Bollywood ର 5 ମିସ ମ୍ୟାଚ ଯୋଡ଼ି, 4ନଂ ଯୋଡିଙ୍କୁ ଦେଖିଲେ ତ ଆପଣଙ୍କୁ ବିଶ୍ଵାସ ହେବ ନାହିଁ

ପ୍ରେମ ଅନ୍ଧ ହୋଇଥାଏ ଏହି କଥା ତ ସମସ୍ତେ ଶୁଣିଥାନ୍ତି । କିନ୍ତୁ ଏହାର ପ୍ରକୃତ ଉଦାହରଣ ସୃଷ୍ଟି କରିଛି ବଲିଉଡ ଇଣ୍ଡଷ୍ଟ୍ରି । ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ସୁନ୍ଦର ଯୋଡ଼ି ରହିଛି । କିନ୍ତୁ କିଛି ଏମିତି ଯୋଡ଼ି ମଧ୍ୟ ରହିଛି ଯାହା ମିସ ମ୍ୟାଚ ଯୋଡ଼ି ମଧ୍ୟ କୁହା ଯାଏ । ଆଜି ଆମେ ଆପଣଙ୍କୁ ସେମିତି ୫ଟି ମିସ ମ୍ୟାଚ ଯୋଡ଼ି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଅଭିଷେକ ବଚ୍ଚନ ଏବଂ ଐଶ୍ବରିଆ ରାୟ ବଚ୍ଚନ:- ବହୁତ ଲୋକ କହିଛନ୍ତି କି ଅଭିଷେକ ଏବଂ ଐଶ୍ୱରିଆ ଦୁହେଁ ଏହା ସହିତ ଭଲ ଦେଖା ଯାଆନ୍ତି ନାହିଁ । କାରଣ ଐଶ୍ୱରିଆ ବିଶ୍ଵ ସୁନ୍ଦରୀ ଅଟନ୍ତି ଏବଂ ଅଭିଷେକ ଜଣେ ଫ୍ଲପ ଆକ୍ଟର ଅଟନ୍ତି । ସେଥିପାଇଁ ଦୁହିଁଙ୍କୁ ମିସମ୍ୟାଚ ଯୋଡ଼ି କୁହାଯାଇଛି ।

ମଲାଇକା ଆରୋର ଏବଂ ଅର୍ଜୁନ କପୁର:- ଏହି ଯୋଡ଼ି କୁ ମିସ ମ୍ୟାଚ ଯୋଡ଼ି କୁହାଯାଇଛି କାରଣ ମଲାଇକା ବୁଢ଼ୀ ହୋଇସାରିଛନ୍ତି ଏବଂ ଅର୍ଜୁନ କପୁର ଏବେ ବହୁତ ଯବାନ ଅଛନ୍ତି । ଯେତେବେଳେ ଏହି ଯୋଡିକୁ ଦେଖିବାକୁ ମିଳିଥାଏ ସେତେବେଳେ ଏମିତି ଲାଗିଥାଏ ଯେମିତି ମଲାଇକା ଙ୍କ ସହିତ ତାଙ୍କର ବଡିଗାର୍ଡ ଯାଉଛନ୍ତି ।

ସାଜିଦ ଖାନ ଏବଂ ଜାକ୍ଲିନ ଫର୍ଣାଣ୍ଡିସ:- ଏହି ଯୋଡ଼ି ଙ୍କର ଲଭ ଅଫେୟାର ଚାଲିଥିଲା ବୋଲି କେହି ବିଶ୍ବାସ ମଧ୍ୟ କରିନଥିଲେ କାରଣ ଏହି ଯୋଡ଼ି ଦେଖିବାକୁ ମଧ୍ୟ ଭଲ ଲାଗୁନଥିଲା । ଏହି ଯୋଡିକୁ ନେଇ ବହୁତ ମଜାକ ଉଡା ଯାଇଥିଲା । ଏବଂ ଏହାକୁ ମିସ ମ୍ୟାଚ ଯୋଡ଼ି ବୋଲି କୁହାଯାଇଥିଲା ।

ରାଣୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା:- ଏହି ଯୋଡିକୁ ଦେଖି ସମସ୍ତେ ହସିବାକୁ ଲାଗିଥାନ୍ତି କାରଣ ଏହି ଯୋଡ଼ି ବାପ ଝିଅ ଯୋଡ଼ି ଭଳିଆ ଦେଖାଯାଏ । ଆଦିତ୍ୟ କପୁର ବହୁତ ବୁଢ଼ା ଦେଖାଯାଆନ୍ତି କିନ୍ତୁ ରାଣୀ ମୁଖାର୍ଜୀ ଆଜି ମଧ୍ୟ ଯବାନ ଦେଖା ଯାଉଛନ୍ତି । ଏହି କାରଣ ପାଇଁ ଏହି ଯୋଡିକୁ ମିସ ମ୍ୟାଚ ଯୋଡ଼ି ବୋଲି କୁହାଯାଇଥିଲା ।

ବୋନି କପୁର ଏବଂ ଶ୍ରୀଦେବୀ:- ବୋନୀ କପୁର ଙ୍କ ପ୍ରଥମ ବିବାହ ଭାଙ୍ଗି ଶ୍ରୀଦେବୀ ତାଙ୍କୁ ବିବାହ କରିଥିଲେ କିନ୍ତୁ ଯେତେବେଳେ ଏହି ଯୋଡ଼ି ଦେଖିବାକୁ ମିଳିଥାଏ ସେତେବେଳେ ସମସ୍ତେ କହିଥାନ୍ତି ଶ୍ରୀଦେବୀ ଙ୍କ ବାପା ତାଙ୍କ ସହିତ ଯାଉଛନ୍ତି । ଯେଉଁ କାରଣରୁ ଏହି ଯୋଡିକୁ ମିସ ମ୍ୟାଚ ଯୋଡ଼ି ବୋଲି କୁହାଯାଇଛି ।

ତେବେ ଆପଣଙ୍କୁ ଏମାନେ ମିସ ମ୍ୟାଚ ଯୋଡ଼ି ଲାଗନ୍ତି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।