ସାଉଥ ର ସୁପରଷ୍ଟାର ରାମଚରଣ ଙ୍କର ସ୍ତ୍ରୀ ବହୁତ ସୁନ୍ଦର ଓ ଗ୍ଲାମରସ, ଥରୁଟେ ଫୋଟୋ ନିଶ୍ଚୟ ଦେଖନ୍ତୁ

ବଲୀଉଡ ଇଣ୍ଡଷ୍ଟ୍ରି ଭଳି ସାଉଥ ଇଣ୍ଡଷ୍ଟ୍ରି ର ବି ସବୁ ଫିଲ୍ମ ବର୍ତ୍ତମାନ ପୁରା ଦୁନିଆ ରେ ରିଲିଜ କରାଯାଏ । ବର୍ଷ ସାରା ସାଉଥ ଫିଲ୍ମର ସମସ୍ତଙ୍କୁ ଅପେକ୍ଷା ଥାଏ । ବାହୁବଳି ଏବଂ ମଗଧୀରା ଫିଲ୍ମ ପରେ ସାଉଥ କେବଳ ବଲୀଉଡକୁ ନୁହେଁ ହଲିଉଡକୁ ମଧ୍ୟ ଟକ୍କର ଦେଉଛି । ବାହୁବଳି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଏକ ଅଲଗା ପରିଚୟ ଦେଇଛି । ମଗଧୀରା ଭଳି ଫିଲ୍ମ ପଶ୍ଚିମ ଭାରତ ଆଡକୁ ନିଜର ଧ୍ୟାନ ଟାଣିଥାଏ । ସାଉଥ ର ସୁପରଷ୍ଟାର ରାମଚରଣ ତେଜା ର ଜନ୍ମ ୨୭ ମାର୍ଚ ୧୯୮୫ ରେ ମାଦରାସ ରେ ହୋଇଥିଲା ।

ସାଉଥ ସୁପରଷ୍ଟାର ଚିରଂଜୀୱୀ ଏବଂ ସୁରେଖା କୋନିଦେଲା ଙ୍କର ପୁଅ ଅଟନ୍ତି । ସେ ୨୦୦୭ ରେ ଜଗନ୍ଦ ଚିରୁଥା ରୁ ନେହା ଶର୍ମା, ଅଲୀ, ପ୍ରକାଶ ରାଜ, ଆଶୀଷ ବିଦ୍ଯାର୍ଥୀ ଏବଂ ବ୍ରାହ୍ମଣଂଦମ ସହିତ ସାଉଥ ଫିଲ୍ମରେ ଡେବ୍ଯୂ କରିଥିଲେ । ଏହା ୪୦ଟି ସିନେମା ଘରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲିଲା ଏବଂ ହିଟ୍ ମଧ୍ୟ ହେଲା ।

ରାମଚରଣଙ୍କ ପ୍ରଥମ ବ୍ଲକବସ୍ଟର ହିଟ କାଜଲ ଅଗ୍ରୱାଲ ସହ ମଗଧୀରା ଥିଲା । ୨୦୧୩ ରେ ସେ ସଂଜୟ ଦତ୍ତ ଏବଂ ପ୍ରିୟନ୍କା ଚୋପଡା ସହ ଜଞ୍ଜିର ଦ୍ଵାରା ବଲୀଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ଆଜି ଆମେ ରାମଚରଣ ଙ୍କର ସ୍ତ୍ରୀ ଙ୍କ କଥା କହୁଛୁ, ଯିଏକି ବହୁତ ସୁନ୍ଦର ଅଟନ୍ତି । ରାମଚରଣ ଙ୍କର ସ୍ତ୍ରୀ ଫିଲ୍ମ ସହ ଜଡିତ ନୁହନ୍ତି କିନ୍ତୁ ସୁନ୍ଦରତା ମାମଲାରେ କାହାଠାରୁ କମ ବି ନୁହନ୍ତି ।

ରାମଚରଣଙ୍କ ସ୍ତ୍ରୀ ଙ୍କ ନାମ ଉପାସନା ଅଟେ । ଦୁଇ ଜଣକ ବାହାଘର ୨୦୧୨ ରେ ହୋଇଥିଲା । ରାମଚରଣଙ୍କ ସ୍ତ୍ରୀ ଉପାସନା ଏକ ବିଜନେସ ଲେଡି ଅଟନ୍ତି । ଉପାସନା ଭାରତର ସବୁଠୁ ବେସୀ ଚର୍ଚିତ ଆପୋଲୋ ହସ୍ପିଟାଲ ର ଭାଇସ ଚେୟରମୈନ ଅଟନ୍ତି ।

ରାମଚରଣଙ୍କ ସ୍ତ୍ରୀ ଉପାସନା ଲଣ୍ଡନ ରୁ ପଢା ସାରି ସେ ଫିଲ୍ମ କୁ ଛାଡି ବିଜନେସ ରେ ନିଜର କ୍ଯାରିୟର ବାଛିଥିଲେ । ୧୯ ଡିସେମ୍ବର, ୨୦୧୧ ରେ ରାମଚରଣଙ୍କ ଉପାସନା କାମିନି ସହିତ ଏନଗେଜମେଂଟ କରିଥିଲେ । ସେ ଆପୋଲୋ ହସ୍ପିଟାଲ ର ଚେୟାରମ୍ୟାନ ଶ୍ରୀ ପ୍ରତାପ ରେଡି ଙ୍କର ନାତୁଣୀ ଅଟନ୍ତି ।

୧୪ ଜୁନ ୨୦୧୨ ର ରାମଚରଣଙ୍କ ଉପାସନାଙ୍କ ସହ ବାହାଘର ହୋଇଥିଲା । ଦୁଇ ଜଣ ଙ୍କର ବାହାଘରକୁ ୫ ବର୍ଷ ହୋଇଯିବ । ଉପାସନା ନିଜର କାମ ସହିତ ନିଜର ଘରକୁ ବି ସମ୍ଭାଳୁଛନ୍ତି ।