ଶାଳି ବାଥରୁମରୁ ଗାଧେଇ ବାହାରିଲା ତ ତା’ର ଭିଣେଇ ତାକୁ ଦେଖୁଥିଲା, ଶାଳି ରୋମାଣ୍ଟିକ ଅନ୍ଦାଜ ରେ କହିଲା… ଏହା ସହିତ 11 ଟି Jokes

ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।

୧. ସାର – ଯେଉଁମାନେ ବୋକା ସେମାନେ ଛିଡା ହୋଇଯାଅ

ଜଣେ ଛାତ୍ର ଛିଡା ହେଇଗଲା

ସେହି ଛାତ୍ରକୁ ସାର ପଚାରିଲେ

ତୁ କାହିଁକି ଛିଡା ହେଲୁ ତୁ କଣ ବୋକା

ଛାତ୍ର ଉତ୍ତର ଦେଲା

ନା ସାର, ଆପଣ ଏକୁଟିଆ ଛିଡା ହୋଇଥିଲେ ତ ସେଥିପାଇଁ …..

୨. ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ କି

ଫେସବୁକ, ଇନ୍ସଟାଗ୍ରାମ, ହ୍ଵାଟ୍ସଆପ ଚାଇନିଜ ଏପ ନୁହେଁ

ନଚେତ ଆମେ ସବୁ ଏମିତି ହଜି ଯାଆନ୍ତୁ

ଯେମିତି କି କୁମ୍ଭମେଳାରେ ପିଲାମାନେ ହଜି ଯାଆନ୍ତି……

୩. ଆଜି କାଲି ଯେଉଁ ବାବୁ ସୋନା

କହିଲା ପରେ ଖାଇବାର ଖାଆନ୍ତି

ସେମାନେ ବିବାହ ପରେ

ନିଜେ ଖାଇବାର ତିଆରି କରନ୍ତି…..

୪. ଟିକ ଟକ ବନ୍ଦ ହେବା ପରେ

ସମସ୍ତେ ନିଜ ନିଜ କାମକୁ

ଫେରିଗଲେ ସବୁ ଟିକଟକ ଷ୍ଟାର….

୫. ଜଣେ ସ୍ତ୍ରୀ ଲୋକ ଶ୍ମଶାନରେ ଗୋଟିଏ କବର ଉପରେ ବସିଥିଲା

ଜଣେ ପଥଚାରି ପଚାରିଲେ କି

କବର ଉପରେ ବସିଛ ଡର ଲାଗୁନି ?

ସେ କହିଲା ଡର କାଁହିଁକି ଲାଗିବ

କବର ଭିତରେ ଗରମ ଲାଗୁଥିଲା

ସେଥିପାଇଁ ବାହାରକୁ ଚାଲି ଆସିଲି…….

୬. ମୋତେ ଗୋଟେ କଥା ବେଳେ ବେଳେ ଶୋଇବାକୁ ଦିଏ ନାହିଁ କି

ଏହି ଯେଉଁ ଭୁତମାନେ ଧଳା ଶାଡୀ ପିନ୍ଧନ୍ତି

ତାକୁ କିଣି କି କିଏ ଦିଏ ?…

୭. କିଛି ଲୋକମାନେ ଡିସେମ୍ବରରେ ଏମିତି କ୍ଷମା ମାଗନ୍ତି କି

ଯେମିତି ସତରେ ଜାନୁୟାରୀରେ

ହରିଦ୍ୱାର ଛାଡି ସନ୍ୟାସି ହୋଇଯିବେ….

୮. ଝିଅ – ଆଜି ପକାଅ ନାହିଁ

ପୁଅ – କାହିଁକି ?

ଝିଅ – କାଲି ତୁମେ ପକେଇକି ଶୋଇ ଯାଇ ଥିଲ

ବହୁତ କଷ୍ଟ ହେଲା

ମୋତେ ଲାଗୁଛି ଏହି ଆଇ ଡ୍ରପ ବେକାର ଅଟେ…..

୯. ପିଲା ଦିନ ବି କେତେ ସୁନ୍ଦର ଥିଲା

ପଡୋଶୀ ଆଣ୍ଟି କହୁଥିଲେ କି

ଆଜି ମୋ ଝିଅ ସାଙ୍ଗରେ ଖେଳିବୁ….

୧୦. ଉଡାଜାହାଜରେ ୪ ରୁ ୫ ପ୍ୟାକ ଡ୍ରିଙ୍କ କଲା ପରେ

ବ୍ରିଟିଶ – ମୁଁ ଶୋଇବାକୁ ଯାଉଛି

ଆମେରିକା – ମୁଁ ଏବେ ଇଣ୍ଟରନେଟରେ ନିଜର କାମ କରିବି

ଜର୍ମାନ – ମୁଁ ଫିଲ୍ମ ଦେଖିବି

ଚାଇନା – ମୁଁ ଏବେ ଗୀତ ଶୁଣିବି

ଭାରତୀୟ – ପାଇଲଟକୁ କହିଲା ତୁ ସାଇଡ ହଅ

ଏବେ ଉଡାଜାହାଜ ମୁଁ ଉଡାଇବି…..

୧୧. ଶାଳି ବାଥରୁମ ରୁ ଗାଧେଇ ବାହାରିଲା ତ ତା’ର ଭିଣେଇ ତାକୁ ଦେଖୁଥିଲା

ଶାଳି ରୋମାଣ୍ଟିକ ଅନ୍ଦାଜ ରେ କହିଲା କି କଣ କରିବାର ଇରାଦା ଅଛି,

ଭିଣେଇ ପାଖକୁ ଆସି ତାକୁ ଜୋର ଜୋର ରେ ଦି ଟା ଚାପୁଡା ମାରିଲା,

କହିଲା – ତୁ ମୋ ଗରମ ପାଣିରେ କାହିଁକି ଗାଧେଇଲୁ…

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।