SSR ମାମଲା- CBIର 2nd ରାଉଣ୍ଡରେ ସନ୍ଦୀପ ସିଂହର ଅସଲ ଚେହେରା ଆସିଲା ସାମ୍ନାକୁ

ସୁଶାନ୍ତ ସିଂହ ରାଜପୁତଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ସନ୍ଦୀପ ସିଂହଙ୍କୁ ନେଇ ବର୍ତ୍ତମାନ ସମୟରେ ଚର୍ଚା ଚାଲିଛି । ଏହି ଚର୍ଚା ପଛର ଅସଲ ବିଷୟ ହେଉଛି ୧୪ ଜୁନ ଓ ୧୫ ଜୁନରେ ସନ୍ଦୀପ ସିଂହ ଯେଉଁ ରୂପରେ ନଜର ଆସୁଥିଲେ । ତାଙ୍କର ବ୍ୟବହାରକୁ ନେଇ ସେହି ସମୟରେ ବି ବହୁତ କିଛି ପ୍ରଶ୍ନ ଉଠିଥିଲା । ଯାହାକି ପୁଣି ଥରେ ଶୁଣିବାକୁ ମିଳୁଛି । ଏମିତିରେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ସନ୍ଦୀପ ସିଂହଙ୍କୁ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା କେଉଁଠି ନା କେଉଁଠି ସତ ଅଟେ ।

ଆପଣଙ୍କୁ କହିଦେଉଛୁ କି ସନ୍ଦୀପ ସିଂହ ସୁଶାନ୍ତଙ୍କ କେସକୁ ନେଇ ଯାହା କହିଥିଲେ ତାହା ମିଛି ବୋଲି ଜଣା ପଡିଛି । ଅନ୍ୟ ପଟେ CBI ବି ନିଜର ୨ ରାଉଣ୍ଡ ଯାଞ୍ଚ ଆରମ୍ଭ କରି ଦେଇଛି । କିନ୍ତୁ ପୁରା ମାମଲା କଣ ଅଟେ ଚାଳନ୍ତୁ ଜାଣିବା ।

ଯଦି ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ନିତୁ ସିଂହଙ୍କର ସନ୍ଦୀପ ସିଂହଙ୍କୁ ନେଇ କୁହାଯାଇଥିବା ବୟାନ ବିଷୟରେ କହିବା ତେବେ ନିତୁ ସିଂହ କହିଲେ କି ସେ ପୂର୍ବରୁ ସନ୍ଦୀପ ସିଂହଙ୍କୁ ଜାଣି ନ ଥିଲେ । ସେ ପ୍ରଥମ ଥର ୧୪ ଜୁନ ଦିନ ହିଁ ସନ୍ଦୀପ ସିଂହଙ୍କୁ ଦେଖୁଥିଲେ । ଅନ୍ୟ ପଟେ ଏହା ବି ଶୁଣିବାକୁ ମିଳୁଛି କି ପାଖାପାଖି ୧ ବର୍ଷ ହେବ ସୁଶାନ୍ତଙ୍କ ସହିତ ସନ୍ଦୀପ ସିଂହର କୌଣସି କଥାବାର୍ତ୍ତା ହୋଇ ନ ଥିଲା । ଏମିତିରେ ସନ୍ଦୀପ ସିଂହଙ୍କ ଉପରେ ବହୁତ ପ୍ରଶ୍ନ ଉଠୁଛି ।

ଏହା ସହିତ ସନ୍ଦୀପ ସିଂହ ମିଡିଆ ସାମ୍ନାରେ ନିଜର ଯେଉଁ ବୟାନ ରଖିଥିଲେ ତାହାକୁ ବର୍ତ୍ତମାନ CBI ଦ୍ଵାରା ମିଛି ବୋଲି କୁହାଯାଇଛି । ଇଣ୍ଟରଭିୟୁ ଦେବା ସନ୍ଦୀପ ଉପରେ ଯେଉଁ ପ୍ରଶ୍ନ ଉଠୁଥିଲା ତାହା କମ ହୋଇ ଯାଇ ଥିଲା । କିନ୍ତୁ ବର୍ତ୍ତମାନ ପୁଣି ଥରେ ସନ୍ଦୀପ ସିଂହ ପ୍ରଶ୍ନ ମଧ୍ୟରେ ଘେରି ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ନିଜର ପ୍ରଥମ ଇଣ୍ଟରଭିୟୁରେ ସନ୍ଦୀପ ସିଂହ କହିଥିଲେ କି ଏମ୍ବୁଲାନ୍ସ ଡ୍ରାଇଭର ସହ ତାଙ୍କର ଫୋନରେ କଥାବାର୍ତ୍ତା ହୋଇଥିଲା ଓ ତାଙ୍କ ସହିତ ସେତେବେଳେ ଦେଖା ହେଲା ଯେତେବେଳେ ଏମ୍ବୁଲାନ୍ସ ଡ୍ରାଇଭରକୁ ଟଙ୍କା ଦେବାର ଥିଲା । ସନ୍ଦୀପ ସିଂହ ସଫା ସଫା କହିଥିଲେ କି ସେ କେବଳ ପେମେଣ୍ଟ ଦେବା ପାଇଁ ହିଁ ଏମ୍ବୁଲାନ୍ସର ସମ୍ପର୍କରେ ଆସିଥିଲେ ।

କିନ୍ତୁ ଯେତେବେଳେ ଏହି ବିଷୟକୁ ନେଇ ଏମ୍ବୁଲାନ୍ସ ଡ୍ରାଇଭରକୁ ପ୍ରଶ୍ନ କରାଗଲା ତେବେ ଡ୍ରାଇଭରର କହିବା ଅଟେ କି ତାକୁ ଯେଉଁ ପେମେଣ୍ଟ ମିଳିଥିଲା ତାହା ସନ୍ଦୀପ ସିଂହ କରି ନ ଥିଲେ ତାହା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର କରିଥିଲେ ଓ ଏହି କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସନ୍ଦୀପ ସିଂହର ବୟାନକୁ ନେଇ ସନ୍ଦେହ କରାଯାଉଛି । ଏମିତିରେ ଆଶା କରାଯାଉଛି କି CBI ସନ୍ଦୀପ ସିଂହଙ୍କୁ ଜେରା କରିପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।