ଆଜି ହିଁ ନିଜ ହାତରେ ବାନ୍ଧି ନିୟନ୍ତୁ ଏହି ଚମତ୍କାରୀ ଜିନିଷ, କଟି ଜୀବ ଜୀବନର ସବୁଠୁ ଖରାପ ସମୟ

କୌଣସି ବ୍ୟକ୍ତିର ଜୀବନ ସବୁବେଳେ ଏକା ଭଳି ହୋଇ ନଥାଏ । କୋଟିପତି ବ୍ୟକ୍ତି ମାନଙ୍କର ଜୀବନରେ  ମଧ୍ୟ ବହୁତ ଅସୁବିଧା ଆସି ଥାଏ । ସମସ୍ତଙ୍କ ଜୀବନରେ କିଛି ନା କିଛି ଅସୁବିଧା ଲାଗି ରହି ଥାଏ, କିନ୍ତୁ ତାହା କେବଳ ଅଲଗା ଅଲଗା ରୂପରେ ଥାଏ । ଜୀବନରେ ଜିତିବା ତାକୁ ହିଁ ମିଳେ ଯିଏ ଏହି ସବୁ ଅସୁବିଧାକୁ ବିନା ଡଋରେ ତାହାର ସାମନ୍ନା କରେ । କେତେକ ଲୋକ ଅସୁବିଧା ସାମନ୍ନା ରେ ହାତ ଟେକି ଦିଅନ୍ତି ଏବଂ ଜୀବନରେ ପଛରେ ରହି ଯାଆନ୍ତି ।

·    ଆପଣ ଦେଖିଥିବେ ଯେତେବେଳେ ବି ଘରେ କିମ୍ବା ମନ୍ଦିରରେ କୌଣସି ପୂଜା ପାଠ ହୁଏ ତେବେ ପୂଜା ସମାପ୍ତି ପରେ ବ୍ରାହ୍ମଣ ଏକ ନାଲୀ ରଙ୍ଗର ସୂତା ବାନ୍ଧି ଥାନ୍ତି, ତାହାକୁ ମୋଲି କୁହାଯାଏ ।

·    ଏହି ସୂତା କୁ ବାନ୍ଧିବା ଦ୍ଵାରା କେବଳ ଧାର୍ମିକ ଲାଭ ନୁହେଁ ସ୍ୱାସ୍ଥ୍ୟ ବି ଭଲ ରହିଥାଏ ।

·    ମୋଲି ବିଷୟରେ କୁହାଯାଏ କି ଏହାକୁ ହାତରେ ବାନ୍ଧିବା ଦ୍ଵାରା ତ୍ରିଦେବ ମାନେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ, ତିନି ଦେବୀ ମାନେ ଲକ୍ଷ୍ମୀ , ପାର୍ବତୀ, ସରସ୍ୱତୀଙ୍କର ବିଶେଷ କୃପା ପ୍ରାପ୍ତ ହୁଏ ।

·    ଯେଉଁ ଲୋକମାନେ ନିଜ ହାତରେ ମୋଲି ବାନ୍ଧନ୍ତି, ତାଙ୍କୁ ବ୍ରହ୍ମାଙ୍କ କୃପାରୁ କୀର୍ତି, ବିଷ୍ଣୁଙ୍କ କୃପାରୁ ବଳ ଏବଂ ଶିବଙ୍କ କୃପାରୁ ଦୁର୍ଗୁଣ ର ଶେଷ ହୋଇଥାଏ ।

·    ଠିକ ସେହି ପରି ଲକ୍ଷ୍ମୀଙ୍କ ଠାରୁ ଧନ, ପରବତୀଙ୍କ ଠାରୁ ଶକ୍ତି ଏବଂ ସରସ୍ୱତୀଙ୍କ ଜ୍ଞାନ ର ପ୍ରାପ୍ତି ହୁଏ ।

·    ଯେଉଁଠି ମୋଲି ବନ୍ଧାଯାଏ ସେହି ଜାଗାରେ ଡକ୍ଟର ସିରା କୁ ଚେକ କରନ୍ତି । ଏହାକୁ ବାନ୍ଧିବା ଦ୍ଵାରା ତିନି ଦୋଷ ବାତ, ପିତ୍ତ ଏବଂ କଫ ନିୟନ୍ତ୍ରିତ ରହିଥାଏ ।

·    ମୋଲି ର ଅର୍ଥ ହେଉଛି ସବୁଠାରୁ ଉପର ଏବଂ ଏହାର ଅର୍ଥ ମଧ୍ୟ ମୁଣ୍ଡ ହୋଇଥାଏ । ଭଗବାନ ଶିବଙ୍କର ମୁଣ୍ଡରେ ଚନ୍ଦ୍ରମା ବିରାଜିତ ଥାଏ, ଏହି କାରଣରୁ ଭଗବାନ ଶିବଙ୍କୁ ଚନ୍ଦ୍ରମୋଲି କୁହାଯାଏ ।

·    ମୋଲି ବାନ୍ଧିବା ପ୍ରଥା ଆଜି ଠୁ ନୁହେଁ ସେହି ସମୟରୁ ଚାଲି ଆସୁଛି ଯେତେବେଳେ ରାଜା ବାଲିଙ୍କୁ ବାମନ ଅବତାର ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଥିଲେ ।

·    ମୋଲି ବାନ୍ଧିବାର ମଧ୍ୟ ନିୟମ ଅଛି । ପୁରୁଷଙ୍କ ଡାହାଣ ହାତରେ ଏବଂ ମହିଳାଙ୍କ ବାମ ହାତରେ ମୋଲି ବନ୍ଧାଯାଏ ।