ବହୁତ ହିଁ ଅଧିକ ସୁନ୍ଦର ଲାଗନ୍ତି “ମହାଭାରତ” ସିରିଏଲ ର ଅର୍ଜୁନ ଙ୍କ ପତ୍ନୀ, ପ୍ରଥମ ଦେଖାରେ ହେଇଯିବେ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ ‘ମହାଭାରତ’ ରେ ଅର୍ଜୁନ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ ।
ବନ୍ଧୁଗଣ ୨୦୧୩ ମସିହାରେ ସିଦ୍ଧାର୍ଥ କୁମାର ଟିୱାରୀ ଙ୍କ ଦ୍ଵାରା ନିର୍ମିତ ଷ୍ଟ୍ରାର ପ୍ଲସ ରେ ପ୍ରସାରିତ ଧାରାବାହିକ ‘ମହାଭାରତ’ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ । ଲକଡାଉନ ରେ ଏହି ସିରିଏଲ କୁ ପୁଣିଥରେ ଟିଭିରେ ପ୍ରସାରିତ କରା ଯାଇଥିଲା ।

ଏହି ସିରିଏଲ ରେ ଅଭିନୟ କରିଥିବା ସମସ୍ତ କଳାକାର ଙ୍କୁ ପୁଣିଥରେ ପରଦା ରେ ଦେଖିବାକୁ ମିଳିଥିଲା ଏବଂ ସମସ୍ତ କଳାକାର ଚର୍ଚ୍ଚା ର ପାତ୍ର ମଧ୍ୟ ହୋଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ସିରିଏଲ ରେ ଅର୍ଜୁନ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ସମ୍ବନ୍ଧରେ କହିବୁ ।

ବନ୍ଧୁଗଣ ଟିଭି ସିରିଏଲ ମହାଭାରତ ରେ ଅର୍ଜୁନ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ପ୍ରକୃତ ନାମ ହେଉଛି, ‘ସହିର ଶେଖ’ ଅଟେ । ସହିର ଶେଖ ଙ୍କ ଜନ୍ମ ୨୬ ମାର୍ଚ୍ଚ ୧୯୮୪ ମସିହାରେ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ସହିର ଶେଖ ଜଣେ ଅଭିନେତା ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି ।

ଏହି ଅଭିନେତା ଜଣକ ୨୦୦୫ ମସିହାରେ ନିଜ ଅଭିନୟ କ୍ଷେତ୍ରରେ ପାଦ ରଖିଥିଲେ । ଏହି ଅଭିନେତା ଜଣକ ନିଜ ଅଭିନୟ ମାଧ୍ୟମରେ ବହୁତ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ଏବଂ ଏହି ଅଭିନେତା ବହୁତ ପ୍ରସିଦ୍ଧ ଟିଭି ସିରିଏଲ ରେ ଅଭିନୟ କରିସାରିଛନ୍ତି ।

ବନ୍ଧୁଗଣ ଯଦି ଏହି ଅଭିନେତା ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଅଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ନାମ ହେଉଛି ‘ଆୟୁ ଟିଙ୍ଗଟିଙ୍ଗ’ ଅଟେ । ସେ ଜଣେ ଇଣ୍ଡୋନେସିଆନ ଅଭିନେତ୍ରୀ ଅଟନ୍ତି ।

ଅଭିନେତା ସହିର ଶେଖ ଙ୍କ ଗାର୍ଲଫ୍ରଣ୍ଡ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ଏହା ସହିତ ସେ ଖୁବ ଷ୍ଟାଇଲିସ ମଧ୍ୟ ଅଟନ୍ତି । ଅଭିନେତା ସହିର ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଦୀର୍ଘ ସମୟ ଧରି ରିଲେସନ ରେ ଅଛନ୍ତି ଏବଂ ଶୁଣିବାକୁ ମିଳୁଛି ଯେ, ଏହି ଯୋଡ଼ି ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।