ପ୍ରଥମ ରୁ ବହୁତ ହିଁ ଖରାପ ଫିଲ୍ମ ରେ କାମ କରି ସାରିଛନ୍ତି Bollywood ର ଏହି 6 ଜଣ Actress, ଏବେ ନେଇଗଲେ ସନ୍ୟାସ

ବଲିଉଡର ଏହି ଅଭିନେତ୍ରୀ ଯିଏ ସୁନ୍ଦର ଏବଂ ଗ୍ଲାମର ଦୁନିଆରେ ନାଁ ରଖିଥିବା ଅଭିନେତ୍ରୀ ଏବେ ସନ୍ୟାସ ନେଇ ଆଧ୍ୟାତ୍ମିକ ମାର୍ଗକୁ ଧରିଛନ୍ତି । ଖାସ୍ କଥା ଏହା ଯେ ଡ୍ରଗ କେସ୍ ରେ ଧରା ପଡ଼ିଥିବା ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି ।

ଖାଲି ଏତିକି ନୁହେଁ ଅଭିନେତ୍ରୀ ଆଧ୍ୟାତ୍ମିକ ମାର୍ଗରେ ଚାଲି ନିଜର ହଟ୍ ଏବଂ ବୋଲ୍ଡ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସେହି ଧର୍ମ ଆଧ୍ୟାତ୍ମିକ ମାର୍ଗରେ ଯୋଡ଼ି ହୋଇଥିବା ସେହି ଅଭିନେତ୍ରୀଙ୍କ ବିଷୟରେ ।

୧- ସନା ଖାନ୍ : ଅଭିନେତ୍ରୀ ସନା ଖାନ୍ ମିଡିଆରେ ଏହା କହିଥିଲେ ଯେ ସେ ଏବେ ଆଧ୍ୟାତ୍ମିକ ରାସ୍ତା ଧରିବାକୁ ଯାଉଛନ୍ତି । ଏହାପରେ ସେ ମୋଲଦୀ ମୁଫ୍ତିଙ୍କୁ ବିବାହ କରି ଇସଲାମ ଧର୍ମର ପ୍ରଚାରରେ ଲିନ ହୋଇଗଲେ । ଏହାପରେ ସେ ତାଙ୍କର ସମସ୍ତ ବୋଲ୍ଡ ଫଟୋକୁ ସୋସିଆଲ ମିଡିଆରେ ହଟାଇ ଦେଇଥିଲେ ।

୨- ମମତା କୁଲକରନୀ : ୯୦ ଦଶକର ହଟ୍ ଅଭିନେତ୍ରୀ ମମତା କୁଲକରନୀ ଅଚାନକ ଗାୟବ ହୋଇଗଲେ । ମିଡିଆ ଚର୍ଚ୍ଚାରେ ଆସିଲେ ଯେତେବେଳେ ତାଙ୍କ ନାଁ ଡ୍ରଗ ର୍ୟାକେଟରେ ସାମ୍ନାକୁ ଆସିଲା । ଏହି ଆରୋପରେ ଘେରି ଥିବା ପରେ ଯେତେବେଳେ ତାଙ୍କୁ ଏକ ସାକ୍ଷାତକାରରେ ପଚରାଗଲା ସେ କହିଥିଲେ ସନ୍ଥ ଚୈତନ୍ୟ ଗଗନଗିରୀ ମାର୍ଗ ଦର୍ଶନରେ ଅଛନ୍ତି । ସେ ଏବେ ସନ୍ୟାସୀନି ହୋଇ ସାରିଛନ୍ତି ।

୩- ଅନୁ ଅଗ୍ରୱାଲ : ଆଶିକ୍ ଫିଲ୍ମର ହିରୋଇନ୍ ଅନୁ ଅଗ୍ରୱାଲ ଗମ୍ଭୀର ଦୁର୍ଘଟଣା ପରେ ଦୁନିଆକୁ ବାଏ ବାଏ କହିଥିଲେ । ବାସ୍ତବରେ ତାଙ୍କର କାର୍ ଦୁର୍ଘଟଣା ପରେ ଚେହେରା ବହୁତ ବିଗିଡି ଯାଇଥିଲେ ଏବଂ ସେ ଲମ୍ବା ସମୟ ପର୍ଯ୍ୟନ୍ତ କୋମାକୁ ଚାଲିଗଲେ । ଏହାପରେ ସେ ନିଜକୁ ଯୋଗ ଆଧ୍ୟାତ୍ମିକ ରେ ଲିନ କରିଦେଇ ଥିଲେ ।

୪- ବର୍ଖା ମଦାନ : ୧୯୮୪ ରେ ମିସ୍ ଇଣ୍ଡିଆ ଫାଇନାଲ ପ୍ରତିଯୋଗୀ ରହିଥିବା ବର୍ଖା ମଦାନ ୨୦୧୨ ମସିହାରେ ଫିଲ୍ମ ସୁର୍ଖାବରେ ନଜର ଆସିଥିଲେ । ଏହାପରେ ସେ ବୈାଦ୍ଧ ଧର୍ମ ଗ୍ରହଣ କରି ଏହି ଧର୍ମର ଭିକ୍ଷୁକ ସାଜିଥିଲେ ।

୫- ଜାରା ୱସିମ୍ : ଜାରା ୱସିମ୍ ଅଚାନକ ଗୋଟିଏ ଦିନ ସୋସିଆଲ ମିଡିଆରେ ଧର୍ମ ପାଇଁ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ଘୋଷଣା କରିଥିଲେ । ଏହି ଅଭିନେତ୍ରୀ ଜଣକ ଦଙ୍ଗଲ ଏବଂ ଦ ସ୍କାଏ ଇଜ୍ ପିଙ୍କ୍ ଫିଲ୍ମରେ କାମ କରିଛନ୍ତି । ସେ କହିଲେ ଧାର୍ମିକ କାରଣ ପାଇଁ ଇଣ୍ଡଷ୍ଟ୍ରି ଛାଡୁଛନ୍ତି । ସେ ଜଣେ ଲୋକପ୍ରିୟ ଚେହେରା ବନାଇଥିଲେ ଏବଂ ତାଙ୍କର ଏହି ନିଷ୍ପତ୍ତି ପାଇଁ ଅନେକ ହଙ୍ଗାମା ହୋଇଥିଲା ।

୬- ସୋଫିଆ ହେୟାଦ : ଅଭିନେତ୍ରୀ ସୋଫିଆ ହେୟାଦ ଅଚାନକ ଏହା କହିଲେ ଯେ ଗ୍ଲାମର ଦୁନିଆକୁ ବାଏ ବାଏ କହିଥିଲେ ଏବଂ ଏହାପରେ ସେ ନନ୍ ବନିଯାଇ ଥିଲେ ଓ ନାଁ ମଧ୍ୟ ପରିବର୍ତ୍ତନ କରିଥିଲେ । ନନ୍ ବନିବା ପରେ ମଧ୍ୟ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବୋଲ୍ଡ ଫଟୋ ସେୟାର କରିଥିଲେ ଯେଉଁଥିପାଇଁ ତାଙ୍କୁ ସମସ୍ତେ ଟ୍ରୋଲ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।