Health Tips- 3 ଥର ପିଇ ଦିଅନ୍ତୁ, ଯେତେବି ଦୁର୍ବଳତା ହାତ, ଅଣ୍ଟା ଦରଜ, ଦୃଷ୍ଟିଶକ୍ତି ରକ୍ତର କମି 90 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ

ଆପଣ ଏହି ଜିନିଷକୁ ମାତ୍ର ତିନି ଥର ପିଇବା ଦ୍ୱାରା ଆପଣଙ୍କର ଯେକୌଣସି ହାତ ଦରଜ, ଗୋଡ଼ ଦରଜ, ଅଣ୍ଟା ଦରଜ, ଗଣ୍ଠି ଦରଜ ଇଆଦି ରୋଗ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ବହୁତ ପ୍ରକାରର ରୋଗ ଭଲ କରି ପାରିବେ । ଆପଣ ଶରୀରରେ ହାତୀ ଭଳି ବଳ ଆଣିପାରିବେ । ଏହାକୁ ପିଇବା ଦ୍ୱାରା ଆପଣଙ୍କୁ କୌଣସି ରୋଗ ହୋଇନଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଇମ୍ୟୁନ ସିଷ୍ଟମ ବଢ଼ିଥାଏ । ଯାହା ଦ୍ୱାରା ଆପଣଙ୍କ ସବୁ ରୋଗ ଭଲ ହୋଇ ଯାଇଥାଏ । ଆପଣ ସବୁବେଳେ ସୁସ୍ଥ ରହିଥାନ୍ତି । ଏହା ଆପଣଙ୍କର ରକ୍ତକୁ ମଧ୍ୟ ସଫା କରିଥାଏ ।

ଯଦି ଆପଣଙ୍କର  ହାତ ଗଣ୍ଠି, ଗୋଡ଼ ଗଣ୍ଠି, ଅଣ୍ଟା ଦରଜ ଆଦି କ୍ୟାଲସିୟମ ଅଭାବରୁ ହୋଇଥାଏ । ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ବଢାଇଥାଏ । ଏହା ଆପଣଙ୍କ ରକ୍ତ ହୀନତାକୁ ମଧ୍ୟ ଦୂର କରିଥାଏ । ଆପଣଙ୍କ ଶରୀରରେ ରକ୍ତ ହିନତା ହେବା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ରୋଗ ହୋଇଥାଏ ।

ଆପଣ ଏହାକୁ ତିନି ଥର ପିଇବା ଦ୍ୱାରା ଆପଣଙ୍କର ଅଳସୁଆ ପଣ ଦୂର ହୋଇଥାଏ । ଏହାର ମୁଖ୍ୟ ସାମଗ୍ରୀ ହେଲା ପୋସ୍ତ । ପୋସ୍ତ ଆପଣଙ୍କ ଶରୀରର ବହୁତ ରୋଗକୁ ଭଲ କରିଥାଏ । ଏହା ଆପଣଙ୍କ ଶରୀରର ସୁନ୍ଦରତାକୁ ବଢ଼େଇଥାଏ । ଏହା ଆମ ଶରୀରକୁ ଅନେକ ବଳ ଦେଇଥାଏ ।

ଏହାର ଦ୍ୱିତୀୟ ସାମଗ୍ରୀ ହେଲା କ୍ଷୀର । କ୍ଷୀରର ଉପକାରୀତା ବିଷୟରେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । କ୍ଷୀର ଆପଣଙ୍କ ଶରୀର କୁ ବହୁତ ପୋଷକ ତତ୍ଵ ଦେଇଥାଏ । ଆସନ୍ତୁ ଏବେ ଏହାକୁ ବନେଇବାର ଉପାୟ ବିଷୟରେ ଜାଣିବା ।

 

ପ୍ରଥମେ ଆପଣ ଗୋଟିଏ ବାସନରେ ଗୋଟିଏ ଚାମଚ ଘିଅ ପକାଇ ଏହାକୁ ନିଆଁ ଉପରେ ରଖିଦିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟିଏ ଚାମଚ ପୋସ୍ତ ପକାଇ ଏହାକୁ ଭାଜି ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟିଏ ଗ୍ଲାସ କ୍ଷୀର ପକେଇ ଦିଅନ୍ତୁ । ଏଥିରେ ଆପଣ ସ୍ୱାଦ ଅନୁସାରେ କିଛି ମିଶ୍ରି ମିଶାନ୍ତୁ । ଏହାକୁ ଆପଣ ଭଲଭାବେ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ନ ଛାଣି ପିଅନ୍ତୁ ।

ଏହାକୁ ଆପଣ ପ୍ରତ୍ୟେକ ଦିନ ଖାଲିପେଟରେ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଆପଣଙ୍କର ସବୁ ରୋଗ ଭଲ ହୋଇ ଯାଇଥାଏ । ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଏହା ଆପଣଙ୍କ କୋଲଷ୍ଟରକୁ ନିୟନ୍ତ୍ରଣ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।