Gk Questions & Answers- କୁହନ୍ତୁ ତାହା କଣ ? ଯାହା ଶୁଖିଲାରେ 2 କିଲୋ, ଓଦା ହେଲେ 1 କିଲୋ, ଜଳିଗଲେ 3 କିଲୋ ?

ନମସ୍କାର ବନ୍ଧୁଗଣ । ଯଦି କୌଣସି ବ୍ୟକ୍ତି ଇଣ୍ଟରବିୟୁ ଦେବାକୁ ଯାଇଥାଏ ତେବେ ତାକୁ ଅନେକ କଷ୍ଟ ପ୍ରଶ୍ନ ପଚରାଯାଏ । ସେହିପରି ଆଇଏସ ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରାଯାଏ ଯାହା ଅତି ସହଜ ହୋଇଥାଏ ତ କଠିନ ମଧ୍ୟ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ । ୧- ଭାରତର ସବୁଠାରୁ ଅଧିକ ଉପଜାଓ ମାଟି କଣ ଅଟେ ?ଉତ୍ତର- ଜଲୋଢ ମାଟି, ୨- ଖିଲଜି ବଂଶର ସ୍ଥାପକ କିଏ ଥିଲେ ? ଉତ୍ତର- ଅଲାଉଦିନ ଖିଲଜି, ୩- ଭିଟାମିନ-ଡି ର ମୁଖ୍ୟ ସ୍ରୋତ କଣ ? ଉତ୍ତର- ସୂର୍ଯ୍ୟ କିରଣ

୪- ପ୍ଲାଷ୍ଟର ଅଫ ପ୍ୟାରିସ କେଉଥିରୁ ତିଆରି ହୁଏ ?

ଉତ୍ତର- ଜିପ୍ମମ

୫- ରୋଟିର ଦଲିୟା କାହାକୁ କୁହାଯାଏ ?

ଉତ୍ତର- ୟୁକ୍ରେନ

୬- ବିଶ୍ଵର ପ୍ରଥମ କ୍ଲେଶ ଦେଶ କଣ ?

ଉତ୍ତର- ସ୍ବିଡନ

୭- “କର୍ମ ହିଁ ପୂଜା” କିଏ କହିଥିଲେ ?

ଉତ୍ତର- ମହାତ୍ମାଗାନ୍ଧୀ

୮- କାନାଡାର ସାଂସଦର ନାଁ କଣ ?

ଉତ୍ତର- ପାର୍ଲିୟାମେଣ୍ଟ

୯- ବିଶ୍ଵର ସବୁଠାରୁ ମତଦାନ କରୁଥିବା ଦେଶ କିଏ ?

ଉତ୍ତର- ଭାରତ

୧୦- ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ?

ଉତ୍ତର-  ଶ୍ରୀମତୀ ସୁଚେତା କୃପଲାଣିନି

୧୧- ହାତୀ କେଉଁ ରଙ୍ଗ ଦେଖି ରାଗିଯାଏ ?

ଉତ୍ତର- ହଳଦିଆ ରଙ୍ଗ

୧୨- ଯହାଙ୍ଗିର ମହଲ କେଉଁଠାରେ ଅଛି ?

ଉତ୍ତର- ଉତ୍ତରପ୍ରଦେଶ

୧୩- ନଦୀମାନଙ୍କର ଦେଶ କଣ ଅଟେ ?

ଉତ୍ତର- ବଙ୍ଗଳାଦେଶ

୧୪- ଶରୀରର ସବୁଠାରୁ ଗରମ ଅଂଶ କଣ ଅଟେ ?

ଉତ୍ତର- ହୃଦୟ

୧୫- କପାର ଅଧିକ ଉତ୍ପାଦନ ଦେଶ କଣ ଅଟେ ?

ଉତ୍ତର- ଆମେରିକା

୧୬- କେଉଁ ଦେଶରେ ଲୋକେ ଖୁବ କମ ଭ୍ରମଣ କରନ୍ତି ?

ଉତ୍ତର- ପାକିସ୍ତାନ

୧୭- ଇସାଇ ଧର୍ମର ସସ୍ଥାପକ କିଏ ଅଟନ୍ତି ?

ଉତ୍ତର- ଇଶା ମଶିହ

୧୮- ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ କେଉଁଠାରେ ଅଛି ?

ଉତ୍ତର- ନେପାଲ

୧୯- ବିଶ୍ଵର ସବୁଠାରୁ ବଡ ସଂଗ୍ରାହଳୟ କଣ ଅଟେ ?

ଉତ୍ତର-  ବ୍ରିଟିଶ ସଂଗ୍ରାହଳୟ

୨୦-  କେଉଁ ଦେଶରେ ବରଫରେ ବିଜୁଳି ପ୍ରସ୍ତୁତ କରାଯାଏ ?

ଉତ୍ତର- ଆମେରିକା

୨୧- ଅସାମ କେତୋଟି ରାଜ୍ୟରେ ଘେରି ହୋଇ ରହିଛି ?

ଉତ୍ତର- ୭ଟି

୨୨- ୟୁନିସ୍କୋର ମୁଖ୍ୟାଳୟ କେଉଁଠାରେ ଅଛି ?

ଉତ୍ତର- ପେରିସ

୨୩- ଆସ୍କର ପୁରସ୍କାର ଆରମ୍ଭ କେବେ ହୋଇଥିଲା ?

ଉତ୍ତର- ୧୯୨୯

୨୪- ପ୍ଲାଷ୍ଟିକ ନୋଟ କେଉଁ ଦେଶରେ ଚଳିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା

୨୫- ସବୁଠାରୁ ଅଧିକ ମାର୍ଗ ବଦଳାଉଥିବା ନଦୀ କଣ ?

ଉତ୍ତର- କୋସି ନଦୀ

୨୬- ମାଛ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- ସାର୍କ

୨୭- ସବୁଠାରୁ ତୀବ୍ର ଦୌଡୁଥିବା ପଶୁ କିଏ ?

ଉତ୍ତର- ଚିତା

୨୮- କେଉଁ ଦେଶରେ ଗୋଟିଏ ବି ନଦୀ ନାହି ?

ଉତ୍ତର- ସୌଦି ଆରବ

୨୯- ସୁନା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଜାପାନ

୩୦- ଇଣ୍ଟରନେଟକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଅନ୍ତରଜାଲ

୩୧- ଶୁଖିଲା ହୋଇଥିବ ତ ୨ କିଲୋ, ଓଦା ହୋଇଥିବ ତ ୧ କିଲୋ, ଜଳିଗଲେ ୩ କିଲୋ ହୋଇଥାଏ ତେବେ କୁହ ତାହା କଣ ?

ଉତ୍ତର- ସଲଫର

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ