ଶୁକ୍ରବାର ଦିନ ଚୁପ ଚାପ କରି ଦିଅନ୍ତୁ ଏହି ଉପାୟ, ମହାଲକ୍ଷ୍ମୀ ହେଇଯିବେ ପ୍ରସନ୍ନ, ହେବ ଖାଲି ଧନବର୍ଷା

ଜୀବନରେ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି କିନ୍ତୁ ବହୁତ କମ ଲୋକଙ୍କର ଏହି ସ୍ବପ୍ନ ପୁରଣ ହୋଇଥାଏ । ଯେଉଁମାନେ ଧନୀ ହୋଇଥାନ୍ତି ସେମାନଙ୍କ ଅସୁବିଧା କମ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି ଏମିତି ହୋଇଥାନ୍ତି ଯିଏ ବାରମ୍ବାର ପରିଶ୍ରମ କରିବା ପରେ ମଧ୍ୟ ଧନୀ ଏବଂ ସଫଳତା ପାଇନଥାନ୍ତି । ସେହି ଭଳି ଲୋକମାନଙ୍କ ପାଇଁ ଶାସ୍ତ୍ରରେ କିଛି ଉପାୟ ଦିଆଯାଇଛି । ଯାହା ଦ୍ଵାରା ମଣିଷ ଧନୀ ହୋଇପାରିବ ।

ଆଜି ଆମେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନବାନ ହେବାର ଉପାୟ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା । ହିନ୍ଦୁ ଧର୍ମରେ ପ୍ରତିଦିନ କୌଣସି ନ କୌଣସି ଦେବୀ ଦେବତା ଙ୍କ ବାର ହୋଇଥାଏ । ଯାହାକୁ ଆରାଧନା କରି ଲୋକ ନଜର କଷ୍ଟ କୁ ଦୁର କରିଥାନ୍ତି । ଏହି ଦିନ ମଧ୍ୟରୁ ଶୁକ୍ରବାର ଦିନଟିକୁ ମାତା ଲକ୍ଷ୍ମୀ ଙ୍କ ଖାସ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା ପୁରା ଶ୍ରଦ୍ଧା ଏବଂ ବିଧି ବିଧାନ ସହିତ କରେ ତେବେ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନିଶ୍ଚିନ୍ତ ବରଷି ଥାଏ । ଏବଂ ତାଙ୍କୁ ଧନର ଅଭାବ ମଧ୍ୟ ହୋଇନଥାଏ । ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ସେହି ଉପାୟ କେବଳ ଶୁକ୍ରବାର ଦିନ ହିଁ କରନ୍ତୁ । ଏହି ଉପାୟ କରିବା ପୂର୍ବରୁ ଭଲ ଭାବରେ ସ୍ନାନ କରିନିଅନ୍ତୁ ।

ରାତି ୮ ଟାରୁ ନେଇ ମଧ୍ୟ ରାତ୍ରି ୧୨ ତ ଭିତରେ ନାଲି ବସ୍ତ୍ର ପିନ୍ଧି ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ପୂଜା କରୁଥିବା ଜାଗାରେ ଧଳା ଆସନ ଗୋଟେ ପକାନ୍ତୁ ଏବଂ ତା ଉପରେ ମାତା ଲକ୍ଷ୍ମୀ ଙ୍କ ଗୋଟେ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ପରେ ପୁରା ବିଧି ବିଧାନ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

ଧ୍ୟାନ ରଖନ୍ତୁ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସାମ୍ନାରେ ଗୁଆ ଘିଅ ର ଦୀପ ନିଶ୍ଚିନ୍ତ ଲଗାନ୍ତୁ । ଏହା ପରେ ଧନ ପ୍ରାପ୍ତି ର କାମନା କରନ୍ତୁ । ଏବଂ ଶ୍ରୀ ସୁଖ୍ତ ର ପାଠ ନିଶ୍ଚିନ୍ତ କରନ୍ତୁ । ତାପରେ ଚନ୍ଦନ ର ମାଳ ଦ୍ଵାରା ଲଗାତାର ୩ ଟି ଶୁକ୍ରବାର ପର୍ଯ୍ୟନ୍ତ ୧୧୦୦ ଥର ‘ଓଁ ଶ୍ରୀମ ହ୍ରୀମ ଶ୍ରୀମ କମଲେ କମଲାଲୟେ ପ୍ରସିଦ ପ୍ରସିଦ ଓଁ ଶ୍ରୀମ ହ୍ରୀମ ଶ୍ରୀମ ମହାଲକ୍ଷ୍ମୀୟୀ ନମଃ’ କୁ ପୁରା ନିଷ୍ଠା ର ସହିତ ଜପ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନର ବର୍ଷା ହେବ । ଏବଂ ଆପଣଙ୍କ ସବୁ ମନସ୍କାମନା ମଧ୍ୟ ପୁରଣ ହେବ ।

ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମ୍ମେନ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।