ସାଉଥ ର 2 ଫେମସ ଅଭିନେତ୍ରୀ ‘କାଜଲ ଅଗ୍ରୱାଲ’ ଓ ‘ରକୁଲ ପ୍ରୀତ ସିଂ’ ଗୋଟିଏ ହିଁ ଅଭିନେତା ସହ କାମ କରି ହୋଇଛନ୍ତି ଫେମସ, ଦେଖନ୍ତୁ ସେ କିଏ ?

ବଲିଉଡ ଦୁନିଆରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେହିଭଳି ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଜାଗା ସୃଷ୍ଟି କରି ପାରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଷ୍ଟାଇଲ, ଲୁକ, ପର୍ଶନାଲିଟି, ପର୍ଫୋମାଂସ ପାଇଁ ଆଜିକ ଦିନରେ ନିଜ ଫ୍ୟାନ୍ସ ମାନଙ୍କ ନଜରରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଏହାଛଡା ସାଉଥ ଫିଲ୍ମ ଗୁଡିକ ମଧ୍ୟ ବଲିଉଡ ଫିଲ୍ମ ଠାରୁ ଅଧିକ ଚର୍ଚ୍ଚାରେ ରହିଛି । ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ନିଜର ଅନ୍ଦାଜ ଓ ସୁନ୍ଦରତା ପାଇଁ ଅନେକ ଫିଲ୍ମକୁ ହିଟ କରିବାରେ ସଫଳ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଜଣ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜଣେ ଅଭିନେତା ପାଇଁ କେବଳ ସାଉଥ ଇଣ୍ଡଷ୍ଟିରେ ନୁହେଁ ବଲିଉଡ ଦୁନିଆରେ ମଧ୍ୟ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି ।

ସାଉଥ ଇଣ୍ଡଷ୍ଟ୍ରିର ଫ୍ୟମସ ଅଭିନେତ୍ରୀ ଭାବେ ସେହି ଦୁଇ ଜଣ ଅଭିନେତ୍ରୀ ହେଉଛନ୍ତି “ରକୁଲ ପ୍ରୀତ ସିଂ” ଓ ଅଭିନେତ୍ରୀ “କାଜଲ ଅଗ୍ରୱାଲ” ଅଟନ୍ତି । ଏହି ଦୁଇ ଅଭିନେତ୍ରୀ ମାନେ ଜଣେ ଅଭିନେତା ସହ ଅନେକ ଫିଲ୍ମରେ  ଅଭିନୟ କରି ପପୁଲାର ହୋଇ ପାରିଛନ୍ତି । ଅଭିନେତ୍ରୀ “ରକୁଲ ପ୍ରୀତ ସିଂ” ଓ “କାଜଲ ଅଗ୍ରୱାଲ” ଯେଉଁ ଅଭିନେତାଙ୍କ ପାଇଁ ସାଉଥ ଇଣ୍ଡଷ୍ଟ୍ରିରେ ପପୁଲାର ହୋଇପାରିଛନ୍ତି ସେହି ଅଭିନେତା ଜଣକ ଆଉ କେହି ନୁହେ ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଚାର୍ମିଙ୍ଗ ଅଭିନେତା ଭାବେ ପରିଚିତ “ମହେଶ ବାବୁ” ଅଟନ୍ତି ।

୧- ଅଭିନେତ୍ରୀ “କାଜଲ ଅଗ୍ରୱାଲ” ଗୌତମ କେସଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି । କାଜଲଙ୍କର ପପୁଲାରଟି ବର୍ତ୍ତମାନ ମଧ୍ୟ ସାଉଥ ଜଗତରେ ରହିଛି । ସେ ଅଭିନେତା ମହେଶଙ୍କ ସହ “ବାଦଶା” ଭଳି ସାଉଥ ଫିଲ୍ମରେ ଅଭିନୟ କରି ନିଜର ଦମଦାର ପର୍ଫୋମାଂସ ଦେଇଥିଲେ । ଆଗରୁ ଅଭିନେତ୍ରୀ କାଜଲ ଅନେକ ଅଭିନେତାଙ୍କ ସହ ଅଭିନୟ କରିଥିଲେ ମଧ୍ୟ ଯେତେବେଳେ ସେ ଅଭିନେତା ମହେଶଙ୍କ ସହ ସାଉଥ ଫିଲ୍ମ କରିଲେ ସେତେବେଳେ ଦର୍ଶକ ମାନଙ୍କୁ ଦୁହିଙ୍କର ଯୋଡି ଖୁବ ପସନ୍ଦ ଆସିଥିଲା ।

ଦୁହିଙ୍କର କେମେଷ୍ଟ୍ରି ଏତେ ସୁନ୍ଦର ହୋଇଥିଲା ଯେ ଦର୍ଶକ ମାନେ ଏମାନଙ୍କର ଫିଲ୍ମ ଦେଖିବାକୁ ବହୁତ ଆଗ୍ରହୀ ହୋଇଥିଲେ । ଆଗକୁ ଦୁହିଙ୍କର ସାଉଥ ଫିଲ୍ମ “ଆଚାର୍ଯ୍ୟ” ଆସିବାକୁ ଯାଉଛି । ଏହି କାରଣ ପାଇଁ କାଜଲ ମହେଶଙ୍କ ସହ କାମ କରି ଅଧିକ ପପୁଲାର ହୋଇ ପାରିଥିଲେ ।

୨- ଅଭିନେତ୍ରୀ “ରକୁଲ ପ୍ରୀତ ସିଂ” ସାଉଥ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ଭାବେ ଅଭିନେତା “ମହେଶ ବାବୁ”ଙ୍କ ପାଇଁ ହୋଇ ପାରିଥିଲେ । ରକୁଲ ଅଭିନେତା ମହେଶଙ୍କ ସହ “ସ୍ପାଇଡ଼ର” ଓ “ବ୍ରହ୍ମୋତ ଶୁଭମ” ଭଳି ସାଉଥ ଫିଲମରେ ଅଭିନୟ କରି ନିଜର ସାନଦାର ପର୍ଫୋମାଂସ ଦେଇଥିଲେ । ଫିଲ୍ମ “ସ୍ପାଇଡ଼ର”ରେ ଦୁହିଙ୍କର ଯୋଡିଓ କେମେଷ୍ଟ୍ରି  ଏତେ ଜବରଦସ୍ତ ହୋଇଥିଲା ଯେ ଦର୍ଶକ ମାନେ ଏହି ଫିଲ୍ମର ଦିୱାନା ହୋଇଯାଇ ଥିଲେ ।

ଫିଲ୍ମ “ବ୍ରହ୍ମୋତ ଶୁଭମ”ରେ ଦୁହିଙ୍କର ଯୋଡି ଫିଲ୍ମ ଇଣ୍ଡଷ୍ଟିରେ ଧମାଲ କରି ଦେଇଥିଲା । ଏହି ଫିଲ୍ମଟି ହିଟ ହୋଇଥିବାରୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ପପୁଲାର ଅଧିକ ହୋଇ ପାରିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।