୍ଣ ଅଟନ୍ତି । ଆପଣ କୌଣସି ସମସ୍ୟାକୁ ସାମ୍ନା କରିବା ବେଳେ ଆପଣ ମହତ୍ଵପୂର୍ଣ ବିଚାର ତୁଳନାରେ ନିଜର ଅନ୍ତର ଜ୍ଞାନ ଉପରେ ଅଧିକ ବିଶ୍ଵାସ କରନ୍ତି । ଆପଣ ଜାଣିଛନ୍ତି କି ଆପଣଙ୍କ ଜୀବନରେ ସବୁ ନିଷ୍ପତି ଆପଣଙ୍କ ପାଇଁ ଏକ ପାହାଚ ଅଟେ ।

ଆପଣ ଏଥିପାଇଁ ହାରିବା ପାଇଁ ବି ପସନ୍ଦ କରନ୍ତି କାହିଁକି ନା ଆପଣଙ୍କ ପାଇଁ ନିଜ ଲକ୍ଷର ପହଞ୍ଚିବା ଅଧିକ ମହତ୍ଵ ରଖିଥାଏ । ଆପଣ କାଳାତ୍ମକ ଓ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣ ସଙ୍ଗୀତ, କଳା ଓ ଅନ୍ୟ ରଚନାତ୍ମକ କାର୍ଯ୍ୟରେ କୁଶଳ ଅଟନ୍ତି । ଆପଣ ସୁଚି ତିଆରି କରନ୍ତି ନାହିଁ କି ନିୟମ ଅନୁସାରେ ଚଳନ୍ତି ନାହିଁ ତଥାପି ଆପଣ ସବୁ କାର୍ଯ୍ୟକୁ ସହଜରେ ସମାଧାନ କରିପାରନ୍ତି । ଆପଣଙ୍କ ଲକ୍ଷ ଅପେକ୍ଷା ସ୍ୱପ୍ନକୁ ପୁରା କରିବାକୁ ଚେଷ୍ଟା କରନ୍ତି। ଆପଣ ସେହି ସ୍ୱପ୍ନ ଦେଖିଥାନ୍ତି ଯାହାକୁ ଆପଣ ପୁରା କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।