Jyotisha Shatsra- ନିଜ ସ୍ବାମୀକୁ ନିଜ ଇସାରାରେ ନଚେଇଥାନ୍ତି ଏହି 4 ରାଶିର ଝିଅ

ଯେତେବେଳେ ବିବାହ କଥା ହୋଇଥାଏ ସେତେବେଳେ ଝିଅମାନେ ଏହା ଭାବିଥାନ୍ତି କି ତାଙ୍କର ହେବାକୁ ଯାଉଥିବା ସ୍ବାମୀ କେମିତି ହୋଇଥିବ । ତାଙ୍କର ଧ୍ୟାନ ରଖିବେ କି ନାହିଁ । ଏପରି ବିଭିନ୍ନ ପ୍ରକାରର ପ୍ରଶ୍ନ ମନକୁ ଆସିଥାଏ । ମହିଳାଙ୍କ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବ ବହୁତ କଷ୍ଟକର ହୋଇଥାଏ । ନିଜ ବାପା ମାଆ ଙ୍କ ଘର ଛାଡ଼ି ଅନ୍ୟ ଜଣଙ୍କ ଘରକୁ ଯିବା ବେଳେ ଝିଅମାନେ ଏହା ଭାବିଥାନ୍ତି କି ସେଠି କେହି ନିଜର ଥାଉ କି ନଥାଉ କିନ୍ତୁ ତାଙ୍କ ସ୍ଵାମୀ ସଦା ସର୍ବଦା ତାଙ୍କ ସହିତ ରହିଥାନ୍ତୁ ।

ବହୁତ ମହିଳାମାନେ ନିରୀହ ହୋଇଥାନ୍ତି ସେମାନେ ନିଜ ସ୍ୱାମୀର ହଁ ରେ ହଁ ମିଶାଇଥାନ୍ତି । ସେହିପରି କିଛି ମହିଳା ଏମିତି ମଧ୍ୟ ହୋଇଥାନ୍ତି ଯାହା ଆଗରେ ତାଙ୍କ ସ୍ବାମୀ ନଜର ଚାଲେନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେମିତି ୪ଟି ରାଶିର ଝିଅମାନଙ୍କ ବିଷୟରେ କହିବୁ ଜାଗା ଆଗରେ ସ୍ବାମୀଙ୍କର ଚାଲେ ନାହିଁ । ଏବଂ ସ୍ବାମୀ ମାନଙ୍କୁ ସ୍ତ୍ରୀ ମାନେ କଣ୍ଟ୍ରୋଲ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ମେଷ ରାଶିର ଝିଅମାନେ:- ଏହି ରାଶିର ଝିଅମାନେ ସବୁବେଳେ ନିଜ ସ୍ବାମୀଙ୍କୁ ନିଜ କାବୁରେ ରଖିଥାନ୍ତି । ଏମାନେ ଏମିତି ପୁଅକୁ ବିବାହ କରିବାକୁ ଚାହାନ୍ତି ଯିଏ ଏମାନଙ୍କର ଭଲସେ ଧ୍ୟାନ ରଖିବ । ଏହି ଝିଅମାନେ ନିଜ ସ୍ବାମୀ ଉପରେ ପ୍ରେମର ଯାଦୁ ଚଲେଇ ତାଙ୍କୁ ନିଜ କାବୁରେ ରଖିଥାନ୍ତି ।

ବୃଷ ରାଶିର ଝିଅମାନେ:- ଏହି ରାଶିର ଝିଅମାନେ ବହୁତ ରହସ୍ୟମୟୀ ହୋଇଥାନ୍ତି । ଏମାନେ ବହୁତ ଭଲ ଭାବରେ ଜାଣିଥାନ୍ତି କି ଏମାନଙ୍କ ମନ ଭିତରେ କଣ ଚାଲୁଛି । ଏମାନେ ନିଜ ସୁନ୍ଦରତା ଦ୍ଵାରା ନିଜ ସ୍ବାମୀଙ୍କୁ ନିଜର ଗୁଲାମ ବନେଇ ରଖିଥାନ୍ତି ।

ସିଂହ ରାଶିର ଝିଅମାନେ:- ଏହି ରାଶିର ଝିଅମାନେ ଏତେ ଜଲ୍ଦୀ କାହା ଉପରେ ଭରସା କରନ୍ତିନାହିଁ । ଏମାନେ ନିଜ ପାଟନର କୁ ମଧ୍ୟ ବହୁତ ସମୟ ପରେ ବିଶ୍ୱାସ କରିଥାନ୍ତି । କିନ୍ତୁ ଏହି ଝିଅ ମାନଙ୍କ ଆଗରେ ତାଙ୍କ ସ୍ଵାମୀଙ୍କ କିଛି ମଧ୍ୟ ଚାଲେ ନାହିଁ । ଏହି ଝିଅମାନେ ନିଜ ସ୍ୱାମୀକୁ ନିଜ ମୁଠିରେ ରଖିଥାନ୍ତି ଯେଉଁ କାରଣ ପାଇଁ ଏମାନେ ନିଜ ଶାଶୁଘରେ ଖୁସିରେ ରୁହନ୍ତି ।

ମକର ରାଶିର ଝିଅମାନେ:- ଏହି ରାଶିର ଝିଅମାନେ ବହୁତ ସାହସୀ ହୋଇଥାନ୍ତି । ସବୁ ସମସ୍ୟାକୁ ସାମ୍ନା କରିବା ଏମାନଙ୍କ ପାଇଁ କିଛି ବଡ଼ କଥା ନୁହେଁ । ଏହି ଝିଅମାନେ କେବେ କାହା ଆଗରେ ଲହିଁବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ସ୍ବାମୀ ଏମାନଙ୍କ ଆଗରେ ଲହିଁ ରହେ । ଏହି ସ୍ବାମୀମାନେ ସ୍ତ୍ରୀର ବୋଲକରା ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।