ସେ କେଉଁ ଜିନିଷ ଅଟେ, ଯିଏ ଚାଲି ଚାଲି ଅଟକି ଯାଏ ପୁଣି ବେକକୁ କାଟିବା ପରେ ଚାଲିବାକୁ ଆରମ୍ଭ କରେ ? ଏମିତି ମଜେଦାର 18ଟି ପ୍ରଶ୍ନ ଓ ଉତ୍ତର

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

ପ୍ରଶ୍ନ – ସେ କେଉଁ ଜିନିଷ ଅଟେ, ଯିଏ ଚାଲି ଚାଲି ଅଟକି ଯାଏ ପୁଣି ବେକକୁ କାଟିବା ପରେ ଚାଲିବାକୁ ଆରମ୍ଭ କରେ ?

ଉତ୍ତର – ପେନସିଲ

ପ୍ରଶ୍ନ – ତାହା କଣ ଅଟେ ଯିଏକି ଶୋଇଲା ବେଳେ ତଳେ ପଡିଯାଏ ପୁଣି ଆପଣ ଯେତେବେଳେ ଉଠନ୍ତି ସେ ବି ଉଠିଯାଏ ?

ଉତ୍ତର – ଆପଣଙ୍କର ଆଖି ପତା

ପ୍ରଶ୍ନ – ସେ କେଉଁ ଜିନିଷ ଅଟେ ଯାହାକି ଯେତେ ଅଧିକ ବଢି ଥାଏ ସେତିକି କମ ହୋଇଥାଏ  ?

ଉତ୍ତର – ବୟସ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ପିଲାଙ୍କୁ ଯୁବକ ଆଉ ଯୁବକକୁ ବୁଢ଼ା କରିଦିଏ ?

ଉତ୍ତର – ବୟସ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକି ଥରେ ଖାଇଲେ ପୁଣି ଥରେ ଖାଇବାକୁ ଇଛା ହୋଇ ନ ଥାଏ କିନ୍ତୁ ତାକୁ ଆଉ ଥରେ ଖାଇ ଥାନ୍ତି ?

ଉତ୍ତର – ଧୋଖା

ପ୍ରଶ୍ନ– ଜଣେ ମଣିଷ ନିଜ ଜୀବନରେ ସବୁଠୁ ଅଧିକ ବାର କଣ ଶୁଣି ଥାଏ ?

ଉତ୍ତର – ନିଜ ନାମ

ପ୍ରଶ୍ନ – ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ହୋଇନଥାଏ ?

ଉତ୍ତର – ସ୍କୃ ଡ୍ରାଇଭର

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାର ପର ନାହିଁ ତଥାପି ଉଡିଥାଏ ?

ଉତ୍ତର – ଗୁଡି

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକି ଆମ ପାଖରେ ଥାଏ, ଆମେ ତାକୁ ଦେଖିପାରୁ କିନ୍ତୁ ଧରି ପାରି ନ ଥାଉ ?

ଉତ୍ତର – ଛାଇ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ କିଛି ବି କହିଲେ ତାହା ଭାଙ୍ଗି ଯାଏ ?

ଉତ୍ତର – ଚୁପ ରହିବା

ପ୍ରଶ୍ନ – ସେ ରାତିରେ ଅଛି ଦିନରେ ନାହିଁ, ଦୀପ ତଳେ ଅଛି କିନ୍ତୁ ଉପରେ ନାହିଁ, କୁହନ୍ତୁ ସେ କଣ ଅଟେ ?

ଉତ୍ତର – ଅନ୍ଧକାର

ପ୍ରଶ୍ନ – ସେ ନା ଭୋଜନ ଖାଏ, ନା ବେତନ ନିଏ, ତଥାପି ଆପଣଙ୍କୁ ସୁରକ୍ଷା ଦିଏ ?

ଉତ୍ତର – ତାଲା

ପ୍ରଶ୍ନ – ସେ କଣ ଅଟେ ଯିଏ ମେ ମାସରେ ଥାଏ କିନ୍ତୁ ଡିସେମ୍ବରରେ ନ ଥାଏ, ନିଆଁ ରେ ଥାଏ କିନ୍ତୁ ପାଣିରେ ନ ଥାଏ ?

ଉତ୍ତର – ଗରମ

ପ୍ରଶ୍ନ – କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇଥାଉ କିନ୍ତୁ ଦେଖି ପାରି ନ ଥାଉ ?

ଉତ୍ତର – ପ୍ରତିଜ୍ଞା

ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକୁ ଭାଙ୍ଗିଲେ ଶବ୍ଦ ହୁଏ ନାହିଁ ?

ଉତ୍ତର – ବିଶ୍ୱାସ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଥରେ ଫାଟି ଗଲେ ତାକୁ କେହିବି ସିଲେଇ କରିପାରନ୍ତି ନାହିଁ ?

ଉତ୍ତର – ବେଲୁନ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯିଏ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଘରେ ରୁହେ ?

ଉତ୍ତର – ଲୁଣ

ପ୍ରଶ୍ନ – ସେ କେଉଁ ଜିନିଷ ଅଛି ପୁରା ଘର ଭରି ଦିଏ କିନ୍ତୁ ଜାଗା ଜମା ନିଏ ନାହିଁ ?

ଉତ୍ତର – ଆଲୋକ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।