ଏହି 6ଟି କ୍ରିକେଟର ମାନଙ୍କ ସ୍ତ୍ରୀ ବହୁତ ଧନୀ ଅଟନ୍ତି, ସୁନ୍ଦରତାରେ ଦିଅନ୍ତି ଅଭିନେତ୍ରୀ ମାନଙ୍କୁ ଟକ୍କର

କ୍ରିକେଟ ର ସମସ୍ତ ଖେଳାଳି ନିଜେ ଗୋଟେ ଗୋଟେ ବ୍ରାଣ୍ଡ, ଏମାନଙ୍କ ଲୋକପ୍ରିୟତା ଦେଖିବାକୁ ଗଲେ ସମସ୍ତଙ୍କର ବହୁତ ଫ୍ୟାନ ଅଛନ୍ତି। ଏମାନେ ମଧ୍ୟ ବଲୀଉଡ ତରକା ମାନଙ୍କ ଭଳି ଟିଭି ରେ ଦେଖିବାକୁ ମିଳନ୍ତି। ଏମାନଙ୍କ ଭିତରୁ କିଛି ଖେଳାଳି ବିବାହ କରିଛନ୍ତି ଓ ସେମାନେ ତାଙ୍କ ବିବାହିତ ଜୀବନରେ ଖୁସିରେ ଅଛନ୍ତି। ଏହି ଖେଳାଳି ମାନଙ୍କ ସ୍ତ୍ରୀ ବିଷୟରେ କହିବାକୁ ଗଲେ ଏମାନେ ଦେଖିବାକୁ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି। ଆଜି ଆମେ ସେହି ସୁନ୍ଦର ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ।

ଗୌତମ ଗଂଭୀର

୨୦୧୧ ମସିହାରେ ଭାରତର କ୍ରୀକକେଟର ଗୌତମ ଗଂଭୀର ଙ୍କର ନତାସା ଜୈନ ଙ୍କ ସହିତ ବିବାହ ହୋଇଥିଲା, ଯିଏ କି ବହୁତ ସୁନ୍ଦର ଦେଖା ଯାଆନ୍ତି । ନତାସାଙ୍କର ପିତା ରବୀନ୍ଦ୍ର ଜୈନ ଟେକ୍ସଟାଇଲ ର ବଡ ବିଜନେସମୈନ ଅଟନ୍ତି, ଏହା ସହିତ ନତାସା ବିଜନେସଓମୈନ ଅଟନ୍ତି ।

ଚେତେଶ୍ୱର ପୁଜାରା

ଚେତେଶ୍ୱର ପୁଜାରା ଯିଏକି ଟେଷ୍ଟ ମ୍ୟାଚରେ ଆମ ଦେଶକୁ ବହୁତ ମ୍ୟାଚ ଜିତାଇଛନ୍ତି, ସେ ୨୦୧୩ ମସିହାରେ ପୂଜା ପାବରୀଙ୍କ ସହିତ ବାହାଘର ବନ୍ଧନରେ ବାନ୍ଧି ଯାଇଥିଲେ । ପୂଜାଙ୍କ ପିତା ଗୁଜୁରାଟ ର ଟେକ୍ସଟାଇଲ କାରବାର କରନ୍ତି ।

ସଚିନ ତେଂଦୁଲକର

ସଚିନ ତେଂଦୁଲକରଙ୍କୁ କ୍ରିକେଟ ର ଭଗବାନ କୁହନ୍ତି, ତାଙ୍କ ବ୍ୟାଟିଂଙ୍ଗ ଦ୍ଵାରା ଇଣ୍ଡିଆକୁ କେତେ ମ୍ୟାଚ ଜିତାଇ ଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ସଚିନ ଲଭ ମ୍ୟାରେଜ କରିଥିଲେ, ତାଙ୍କ ସ୍ତ୍ରୀଙ୍କ ନାମ ଅଞ୍ଜଲି ଏବଂ ସେ ଏକ ଡାକ୍ତର ଅଟନ୍ତି । ତାହା ସହିତ ତାଙ୍କ ବାପା ଏକ ବଡ ବିଜନେସମୈନ ଅଟନ୍ତି ।

ବିରେନ୍ଦ୍ର ସେହୱାଗ

ଭାରତର ସବୁଠାରୁ ଖାତରନାକ ବ୍ୟାଟସମାନ ପୂର୍ବ ଭାରତୀୟ ଖେଳାଳି ବିରେନ୍ଦ୍ର ସେହୱାଗଙ୍କର ଆଜି ବି ଲୋକପ୍ରିୟତା ଅଛି । ତାଙ୍କର ଏବଂ ସଚିନଙ୍କ ଯୋଡି ଗୋଟେ ସମୟରେ ଭଲ ଚାଲୁଥିଲା । ସେ ୨୦୦୪ ରେ ଆରତି ଅହଲାବତ ସହ ବାହା ହେଇଥିଲେ, ଆରତୀଙ୍କ ବାପା ଏକ ବଡ ଓକିଲ ଅଟନ୍ତି । ଆରତି ଅହଲାବତ ବର୍ତ୍ତମାନ ସ୍କୁଲ ଏବଂ ବିଜନେସ କାମ ସମ୍ମଭାଲୁ ଛନ୍ତି ।

ରୋହିତ ଶର୍ମା

ଇଣ୍ଡିଆନ ଟିମର ଭଲ ବ୍ୟାଟସମାନ ରୋହିତ ଶର୍ମା ୨୦୧୫ ମସିହାରେ ରୀତିକା ସଜଦେହ ସହ ବାହା ହୋଇଥିଲେ, ରୀତିକାଙ୍କ ସୁନ୍ଦରତା ଉପରେ ଲୋକମାନେ ମରନ୍ତି, ରୀତିକା ଏକ ଧନୀ ଘରର ଝିଅ ଅଟନ୍ତି ତାଙ୍କ ପିତା ବମ୍ବେ ର ପାଂଶ କଫ ପୈରେଡ ଏରିୟା ରେ ରୁହନ୍ତି, ଏବଂ ତାଙ୍କ ପିତାଙ୍କ ନାମ ବବି ସଜଦେହ ଅଟେ, ରୀତିକା ନିଜେ ଗୋଟେ ସେଲିବ୍ରିଟୀ ମୈନେଜର ଅଟନ୍ତି ଏବଂ ଯେବେ ସେ ରୋହିତଙ୍କର ମୈନେଜର ଥିଲେ ସେହି ସମୟରେ ତାଙ୍କର ଏବଂ ରୋହିତଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା ।

ହରଭଜନ ସିଂହ

ନିଜର ବୋଲିଂଙ୍ଗ ରେ ଭଲ ଭଲ ବ୍ୟାଟସମାନ କୁ ଆଉଟ କରିଦେଉଥିବା ଇଣ୍ଡିଆନ ଟିମ ର ସବୁଠାରୁ ଲୋକପ୍ରିୟ ବୋଲର ହରଭଜନ ସିଂହ ବଲୀଉଡ ର ଅଭିନେତ୍ରୀ ଗୀତା ବସରାଙ୍କ ସହିତ ବାହା ହୋଇଛନ୍ତି,

ଗୀତା ବସରା ବଲୀଉଡ ର ବହୁତ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ପିତା ରାକେଶ ବସରା ଇଂଲଣ୍ଡ ର ଭଲ ବିଜନେସମେନ ଅଟନ୍ତି ।