ଏହି କାରଣରୁ Akshay Kumar ଙ୍କୁ ଏତେ ଅଧିକ ଘୃଣା କରନ୍ତି Karishma Kapoor

ବଲିଉଡ ରେ ନେପୋଟିଯିମ ଏବଂ ଷ୍ଟାର ମାନଙ୍କ ଭିତରେ ଥିବା ଝଗଡ଼ା ଆଜି କାଲି ବହୁତ ଥର ଦେଖିବାକୁ ମିଳିଛି । ବଲିଉଡ ରେ ଏହା ବହୁତ ସମୟ ଧରି ଚାଲିଆସିଛି । ଆଜି ଆମେ ଆପଣଙ୍କୁ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଏବଂ କରିଷ୍ମା କପୁର ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଅଭିନେତା ଅକ୍ଷୟ କୁମାର ଏବଂ କରିଷ୍ମା କପୁର ଙ୍କ ଭିତରେ ଥିବା କିଛି କଥା ଆଜି କାଲି ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ଅକ୍ଷୟ କୁମାର ଏବଂ କରିଷ୍ମା କପୁର ବହୁତ ଫିଲ୍ମ ଏକା ସହିତ କରିଛନ୍ତି କିନ୍ତୁ ଗୋଟେ ସମୟ ଏମିତି ଥିଲା କି କରିଷ୍ମା କପୁର ଅଭିନେତା ଅକ୍ଷୟ କୁମାର ଙ୍କୁ ଘୃଣା କରିବାରେ ଲାଗିଥିଲେ ।

ଫିଲ୍ମ ଜନୱର, ମେରେ ଜୀବନସାଥି, ହାଁ ମେନେ ପ୍ୟାର କିଆ ରେ ଆକ୍ଟର ଅକ୍ଷୟ କୁମାର ଙ୍କ ସହିତ ଆକ୍ଟେରେସ କରିଷ୍ମା କପୁର ଫିଲ୍ମ କରିଛନ୍ତି । କରିଷ୍ମା କପୁର ସେହି ସମୟରେ ବଡ଼ ଖାନ୍ଦନ କପୁର ଫ୍ୟାମିଲୀ ସହିତ ସମ୍ବନ୍ଧ ରଖିଥିଲେ । ଏବଂ ସେତେବେଳେ ସେ ସବୁବେଳେ ଲାଇମ ଲାଇଟ ରେ ରହୁଥିଲେ । ଏବଂ କରିଷ୍ମା ବଲିଉଡ ର ଜଣା ଶୁଣା ଅଭିନେତ୍ରୀ ହୋଇସାରିଥିଲେ ।

ଅକ୍ଷୟ କୁମାର ଙ୍କୁ ସେତେବେଳେ ବଲିଉଡ ରେ ଆସିବା ର ବେଶି ଦିନ ହୋଇନଥିଲା । ଫିଲ୍ମ ଦିଦାର କରିବା ସମୟରେ କରିଷ୍ମା ଚାହୁଁଥିଲେ କି ସୁଟିଂ ସେଟ ରେ ଥିବା ସମସ୍ତେ ତାଙ୍କ ପଛରେ ବୁଲନ୍ତୁ ବୋଲି । ସେହି ଫିଲ୍ମ ରେ ଅକ୍ଷୟ କୁମାର ଏବଂ ଫିଲ୍ମ ଡ଼ିରେକ୍ଟର ଙ୍କ ଭିତରେ ବନ୍ଧୁତା ହୋଇଥିଲା ଯାହା କରିଷ୍ମା ବିଲକୁଲ ସଜ୍ୟ କରିପାରୁନଥିଲେ ।

ଏବଂ ଦିନେ ରାଗରେ ସେ ସେଟ ରେ ସମସ୍ତଙ୍କ ସାମ୍ନାରେ କହିଥିଲେ କି ଅକ୍ଷୟ କୁମାର ତ ଡିରେକ୍ଟେର ଙ୍କ ଚମଚା ଅଟନ୍ତି । ଏବଂ ସେ ଅକ୍ଷୟ ଙ୍କୁ ଘୃଣା କରନ୍ତି । ତାପରେ କରିଷ୍ମା ଅକ୍ଷୟ ଙ୍କ ସହିତ ଫିଲ୍ମ କରିବାକୁ ମନା କରିଥିଲେ । ତାପରେ ଯେତେବେଳେ କରିଷ୍ମା ଙ୍କୁ ଅକ୍ଷୟ ଙ୍କ ସହିତ ଫିଲ୍ମ ମିଳିଲା ସେତେବେଳେ ସେ ସିଧା ମନା କରିଥିଲେ କି ସେ ଅକ୍ଷୟ ଙ୍କ ସହିତ କୌଣସି ଫିଲ୍ମ କରିବେ ନାହିଁ ।

କାରଣ ସେ ଅକ୍ଷୟ ଙ୍କୁ ଘୃଣା କରୁଛନ୍ତି । କିନ୍ତୁ ଅକ୍ଷୟ ଧୀରେ ଧୀରେ ନିଜ କ୍ୟାରିୟର ରେ ବହୁତ ଆଗକୁ ବାଢିଛନ୍ତି କିନ୍ତୁ କରିଷ୍ମା ନିଜ କ୍ୟାରିୟର ରେ ତଳକୁ ଖସି ଚାଲିଛନ୍ତି । ଏବେ କରିଷ୍ମା ଫିଲ୍ମ ରେ ବହୁତ କମ ଦେଖାଯାଉଛନ୍ତି ଏବଂ ଅକ୍ଷୟ ଆବେ ସବୁ ଫିଲ୍ମ ରେ ଅଭିନୟ କରିଥିବା ର ଦେଖା ଯାଉଛନ୍ତି । ଅକ୍ଷୟ କୁମାର ସଫଳତା ହାସଲ କରିଛନ୍ତି ।

ତେବେ ଆପଣଙ୍କୁ ଅକ୍ଷୟ କୁମାର ଏବଂ କରିଷ୍ମା କପୁର ଙ୍କ ଯୋଡ଼ି କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।