ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସରଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ନିୟମ ମାନ ଦର୍ଶାଯାଇଛି । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟ କୁ ରାଜା ଗାଦୀ ରେ ବସାଇ ଦେଇଥିଲେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ତାଙ୍କ ନୀତିଶିକ୍ଷା ରେ ଉଲ୍ଲେଖ ହୋଇଥିବା ୫ ଟି ନାମ ଥିବା ମହିଳା ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁ ମାନେ ପବିତ୍ର ହେବା ସହିତ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ।

୧- “B”;- ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ନିଜ ପାର୍ଟନର ପ୍ରତି ବହୁତ ବଫାଦାର ହୋଇଥାନ୍ତି । ଏହିଝିଅ ମାନେ କୌଣସି ପରିସ୍ଥିତିରେ ନିଜ ପାର୍ଟନର କୁ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଥାଏ ।

୨- “N”;- ଯେଉଁ ମହିଳାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ପରିବାର ତଥା ପାର୍ଟନର ବହୁତ ଧ୍ୟାନ ରଖିଥାନ୍ତି । ମାତ୍ର ଏମାନେ କେବେ ଏମିତି କାମ କରିନଥାନ୍ତି, ଯାହା ଦ୍ଵାରା ଏମାନଙ୍କ ପରିବାରର ନାମ ବଦନାମ ହେବ । ଏହାସହିତ ଏହି ଝିଅ ମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଏଥିପାଇଁ ଏମାନଙ୍କୁ ବହୁତ ପବିତ୍ର ମାନାଯାଇଥାଏ ।

୩- “P”;- ବନ୍ଧୁଗଣ କୁହାଯାଇଛି ଯେ, ଯେଉଁ ମହିଳାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସମସ୍ତ ସମ୍ପର୍କ କୁ ଭଲ ଭାବରେ ନିଭାଇ ଥାନ୍ତି । ଏହି ନାମର ମହିଳା ମାନେ ସମସ୍ତଙ୍କ ମନର ଭାବନା କୁ ବୁଝିଥାନ୍ତି । ସେହି ବ୍ୟକ୍ତି ଜଣଙ୍କ ଛୋଟ ହୁଅନ୍ତୁ ଅଥବା ବଡ ଏହି ମହିଳା ମାନେ କେବେ ମଧ୍ୟ ତାଙ୍କ ମନରେ ଆଘାତ ପହଞ୍ଚାଇ ନଥାନ୍ତି । ଏମାନେ ସମସ୍ତଙ୍କ ସହିତ ପ୍ରେମରେ କଥା ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଏ ।

୪- “V”;- ବନ୍ଧୁଗଣ ଏହି ନାମର ମହିଳା ମାନଙ୍କୁ ମଧ୍ୟ ପବିତ୍ର ମାନାଯାଏ । ବନ୍ଧୁଗଣ କହିବାକୁ ଗଲେ ଏମାନେ ବହୁତ ସରଳ ଏବଂ ଲାଜକୁଳୀ ହୋଇଥାନ୍ତି, ମାତ୍ର ଏମାନେ ପରିବାରର ମାନ ମରିୟାଦା ର ସନମାନ୍ନ ରଖିଥାନ୍ତି । ଏହି ମହିଳା ମାନେ ପରିବାରର ସମସ୍ତ ଇଛା କୁ ମଧ୍ୟ ସଂପୂର୍ଣ୍ଣ କରିଥାନ୍ତି ।

୫- “Y”;- ବନ୍ଧୁଗଣ ଦେଖିବାକୁ ଗଲେ, ବହୁତ କମ ମହିଳା ଏମିତି ଅଛନ୍ତି ଯାହାଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ । ଯେଉଁ ମହିଳାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ଵୋଭାବ ଅନ୍ଯଙ୍କ ପ୍ରତି ବହୁତ ଉତ୍ତମ ରହିଥାଏ । ବନ୍ଧୁଗଣ ଏହି ନାମର ବ୍ୟକ୍ତି ଅନ୍ୟ ମାନଙ୍କ ସହିତ ବହୁତ ଭଦ୍ରତାର ସହିତ କଥାବାର୍ତ୍ତା କରିଥାନ୍ତି । ଏମାନେ ନିଜ ଜୀବନସାଥି ଙ୍କୁ ଖୁସିରେ ରଖିବାକୁ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।