Vastu Shastra- ରାତିରେ ଯଦି କପଡା ଧୋଉଛନ୍ତି କି ସୁଖାଉଛନ୍ତି ତ ଜାଣି ନିଅନ୍ତୁ ଏହି ବିଶେଷ କଥା, ନହେଲେ ପଡିବେ ବଡ ଅସୁବିଧାରେ

ଆପଣ ମାନେ ଯଦି ବାହାରେ ରାତିରେ ଲୁଗା ଶୁଖାଉ ଛନ୍ତି ତେବେ ସାବଧାନ ହୋଇଜାନ୍ତୁ । ଆମ ଜୀବନ ଶୈଳୀରେ ବହୁତ ପରିବର୍ତନ ହୋଇଛି । ଜୀବନରେ ବହୁତ ଛୋଟ ମୋଟ ଭୁଲ ହୋଇଥାଏ । ଆମ ଜୀବନ ଶୈଳୀ ବହୁତ ଜଲ୍ଦି ଜଲ୍ଦି ଆଗକୁ ବଢୁଛି ଏହା ଦ୍ଵାରା ମହିଳା ହେଉ କି ପୁରୁଷ ହେଉ ନିଜର ଗୁରୁତ୍ଵ ପୂର୍ଣ କାର୍ଯ୍ୟ ପାଇଁ ସମୟ କମ ହୋଇଯାଉଛି । ଆଜି ଆମେ ଜୀବନ ସହ ଜଡିତ କିଛି ଗୁରୁତ୍ଵ ପୂର୍ଣ ଓ ମହତ୍ଵ ପୂର୍ଣ କାମ ବିଷୟରେ କହିବୁ । କପଡା ଯାହା କୁ କି ଆମେ ସବୁ ଦିନ ପିନ୍ଧି ଥାଉ ଓ ତାକୁ ସଫା କରି ଶୁଖାଇ ଥାଉ ।

ଯଦି ଆପଣ କପଡାକୁ ରାତିରେ ସଫା କରି ବାହାରେ ଶୁଖାଉ ଛନ୍ତି ତେବେ ଆପଣ ଏହି ଭୁଲକୁ ଶୀଘ୍ର ସୁଧାରୀ ନିଅନ୍ତୁ ନଚେତ ଆପଣ ବହୁତ ଅସୁବିଧାରେ ପଡି ପାରନ୍ତି । କିଛି ମହିଳା ଲୁଗା ପଟା ରାତିରେ ସଫା କରି ତାକୁ ବାହାରେ କିମ୍ବା ଛାତ ଉପରେ ଶୁଖାଇ ଦିଅନ୍ତି କିନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ସମସ୍ୟା ଉତ୍ପର୍ଣ୍ଣ ହୋଇଥାଏ ।

ରାତି ସମୟରେ ଆମ ଚତୁର୍ପାର୍ଶ୍ୱ ରେ ଯେତେ ବି ନକରାତ୍ମକ ଶକ୍ତି ଥାଏ ସେଗୁଡିକ ସକ୍ରିୟ ହୋଇଥାନ୍ତି ସେମାନେ ଖୋଜୁଥାନ୍ତି କାହା ଉପରେ ତାଙ୍କର ପ୍ରଭାବ ପକାଇବେ । ରାତିରେ ଏହି ଶକ୍ତି ଆପଣଙ୍କର ବାହାରେ ଶୁଖାଯାଇଥିବା ଲୁଗା ଦ୍ଵାରା ଆପଣଙ୍କ ପାଖରେ ପହଞ୍ଚି ପାରନ୍ତି ଏହା ଦ୍ଵାରା ଛୋଟ ପିଲା ଓ ଗର୍ଭ ବତୀ ମହିଳାଙ୍କ ଉପରେ ବିପଦ ପଡି ଥାଏ । ଛୋଟ ପିଲାଙ୍କ କପଡାର ବାସ୍ନା ଦ୍ଵାରା ନକରାତ୍ମକ ଶକ୍ତି ତାଙ୍କ ଆଡକୁ ଆକର୍ଷିତ ହୋଇଯାନ୍ତି । ନକରାତ୍ମକ ଶକ୍ତି ଛୋଟ ପିଲା ମାନଙ୍କ ଉପରେ ସହଜରେ ଖରାପ ପ୍ରଭାବ ପକାଇବାକୁ ସହଜ ହୋଇଥାଏ ।

ଏଥିପାଇଁ ଆପଣଙ୍କ ପିଲା ମାନେ ଶୀଘ୍ର ବିମାର ପଡିଯାନ୍ତି ଓ ତାଙ୍କୁ ନଜର ଲାଗିଯାଏ । ଏଥୀ ପାଇଁ ପିଲା ମାନଙ୍କ ଲୁଗା ପଟା ରାତିରେ ବାହାରେ ଶୁଖାଇବା ଉଚିତ ନୁହେଁ । ରାତିରେ ଗର୍ଭ ବତୀ ମହିଳାଙ୍କ ଲୁଗା ବାହାରେ ସୁଖାନ୍ତୁ ନାହିଁ ଓ ତାଙ୍କ ଲୁଗା ଧୋଇଲା ବେଳେ ଲୁଣ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ଏହା ଫାଳରେ ତାଙ୍କ ଉପରେ ଲାଗିଥିବା ଖରାପ ନଜର ଓ ନକରାତ୍ମକ ଶକ୍ତି ନାଶ ହୋଇଥାଏ ।

ବଶି କରଣ ପାଇଁ କିମ୍ବା ଗୁଡି ଗାରେଡି କରିବା ପାଇଁ ଆପଣଙ୍କ ଲୁଗା ମାଧ୍ୟମ ହୋଇଥାଏ । ଯଦି ଆପଣଙ୍କ ଲୁଗା କେବେ ବି ବାହାରୁ ଚୋରୀ କିମ୍ବା ହଜି ଯାଏ ତେବେ ସାବଧାନ ରୁହନ୍ତୁ । କାହିଁକି ନା ଆପଣଙ୍କ ଉପରେ କେହି ବଶୀକରଣ କରି ପାରନ୍ତି । ଆମ ଶରୀର ସୁଗନ୍ଧ ଆମ କପଡାରେ ବାହାରିଯାଏ ଏହି ସୁଗନ୍ଧ ବାହାରର ନକରାତ୍ମକ ଶକ୍ତି କୁ ପ୍ରଭାବିତ କରିଥାଏ । ଏଥିପାଇଁ ଏହି ଲୁଗାକୁ ସୂର୍ଯ୍ୟ କିରଣ ରେ ଶୁଖାଇବା ଉଚିତ ।

ଯାହାଦ୍ୱାରା କି ସୂର୍ଯ୍ୟଙ୍କ ଶକରତ୍ମକ ଶକ୍ତି ଆପଣଙ୍କୁ ମିଳିଥାଏ ଓ ଲୁଗା ପଟାରେ ଥିବା କୀଟାଣୁ ମାନଧୀ ମରିଯାନ୍ତି । ଏହି କାରଣ ପାଇଁ ରାତିରେ ବାହରେ ଲୁଗାପଟା ବାହାରେ ଶୁଖାଇବା ଉଚିତ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।