ଶାଢୀ ପିନ୍ଧି ଟ୍ରୋଲ ହେଲେ ପ୍ରିୟଙ୍କା ଚୋପଡା, ଲୋକେ କହିଲେ – ଦେଶୀ ଗର୍ଲ ତ ଠିକ ଅଛି କିନ୍ତୁ ବିନା ବ୍ଳାଉଜରେ… ଦେଖନ୍ତୁ କାହିଁକି

ପ୍ରିୟଙ୍କା ଚୋପଡା ଆଜି ବଲୀଉଡର ଟପ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କୁ ଇଣ୍ଟରନ୍ୟାସନାଲ ଲେବୁଲରେ ବି ଲୋକମାନେ ଚିହ୍ନିଛନ୍ତି । ସେ ହଲିଉଡର କେତେକ ସିରିଜ ଓ ଫିଲ୍ମରେ ନଜର ଆସି ସାରିଛନ୍ତି । ଗତ ବର୍ଷ ଜୋଧପୁରରେ ଉମେଦ ଭବନରେ ପ୍ରିୟଙ୍କା ଓ ନିକ ଜୋନସ ବିବାହ କରିଥିଲେ । ଯେବେଠୁ ନିକ ଓ ପ୍ରିୟଙ୍କାର ବିବାହ ହୋଇଛି ସେବେଠୁ ହିଁ ପ୍ରିୟଙ୍କା କୌଣସି ନା କୌଣସି କାରଣରୁ ମିଡିଆର ଚର୍ଚ୍ଚାର ବିଷୟ ରହିଛନ୍ତି ।

ବର୍ତ୍ତମାନ ହିଁ ଗୋଟିଏ ମାଗାଜିନ ପ୍ରିୟଙ୍କାଙ୍କ ଉପରେ ଆରୋପ ଲଗାଇଛି କି ସେ ଫେମସ ହେବା ପାଇଁ ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ମିଡିଆର ଏହି ଆରୋପ ପରେ ସେ ପୁଣି ଥରେ ଚର୍ଚ୍ଚାରେ ଆସି ଯାଇଛନ୍ତି । ଏହା ଛଡା ବି ପ୍ରିୟଙ୍କା ନିଜର ବୋଲ୍ଡ ଫୋଟୋଶୁଟ କାରଣ ଯୋଗୁ ବି ଚର୍ଚ୍ଚାରେ ଅଛନ୍ତି । ଯେଉଁଠି କିଛି ଲୋକମାନେ ପ୍ରିୟଙ୍କାଙ୍କ ହଟ ଅନ୍ଦାଜକୁ ପସନ୍ଦ କରୁଛନ୍ତି ତ କିଛି ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।

ପ୍ରିୟଙ୍କା କରାଇ ଲେ ଗ୍ଲାମରସ ଫୋଟୋଶୁଟ

କହିବାକୁ ଗଲେ ବର୍ତ୍ତମାନ ପ୍ରିୟଙ୍କା ଏକ ଇଣ୍ଟରନ୍ୟାସନାଲ ମାଗାଜିନ ପାଇଁ କଭର ଫୋଟୋଶୁଟ କରିଛନ୍ତି । ଯେଉଁଥିରେ ସେ ହାଫ ନ୍ଯୂଡ ଓ ବ୍ୟାକଲେସ ପୋଜ ଦେଉଛନ୍ତି । ଏହି ଫଟୋରେ ପ୍ରିୟଙ୍କା ଦେଶୀ ଗର୍ଲ ହୋଇଛନ୍ତି ମାନେ ସେ ଫୋଟୋଶୁଟରେ ଏକ ସୁନ୍ଦର ଶାଢୀ ପିନ୍ଧିଛନ୍ତି । କିନ୍ତୁ ଏହି ଶାଢୀକୁ ସେ ବିନା କୌଣସି ବ୍ଳାଉଜରେ ପିନ୍ଧିଛନ୍ତି ।

ଯେତେବେଳେ ଇଂଷ୍ଟାଗ୍ରାମରେ ପ୍ରିୟଙ୍କା ନିଜର ଏହି ଫୋଟୋଶୁଟର କଭର ଫଟୋ ଶେୟାର କଲେ ସେତେବେଳଠୁ ୟୁଜରମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛିନ୍ତି । ଲୋକମାନେ ତାଙ୍କୁ ଭିନ୍ନ ଭିନ୍ନ କମେନ୍ଟ ଦେଉଛନ୍ତି ।

ସେଲିବ୍ରିଟିଜ କରିଲେ ପ୍ରଶଂସା

କହିଦେଉଛୁ କି ଫଟୋ ଛଡା ଫୋଟୋଶୁଟର ଏକ ଭିଡିଓ ବି ବହୁତ ଭାଇରାଲ ହେଉଛି । ଫଟୋ ଓ ଭିଡିଓ ଉପରେ ବଲୀଉଡର ସେଲିବ୍ରିଟିମାନେ ନିଜର ନିଜର ପ୍ରତିକ୍ରିୟା ଦେଉଛନ୍ତି । ତାଙ୍କର ସ୍ଵାମୀ ନିକ ଜୋନସ ଏହି ଲୁକର ପ୍ରଶଂସା କରିଛନ୍ତି, କିନ୍ତୁ କିଛି ଲୋକମାନେ ତାଙ୍କର ଶାଢୀକୁ ଅଧିକ ପସନ୍ଦ କରୁଛନ୍ତି ।

ପ୍ରିୟଙ୍କାଙ୍କ ଉପରେ ଲାଗିଛି ଆରୋପ

କହିଦେଉଛୁ କି ବର୍ତ୍ତମାନ ଗୋଟିଏ ମାଗାଜିନ ପ୍ରିୟଙ୍କା ଚୋପଡାଙ୍କ ଉପରେ ଆରୋପ ଲଗାଇ ଥିଲା କି ସେ କେବଳ ନିଜର ଲୋକପ୍ରିୟତା ବଢାଇବା ପାଇଁ ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ଏହି ମାଗାଜିନ ପ୍ରିୟଙ୍କା ଉପରେ ‘ଗ୍ଲୋବଲ ସ୍କୈମ ଆର୍ଟିସ୍ଟ’ ହେବାର ଆରୋପ ଲଗାଇ ଥିଲା ।

ତାଙ୍କ ଅନୁସାରେ ପ୍ରିୟଙ୍କା ନିକ ଙ୍କ ସହିତ ଏଥିପାଇଁ ବିବାହ କରିଛନ୍ତି ଯାହା ଦ୍ଵାରା ସେ ୱର୍ଲ୍ଡୱାଇଡ ଫେମସ ହୋଇ ପାରିବେ । କିନ୍ତୁ ଜୋନସ ପରିବାର ଏହି ଆର୍ଟିକଲକୁ କଡା ବିରୋଧ କରିବା ପରେ ଏହି ଆର୍ଟିକଲକୁ ବନ୍ଦ କରି ଦିଆ ଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।